Sign in
Sign in
Recover your password.
A password will be e-mailed to you.
ଘରୋଇ କମ୍ପାନିକୁ ଫାଇଦା ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି: ଶ୍ରୀକାନ୍ତ ଜେନା
ଭୁବନେଶ୍ବର: ରାଜ୍ୟରେ ସାର ସଙ୍କଟ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏହି ବିଭାଗର ମନ୍ତ୍ରୀ ଥିଲାବେଳେ ତାଳଚେର ସାର କାରଖାନା ଚାଲୁ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲି ।ଦେଶରେ ଅକାମୀ ହୋଇ ପଡିଥିବା ୬ଟି ସାର କାରଖାନା ଆମ!-->…
‘ଚିଙ୍ଗୁଡ଼ି ଉଦ୍ୟୋଗ ଓ ଚାଷୀଙ୍କ ଜୀବିକା ରକ୍ଷା କରନ୍ତୁ…’, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ତାରା…
ଭୁବନେଶ୍ୱର: ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯାଇଛି । ଅଗଷ୍ଟ ୨୭ରୁ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଟାରିଫ୍ ଆଦୟ କରୁଛି ଆମେରିକା । ଯାହାର ପ୍ରଭାବ ଭାରତୀୟ ନିର୍ମାତାଙ୍କ ଉପରେ ପଡ଼ିବା ନେଇ ଅନୁମାନ କରାଯାଉଛି । ଏହି ଟାରିଫ୍ର ପ୍ରଭାବରେ ଓଡ଼ିଶାରୁ!-->…
ଅବସରକାଳୀନ ସମ୍ବର୍ଦ୍ଧନା ସଭା
ମାଲକାନଗିରି : ମାଥିଲି ବ୍ଲକ ପାଙ୍ଗମ୍ ଠାରେ ଥିବା ହାତୀ ରାମ ଗୁରୁ ବିଦ୍ୟା ମନ୍ଦିର ର ସଂସ୍କୃତ ଗୁରୁଜୀ ଶ୍ରୀ ଯୁକ୍ତ କୈଳାଶ ଚନ୍ଦ୍ର ଭୋଳ ୩୨ବର୍ଷ ଧରି କାଜ୍ୟ ରତ ରହିବା ପରେ ଏହି ନିକଟରେ ସରକାରୀ ସେବାରୁ ନିବୃତ୍ତ ହୋଇଛନ୍ତି। ବିଦ୍ୟାଳୟ ର ଶିକ୍ଷକ ଅଭାବ କୁ ପରିଲିଖିତ କରି ସ୍ଵତ!-->…
ପଡିଆ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
ମାଲକାନଗିରି : ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପଡିଆ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ।ଜିଲ୍ଲାପାଳ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଵାସ୍ଥ୍ୟ ଭିତ୍ତିଭୂମି ତଦାରଖ କରିବା ସହ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ!-->!-->!-->…
ବାଲିଯାତ୍ରା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରାଥମିକ ବୈଠକ
କଟକ: କଟକ ବାଲିଯାତ୍ରା ଉତ୍ସବ-୨୦୨୫ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ଯକ୍ଷତାରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ବାଲିଯାତ୍ରାର ପ୍ରସ୍ତୁତି ନିମନ୍ତେ ଏହି ପ୍ରାକ-ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନର!-->…
କମିସନରେଟ ପୁଲିସ ହାତରେ ଧରାପଡିଲେ ୩ ସାଇବର ଠକ
ଭୁବନେଶ୍ବର: କମିସନରେଟ ପୁଲିସ ହାତରେ ଧରାପଡିଲେ ୩ ସାଇବର ଠକ। ଦୁଇଜଣଙ୍କୁ ଗୁଜୁରାଟରୁ ଆଉ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ। ଗୁଜରାଟର ଏକ ସାଇବର ଠକ ଗ୍ୟାଙ୍ଗ ସ୍କାଇପ ଜରିଆରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ। କୋରିଅରରେ ଗଞ୍ଜେଇ ଆସିଥିବା କହି ଠକ!-->…
ନଗଡ଼ାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ: ଅଙ୍ଗନବାଡ଼ି ଅବ୍ୟବସ୍ଥା ଦେଖି ବିଗିଡ଼ିଲେ ଅଧ୍ୟକ୍ଷା
କାଳିଆପାଣି: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଏବଂ ଏହାର ୪ ଜଣ ସଦସ୍ୟା ମନସ୍ମିତା ଖୁଣ୍ଟିଆ, କସ୍ତୁରୀ ମିଶ୍ର, ସୁଜାତା ନାୟକ ଓ ଚନ୍ଦନା ଦାସ ଗୁରୁବାର ସଦଳବଳ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ପରଖିଛନ୍ତି। ଅଧ୍ୟକ୍ଷା ଉପରନଗଡ଼ା ଓ ତଳନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର!-->…
ୟୁକ୍ରେନର ପୂର୍ବତନ ବାଚସ୍ପତିଙ୍କୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ : ୟୁକ୍ରେନର ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ଶନିବାର ତାଙ୍କୁ ହତ୍ୟା କରିଥିବା ନେଇ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସ୍ପଷ୍ଟ କରିଛନ୍ତି। ଜେଲେନସ୍କି ଘଟଣାର କଡ଼ା ନିନ୍ଦା କରିବା ସହିତ ଏହାର ତଦନ୍ତ!-->…
SCO ସମ୍ମିଳନୀ ପରେ ଚୀନ କରିବ ଶକ୍ତି ପ୍ରଦର୍ଶନ, ଯୋଗଦେବେ ୨୪ରୁ ଅଧିକ ଦେଶଙ୍କ ମୁଖ୍ୟ, ଭାରତ ହେବନି ସାମିଲ
ନୂଆଦିଲ୍ଲୀ ୩୦।୮: ଚୀନ୍ ରାଜଧାନୀ ବେଜିଂ ଚଳିତ ସପ୍ତାହରେ ଦୁଇଟି ବଡ଼ ଆୟୋଜନର ସାକ୍ଷ ହେବାକୁ ଯାଉଛି। ଏଥିରେ ପ୍ରଥମିଟି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀ ହୋଇଥିବା ବେଳେ ଅନ୍ୟଟି ୩୧ ଅଗଷ୍ଟ ଓ ୧ ସପ୍ଚେମ୍ବରରେ ତିଆନଜେନରେ ଅନୁଷ୍ଠିତ ହେବ,ଯେଉଁଥିରେ ଦ୍ୱିତୀୟ!-->…
ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିଆନଜିନ୍ରେ ମୋଦୀଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ବର୍ଷ ପରେ ଚୀନ ଗସ୍ତରେ ରହିଛନ୍ତି । ଚୀନରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀରେ ଯୋଗ ଦେବେ। ଚୀନରେ ପ୍ରଧାନମନ୍ତ୍ରୀ ଚୀନ!-->…