Sign in
Sign in
Recover your password.
A password will be e-mailed to you.
ବେକରେ ଦଉଡ଼ି ଲଗାଇ ଜୀବନ ହାରିଲେ ଶିକ୍ଷୟିତ୍ରୀ, କାରଣ ଅସ୍ପଷ୍ଟ
ରାୟଗଡ଼ା: ସ୍ବାମୀ ଘରେ ନଥିବା ବେଳେ ଶିକ୍ଷୟିତ୍ରୀ ସ୍ତ୍ରୀ ଘର ଭିତରେ ବେକରେ ଦଉଡ଼ି ଲଗାଇ ଜୀବନ ହାରିଛନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ର ଅଞ୍ଚଳରେ ଶିକ୍ଷୟିତ୍ରୀ ଜୀବନ ହାରିଛନ୍ତି। ମୃତ ଶିକ୍ଷୟିତ୍ରୀ ହେଲେ ଅତସୀ ତ୍ରିପାଠୀ।ପ୍ରାପ୍ତ ସୂଚନା ଅନୁସାରେ ମୁନିଗୁଡା ବ୍ଲକ ଭୈରବଗଡ଼ ଉର୍ଣ୍ଣିତ!-->…
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମସ୍ତ ସାତଟି ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ
ଭୁବନେଶ୍ୱର,୧।୬: ଭାରତୀୟ ରେଳବାଇର ଏକ ପ୍ରମୁଖ ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି। ନୟାଗଡ଼ ଜିଲାର ବୁଗୁଡ଼ା ଓ ଦାଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T2 ର ଅନ୍ତିମ ବ୍ରେକଥ୍ରୁ ମେ ୩୦, ୨୦୨୫ରେ ସଫଳତାର ସହ!-->…
କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଦେଲେ ବଡ ନିର୍ଦ୍ଦେଶ
ଭୁବନେଶ୍ୱର,୧।୬: ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।!-->…
ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି: ସପ୍ତଗିରି
ଲକ୍ଷ୍ମୀପୁର: ରାଜ୍ୟରେ ବେଆଇନ ମଦ କାରବାର ଚାଲିଛି। ବେଆଇନ ମଦ କାରବାରକୁ ବିଜେପି ନେତା ପ୍ରଶୟ ଦେଉଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ପୁଲିସ ଓ ଅବକାରୀ ବିଭାଗର ଜାଣତରେ ଲକ୍ଷ୍ମୀପରୁରେ ବେଆଇନ ମଦ କାରବାର ହେଉଛି। ଏହାର ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ସମର୍ଥନ କରୁଛନ୍ତି।!-->…
ବିଧାୟକଙ୍କ ଜିଦ୍ ପରେ ନଇଁଲା ପ୍ରଶାସନ: ଜୁନ୍ ୬ରେ ତ୍ରିପାକ୍ଷିକ ଆଲୋଚନା, ନିଷ୍ପତ୍ତି ଯାଏଁ କୋଇଲା ପରିବହନ ବନ୍ଦ
ସୁନ୍ଦରଗଡ଼: ‘ଅଟକ ନୁହେଁ, ଆମକୁ ଗିରଫ କରି ଜେଲ୍ ପଠାଅ । ନଚେତ କୋର୍ଟ ଆଦେଶ ଆସିବା ଯାଏଁ ରେଳ ସାଇଡିଂରେ କୋଇଲା ପରିବହନ ବନ୍ଦ କର’। ଶୁକ୍ରବାର ବରପାଲି ଆନ୍ଦୋଳନସ୍ଥଳରୁ ୭୦ ଜଣ ଗ୍ରାମବାସୀଙ୍କ ସହ ତାଙ୍କୁ ପୁଲିସ ଉଠାଇ ଆଣିବା ପରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଏହି ଜିଦ୍!-->…
ପଞ୍ଚାୟତ ଅର୍ଥ ଆତ୍ମସାତ ଘଟଣାରେ ପିଇଓ, ଜିଆରଏସ ନିଲମ୍ବିତ
ବାଲିଗୁଡ଼ା, (୦୧/୦୬) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଫଲ୍ସ ବିଲ ପାଣ୍ଠି, ଚତୁର୍ଦଶ ଅର୍ଥକମିଶନ ପାଣ୍ଠି, ପଞ୍ଚଦଶ ଅର୍ଥ କମିଶନ ପାଣ୍ଠି ଆତ୍ମସାତ ଘଟଣା ରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଛାଟ ବାଜିଛି |!-->…
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ମାସ ହେବ ୧୬ କ୍ୟାବିନରୁ ୭ ଏସି ଅଚଳ…
ଦୈନିକ ୬ ଶହ ଟଙ୍କା ସ୍ଵତନ୍ତ୍ର କେବିନ, ଏସି ଦ୍ଵିତୀୟ ପ୍ରାୟରିଟି, ଚିକିତ୍ସା ପ୍ରଥମ ପ୍ରାୟରିଟି: ମ୍ୟାନେଜର ଲକ୍ଷ୍ମୀପ୍ରିୟା
ଏ ସି ଅଚଳ ରହିଥିବା କ୍ୟାବିନ ପାଇଁ ଯଦି ଡିସକାଉଣ୍ଟ ଚାହିଁବେ ମ୍ୟାନେଜର ମହାଶୟାଙ୍କ ସହଯୋଗରେ ସି ଡି ଏମ ଓ ଙ୍କ ସହ ଆଲୋଚନା ପରେ ପାଇବେ ଡିସକାଉଣ୍ଟ !!-->!-->!-->!-->!-->…
ସୀମାନ୍ତ ରେ ୩ ମାଓବାଦୀ ଗିରଫ
ମାଲକାନଗିରି, ୧।୬ : ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅଞ୍ଚଳରୁ ୩ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରୁ ଦୁଇ ଜଣ ନକ୍ସଲ ପନ୍ଥିଙ୍କ ଉପରେ 8 ଲକ୍ଷ ଏବଂ ଜଣେ ନକ୍ସଲ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ!-->…
ରବି ଧାନକିଣିବା ପାଇଁ ମଣ୍ଡି ଉଦଘାଟନ: ଜୁନ ୩୦ ପର୍ଯ୍ୟନ୍ତ ଧାନ କିଣାଯିବ
ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ବାଲିଗୁଡା ବ୍ଲକ ର ଲଣ୍ଡାଗାଁ ଠାରେ ଖରିଫ ଋତୁ ୨୦୨୪-୨୫ ଧାନ କିଣିବା ପାଇଁ ମଣ୍ଡି ମଞ୍ଜୁର ହୋଇଛି । ଜିଲ୍ଲା ସମବାୟ ସମୂହ ନିବନ୍ଧକ ଙ୍କ ଜରିଆରେ ରବି ଧାନ କିଣିବା ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା!-->…
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ବାଲୁକା ଶିଳ୍ପୀରେ ଖୋଦିତ ମା’ ପାଟଖଣ୍ଡା ଙ୍କ ପ୍ରତିଛବିରେ ଭକ୍ତ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ୨୭ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୦ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା!-->…