Sign in
Sign in
Recover your password.
A password will be e-mailed to you.
ସ୍ତନ୍ୟପାନ ଯୋଗୁଁ ମା’ ହୃଦୟର ନିକଟତର ହୋଇପାରିବ ଶିଶୁ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି। ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ!-->…
‘କର୍ତ୍ତବ୍ୟ ଭବନ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଦିଲ୍ଲୀରେ ଉଦଘାଟିତ ହେଲା ସେଣ୍ଟ୍ରାଲ ଭିଷ୍ଟାର ନୂଆ କୋଠା ‘କର୍ତ୍ତବ୍ୟ ଭବନ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତବ୍ୟ ପଥ ସ୍ଥିତ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ କର୍ତ୍ତବ୍ୟ ଭବନ ବୁଲି ଦେଖିଛନ୍ତି ମୋଦୀ । ଆଜି ସନ୍ଧ୍ୟା ୬ଟା ୩୦ରେ ସେ କର୍ତ୍ତବ୍ୟ ପଥଠାରେ ଏକ!-->…
ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରା
କେଉଁଝର :ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରା । ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ କରି ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ।!-->…
“ସରକାର ଆପଣଙ୍କ ପଥ ପ୍ରଦର୍ଶକ – ଆପଣଙ୍କ ଦଲିଲ, ଆପଣଙ୍କ ଅଧିକାର” ଶିବିରର ଆୟୋଜନ
ଚିତ୍ରକୋଣ୍ଡା: ଆଜି ଚିତ୍ରକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ ପଞ୍ଚାୟତ ପିଇଓ ସଞ୍ଜନା ମହାରଣା ଓ ପିରାମଳ ଫାଉଣ୍ଡେସନ ର ଗାନ୍ଧିବାଦୀ ଶ୍ରୀ ବିଶାଳ କୁମାରଙ୍କର ସହଯୋଗରେ "ସରକାର ଆପଣଙ୍କ ପଥ ପ୍ରଦର୍ଶକ – ଆପଣଙ୍କ ଦଲିଲ, ଆପଣଙ୍କ ଅଧିକାର" ଶିବିରର ଆୟୋଜନ କରାଯାଇଛି । ଏହି!-->…
ଜଳିଗଲେ ଯୁବତୀ, ବ୍ଲାକ୍ମେଲିଂ କରୁଥିଲେ ପ୍ରେମିକ !
ପଟ୍ଟାମୁଣ୍ଡାଇ : ଘର ଭିତରେ ଜଳିଗଲେ ଯୁବତୀ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ଘଟିଛି । ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀ ଜଣଙ୍କ ଜୀବନ ହାରିଛନ୍ତି । ତେବେ ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ!-->…
ଗ୍ରାଣ୍ଡ ରିସେପ୍ସନ ଦେଲେ ପିନାକୀ-ମହୁଆ
ନୂଆଦିଲ୍ଲୀ : ଜର୍ମାନୀରେ ବାହା ହେଲେ, ଆଉ ଦିଲ୍ଲୀରେ ରିସେପ୍ସନ ଦେଲେ । ଦେଶର ଏହି ଓଲ୍ଡ କପଲ୍ ବା ବୃଦ୍ଧ ଦଂପତ୍ତି ନିଜ ବାହାଘରକୁ ନେଇ ଗତ ମାସରେ ଖୁବ୍ ଚର୍ଚ୍ଚାରେ ସାଉଁଟିଥିଲେ । ଆଉ ମଙ୍ଗଳବାର ରାତିରେ ଏହି ପିନାକି-ମହୁଆ ଯୋଡ଼ି ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି!-->…
କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଭେଟି ରାଜ୍ୟର ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ। FCI ଦ୍ୱାରା ମାସିକ ଚାଉଳ ଉଠାଣ ବୃଦ୍ଧି କରିବାକୁ ଅନୁରୋଧ କଲେ। ବାଜରା ପ୍ରୋତ୍ସାହନ ଓ ସଂରକ୍ଷଣ!-->…
ଖୁବ୍ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ ପାଇଁ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର: ଖୁବ୍ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ। ରାଜସ୍ବ ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍ଡିସିଙ୍କୁ ଚିଠି ଲେଖାଯାଇଛି। ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି!-->…
ଓକିଲଙ୍କୁ ଦୁର୍ବୁତ୍ତ ଓ ମନ୍ତ୍ରୀଙ୍କୁ ଅପରାଧୀଙ୍କ ମୁଖ୍ୟ କହିବା ବିଜେଡ଼ି ନେତାଙ୍କ ଦେବାଳିଆ ସ୍ଥିତିକୁ ଜଣାଉଛି
ବ୍ରହ୍ମପୁର, ୬/୮ : ଓଡ଼ିଶାକୁ ପ୍ରତାରଣା ଦେଇଥିବା ବିଜୁ ଜନତା ଦଳ ସରକାର ଲୋକଙ୍କ ଦ୍ୱାରା ଗାଦିଚ୍ୟୁତ ହେବାପରେ କିଭଳି ଭାବରେ ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିରେ କୁତ୍ସିତ ରାଜନୀତି କରିବା ସହ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ବ୍ୟବହାର କରୁଛି ତାହାକୁ ଲୋକଲୋଚନକୁ ଆଣିବା ପାଇଁ!-->…
ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସମ୍ୱଲପୁର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡାଙ୍କ ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଚଢାଉ ଚାଲିଛି ।
ଭୁବନେଶ୍ୱରର ୪ଟି ଘର ଯଥା,!-->!-->!-->…