Sign in
Sign in
Recover your password.
A password will be e-mailed to you.
ଅପରେସନ ସିନ୍ଦୂର; ସାମରିକ ତ୍ରୁଟିକୁ ସ୍ବୀକାର କଲେ ସିଡିଏସ୍
ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମେ’ ୭ରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଆକ୍ରମଣରେ ପାକିସ୍ତାରେ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନର ୯ ଆଡ୍ଡାସ୍ଥଳ ଧ୍ବଂସ କରାଯାଇଥିବାବେଳେ ୧୧ ବାୟୁସେନା!-->…
ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୨ ମୃତ
ଗୁଆହାଟୀ: ଉତ୍ତର-ପୂର୍ବ ଭାରତରେ ବର୍ଷା ବିତ୍ପାତ ଯୋଗୁ ୩୨ ଜଣଙ୍କ ଜୀବନ ଗଲାଣି। ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମିଜୋରାମ ଓ ମେଘାଳୟ ଭଳି ଏକାଧିକ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥତି ଅସମ୍ଭାଳ ହୋଇପଡିଛି। ଏଥିରେ ୧୨ ହଜାରରୁ ଅଧିକ ପ୍ରଭାବିତ ହୋଇଛନ୍ତି।!-->…
୩ ବର୍ଷ ମଧ୍ୟରେ ରୁଷ୍ର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ: ୧୨ ୟୁକ୍ରେନ ସୈନିକ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ
କିଭ୍: ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି ପରେ ପରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରାଯାଇଥିବା କୁହାଯାଇଛି |ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ରୁଷ୍ ବୋଲି!-->…
ପାକ୍ ପ୍ରଧାନମନ୍ତ୍ରୀଙ୍କ ସିନ୍ଧୁ ଜଳ ସନ୍ଧି ସମ୍ପର୍କିତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କଲା ଭାରତ
ନୂଆଦିଲ୍ଲୀ,୧।୬: ଭାରତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) ସମ୍ପର୍କିତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛି। ଭାରତର ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ ପାକିସ୍ତାନ ନିଜେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ!-->…
ମେ ୨୦୨୫ ରେ GST ସଂଗ୍ରହ ୧୬.୪% ବୃଦ୍ଧି
ନୂଆଦିଲ୍ଲୀ,୧ା୬: ଭାରତର ଅର୍ଥନୀତି ମେ ୨୦୨୫ ମାସରେ ଏକ ଶକ୍ତିଶାଳୀ ପ୍ରଦର୍ଶନ ଦେଖାଇଛି, ଯେଉଁଥିରେ ସାମଗ୍ରୀ ଓ ସେବା କର (GST) ସଂଗ୍ରହ ୧୬.୪% ବୃଦ୍ଧି ପାଇ ରୁ. ୨.୦୧ ଲକ୍ଷ କୋଟିରେ ପହଞ୍ଚିଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହା ମେ ୨୦୨୪ ରେ ସଂଗୃହୀତ!-->…
ଭାରତ ବର୍ଡରକୁ ଯାଆନ୍ତୁନି…ଚେତାବନୀ ଦେଲା ଚାଇନା
ବେଜିଂ,୧।୬: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ଚାଇନା ତାର ନାଗରିକମାନଙ୍କ ପ୍ରତି ଏକ ବଡ଼ ସତର୍କତା ଜାରି କରିଛି। ନେପାଳରେ ଥିବା ଚୀନ ଦୂତାବାସ ଚୀନ ନାଗରିକମାନଙ୍କୁ ଭାରତ-ନେପାଳ ସୀମା ନିକଟକୁ ଯିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି, କାରଣ!-->…
ଗାଜା ଉପରେ ଇସ୍ରାଏଲର ପୁଣି ଆକ୍ରମଣ: ୪୦ ମୃତ, ଶତାଧିକ ଆହତ ସୂଚନା
ନୂଆଦିଲ୍ଲୀ: ପୁଣି ଆକ୍ରମଣରେ ଥରିଲା ଗାଜା । ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ପାଲେଷ୍ଟାଇନର ଔଷଧ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଆହତ ହୋଇଥିବା ଖବର ରହିଛି । ଗୁରୁତର ଆହତ!-->…
ଉତ୍ତର-ପୂର୍ବ ଭାରତରେ ଜଳ ପ୍ରଳୟ : ଅଧିକ ପ୍ରଭାବିତ ସିକ୍କିମ
ନୂଆଦିଲ୍ଲୀ: ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ବିଭିନ୍ନ ସ୍ଥାନରେ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାରେ ପାଣି, ଘରେ ପାଣି, ବାହାରେ ପାଣି । ଜଳ ପାଇଁ ଜୀବନ ଜଳବନ୍ଦୀ ହୋଇଛି । କେଉଁଠି ଭୂସ୍ଖଳନରେ ଗାଡିରେ ଯାଉଥିବା ଯାତ୍ରୀଙ୍କ ମୃତ୍ୟୁ ହେଲାଣି ତ କେଉଁ ଏନଏଚ ଉପରେ ପାଣି!-->…
ରୁଷ ବିମାନଘାଟି ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୪୦ ବିମାନ ନଷ୍ଟ
କିବ୍ : ରବିବାର ଦିନ ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି କରିଛି। କୁହାଯାଉଛି ଯେ ୟୁକ୍ରେନ ସେନା ରୁଷୀୟ ବାୟୁସେନାକୁ ଟାର୍ଗେଟ କରିଛି। କିଭ୍ ଇଣ୍ଡିପେଣ୍ଡେଣ୍ଟ ଏକ ସୂତ୍ରକୁ ଉଦ୍ଧାର କରି ଲେଖିଛନ୍ତି ଯେ ଏହି ଆକ୍ରମଣରେ ୪୦ ରୁ ଅଧିକ ରୁଷୀୟ ବୋମା!-->…
ନୟାଗଡ :ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା…
ନୟାଗଡ଼: ଚିକିତ୍ସା ଅବହେଳାରୁ ପ୍ରସବ କରି ନପାରି ଗର୍ଭବତୀ ମହିଳା ଏବଂ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଛି । ପୋଲିସ ମେଡିକାଲ ପରିସରରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ସହ ତଦନ୍ତ ଆରମ୍ଭ କରିଛି ଟାଉନ!-->!-->!-->…