୮୦୦ ଏକ ଜାଗାରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର, ଖୁବଶୀଘ୍ର ଆସିବ ମାଷ୍ଟରପ୍ଲାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ନେଇ ଉତ୍କଣ୍ଠା ବଢିଛି । ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର କରାଯିବ । ୮ ଶହ ଏକରରୁ ନୂଆ ସିଟି ପ୍ରୋଜେକ୍ଟରେ ରହିଛି ୭୦ ପ୍ରତିଶତ ସରକାରୀ ଜାଗା ।

ସୁପ୍ରିମକୋର୍ଟଙ୍କ ରାୟ : ଶିକ୍ଷକତା ପାଇଁ ବାଧ୍ୟତାମୂଳକ TET, ନହେଲେ ଛାଡ଼ିବାକୁ ପଡ଼ିବ ଚାକିରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ । ସୁପ୍ରିମକୋର୍ଟଙ୍କ ବିଚାରପତି ଦୀପଙ୍କର ଦତ୍ତା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି

ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ

ଜଗତସିଂହପୁର : ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଗୁରୁତର ରୋଗୀଙ୍କୁ କଟକ ନେବାବେଳେ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ । ଆମ୍ବୁଲାନ୍ସ ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକ। ଜଗତସିଂହପୁର ଥାନା ଅଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗାଁର କମଳା

ପୁଣି ବଢିଲା ସୁନା ଦର

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦାମ୍‌ । ନିୟମିତ ସୁନା ଦର ବୃଦ୍ଧି ପାଉଛି । ସେପ୍ଟେମ୍ବର ୧ ଅର୍ଥାତ୍‌ ସୋମବାର ପୁଣି ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୫,୮୮୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧,୦୪,୯୫୦ ଟଙ୍କା ଥିଲା । ଏଥିରେ ୯୩୦

ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା ଡିଜେ ଗାଡି, ୩ ଗୁରୁତର

କୋଣାର୍କ : ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ। ଡିଜେ ଗାଡିଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଯାଇଛି। ଏଥିରେ ୩ ଜଣ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି କୋଣାର୍କ ଡାଳିମ୍ବଗରଡି ଗାଁରେ ଗଣେଶ ଭସାଣି ଚାଲିଥିଲା। ଏତିକିବେଳେ କୌଣସି କାରଣ ବଶତଃ ଡିଜେ

କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

ରାୟଗଡା : ୨ବାଘ ଛାଲ ଜବତ, ୪ଗିରଫ । କେନ୍ଦ୍ର ସରକାରଙ୍କ ରାଜସ୍ବ ଗୁଇନ୍ଦା ବିଭାଗ ପକ୍ଷରୁ ମୁମ୍ବାଇର ଏକ ଟିମ ରାୟଗଡା ଜିଲ୍ଲାର କୋଲନରା ନିକଟରେ ଏକ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରିଛି । ଦେଶ ବାହାରକୁ ଚୋରାଚାଲାଣ ହେବାକୁ ଥିବା ୨ ଚିତାବାଘ ଚମଡା

ମହାନଦୀ ସମସ୍ୟାର ସମାଧାନ ଲାଗି ଆଶା ସଞ୍ଚାର

ଭୁବନେଶ୍ଵର : ମହାନଦୀ ଜଳ ଆବଣ୍ଟନକୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଏକ ସକାରାତ୍ମକ ଖବର ଆସିଛି। ଦୀର୍ଘ ଦଶନ୍ଧିର ଏହି ଆନ୍ତଃ ନଦୀଜଳ ଆବଣ୍ଟନ ସମସ୍ୟାର ସମାଧାନ ଲାଗି ଆଶା ସଞ୍ଚାର ହୋଇଛି। ଶନିବାର ଉଭୟ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ଶାସନ ସଚିବ ନୂଆଦିଲ୍ଲୀରେ ଏନେଇ ବୈଠକ କରିଛନ୍ତି।

ମଧ୍ୟାହ୍ନ ଭୋଜନର ମାନ ପରଖିଲେ ଜିଲ୍ଲାପାଳ…

ମାଲକାନଗିରି, ୧/୯/୨୫:ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ନିଜେ ପଦ୍ମଗିରି ଏସଏସଡି ଉଚ୍ଚ ବିଦ୍ୟାଳୟ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି । ଏହି ଅବସରରେ ପାଠପଢା

ଦୁର୍ଗାପୂଜା: ପାରମ୍ପରିକ ବାଜାରେ ମାଆଙ୍କୁ ମେଲାଣି, ଭସାଣରେ ଡିଜେ ମନା

ଭୁବନେଶ୍ଵର : ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପୁଲିସ୍‌ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।  ଏଥର ଦୁର୍ଗା ପୂଜା

ମଦ ପିଇ ବ୍ଲକ୍ କାର୍ଯ୍ୟାଳୟକୁ ଏପିଓ ଆସୁଥିବା ନେଇ ଅଭିଯୋଗ…!

ମାଲକାନଗିରି ୧/୯ ରାଜ୍ୟ ସରକାର ବିଭିନ ସରକାରୀ କାର୍ଯ୍ୟଳୟରେ କାର୍ଯ୍ୟରତ କର୍ମଚାରୀ ମାନେ କିଭଳି କାର୍ଯ୍ୟ କରିବେ ସେ ନେଇ ବିଭିନ୍ନ ନୀତିନିୟମ ଲାଗୁ କରିଛନ୍ତି । ହେଲେ କିଛି ସରକାରୀ କର୍ମଚାରୀ ଏହାକୁ ମାନୁନାହାନ୍ତି ବା ମାନିବାକୁ ପ୍ରସ୍ତୁତ ନଥିବା ଦୃଶ୍ୟମାନ ହେଉଛି ।ଏଭଳି ଏକ ଦୃଶ୍ୟ