Sign in
Sign in
Recover your password.
A password will be e-mailed to you.
ରାଜ୍ୟ ସରକାରଙ୍କ ଦ୍ବାରା ନବରଙ୍ଗପୁର ଜିଲ୍ଲା ଉମରକୋଠାରେ ସନ୍ତରଣ ପ୍ରଶିକ୍ଷଣ ଶିବିର
ଉମରକୋଟ : ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ଏ.ଜି.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ପକ୍ଷରୁ ଯୁବପିଢ଼ି ମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡିରୁ ବଞ୍ଚିବାର ମୌଳିକ!-->!-->!-->…
JEE ଆଡଭାନ୍ସ ୨୦୨୫ ରେଜଲ୍ଟ ପ୍ରକାଶିତ, ରଜିତ ଗୁପ୍ତା ସର୍ବଭାରତୀୟ ଟପ୍ପର
JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ ।
ରଜିତ ଗୁପ୍ତା ଚଳିତବର୍ଷ ଅଲ ଇଣ୍ଡିଆ ରାଙ୍କ ୧ ହାସଲ କରି ସମଗ୍ର ଦେଶରେ ଟପର ହୋଇଛନ୍ତି!-->!-->!-->…
ବିଜେଡିରୁ ଢ଼େଙ୍କାନାଳର ପୂର୍ବତନ ବ୍ଲକ୍ ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ବିତ
ଭୁବନେଶ୍ବର : ବିଜେଡିରୁ ବିଦା ହେଲେ ପୂର୍ବତନ ବ୍ଲକ୍ ସଭାପତି ବିଭୁ ପ୍ରସାଦ ଦେହୁରୀ। ଢ଼େଙ୍କାନାଳ ସଦର ବ୍ଲକ୍ର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦଙ୍କୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
!-->!-->…
ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ କଲେ ସୁରକ୍ଷାକର୍ମୀ
ସୁନ୍ଦରଗଡ଼ : ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ । ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗରୁ ୪ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା । ଏହି ଘଟଣାରେ ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି । ଝାଡଖଣ୍ଡ ସରଣ୍ଡାରେ SOG, DVF, CRPF ଓ ଝାଡ଼ଖଣ୍ଡ ଜାଗୁଆରର ମିଳିତ ଅପରେସନରେ!-->…
କମିଲା ପରିବହନ ବିଭାଗର କ୍ଷମତା : ପୁଲିସ କରିବ ଗାଡ଼ି ଯାଞ୍ଚ
ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରାଞ୍ଚଳରେ ପୁଲିସକୁ ମୋଟର ଯାନ ସମ୍ପର୍କିତ ସମସ୍ତ ଯାଞ୍ଚ କ୍ଷମତା ସହ ଜରିମାନା ଆଦାୟ କ୍ଷମତା ଦେବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ପରିବହନ କମିସନର ଏକ ଚିଠି ଲେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଭାଗୀୟ ପ୍ରମୁଖ ଶାସନ!-->…
ସିକ୍କିମ ଭୂସ୍ଖଳନରେ ୩ ଯବାନ ସହିଦ, ୬ ଜଣ ନିଖୋଜ
ସିକ୍କିମ: ପ୍ରବଳ ବର୍ଷା ପରେ ସିକ୍କିମରେ ଭୟଙ୍କର ଭୂସ୍ଖଳନ । ଭୂସ୍ଖଳନରେ ଧସିଲା ଯବାନଙ୍କ କ୍ୟାମ୍ପ୍ । ଉତ୍ତର ସିକ୍କିମର ଛାଟେନ୍ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନରେ ଧସିଛି ଯବାନଙ୍କ କ୍ୟାମ୍ପ୍ । ଯେଉଁଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଏବେବି ନିଖୋଜ ଅଛନ୍ତି । ଘଟଣା ପରେ ୪!-->…
ଏଣିକି ବାଲ୍ୟବିବାହର ସୂଚନା ଦେବେ ପ୍ରଧାନଶିକ୍ଷକ, ସିଏମ୍ଆଇଓ ଭାବେ ଦିଆଗଲା ଦାୟିତ୍ବ
ଭୁବନେଶ୍ୱର: ଆଜି ବି କିଛି ଅଞ୍ଚଳରେ ହଟିନି ବାଲ୍ୟ ବିବାହ ପ୍ରଥା। ଆଜି ବି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି। ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଭୋଜି ଭାତ କରି, ମଉଜ କରି ବଡ଼ ସୁରୁଖୁରୁରେ ବାଲ୍ୟ ବିବାହଟିକୁ!-->…
ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ
ଭୁବନେଶ୍ୱର : ବଢିଲା +୩ ନାମଲେଖା ଆବେଦନ ଅବଧି । ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ । ୪ ତାରିଖ ରାତି ୧୧ଟା ୪୩ ଯାଏ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
!-->!-->!-->…
ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୦୩ କରୋନା ମାମଲା ଚିହ୍ନଟ; ୪ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୮ଟାରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୩,୯୬୧ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଟି ନୂତନ!-->…
ଚଳିତ ମାସଠାରୁ ଲାଗୁ ହେବ ନୂଆ ଅବକାରୀ ନୀତି, ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି
ଭୁବନେଶ୍ବର: ରାଜ୍ୟରେ ଚଳିତ ମାସ ନୂତନ ଅବକାରୀ ନୀତି ଲାଗୁ ହେବ। ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ନୂଆ ଆହ୍ୱାନ ହେବ। ନୂତନ ଅବକାରୀ ନୀତିରେ ନୂଆ ଦୋକାନ ଖୋଲିବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା!-->!-->!-->…