Sign in
Sign in
Recover your password.
A password will be e-mailed to you.
ଗତ ୨୪ଘଣ୍ଟା ମଧ୍ୟରେ ୬୮୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ମଇ ୩୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜାରି କରିଥିବା ଆକଳନ ଅନୁଯାୟୀ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୯୫ରେ ପହଞ୍ଚି ଯାଇଛି।
୨୪ଘଣ୍ଟା ମଧ୍ୟରେ ୬୮୫ଜଣ ନୂଆ କରୋନା!-->!-->!-->…
କ୍ରୁଟର ବଡ଼ ନିଷ୍ପତ୍ତି: ଏଣିକି ୫ ବର୍ଷ ଅଭିଜ୍ଞତା ନଥିଲେ ଆମ ବସ୍ ଡ୍ରାଇଭିଂ ମନା
ଭୁବନେଶ୍ୱର: ଗତ କିଛି ଦିନ ହେବ ଆମ ବସ୍ ଦ୍ୱାରା ଅନେକ ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଆସୁଥିଲା। ଫଳରେ ଆମ ବସ୍ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ। ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫!-->…
ଇରାନ ପରମାଣୁ ବୋମା ତିଆରି କରିବାକୁ ଯାଉଛି : ଆଇଏଇଏ
ତେହେରାନ : ଇରାନରୁ ଆସୁଥିବା ରିପୋର୍ଟ ସାରା ବିଶ୍ୱର ଉତ୍ତେଜନାକୁ ପୁଣି ଥରେ ବୃଦ୍ଧି କରିଛି। ଜାତିସଂଘର ପରମାଣୁ ସୁରକ୍ଷା ସଂସ୍ଥା ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ)ର ଏକ ଗୁପ୍ତ ରିପୋର୍ଟ ଅନୁଯାୟୀ, ତେହେରାନ ଅସ୍ତ୍ର-ଗ୍ରେଡ୍ ୟୁରାନିୟମର ଷ୍ଟକ୍ ଆହୁରି ବୃଦ୍ଧି କରିଛି, ଅର୍ଥାତ୍ ପରମାଣୁ!-->…
ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି, ଭୟଭୀତ ନ ହେବାକୁ କହିଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ୱର : ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି । ଗତକାଲି ରାଜ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୫ ରହିଥିଲା । ଏବେ ଆଉ ଦୁଇ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ ଛୁଇଁଛି । ଏହା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ!-->…
ବିଳମ୍ବରେ ଅଫିସ ଆସିବାରୁ ୧୫ ଜଣଙ୍କ ଦରମା ବନ୍ଦ କଲେ କଟକ ଉନ୍ନୟନ କର୍ତ୍ତୃପକ୍ଷ
କଟକ: ସରକାରୀ କର୍ମଚାରୀଙ୍କୁ ତାଗିଦ୍ କଲେ କଟକ ଉନ୍ନୟନ କର୍ତ୍ତୃପକ୍ଷ। ଏଣିକି ଅଫିସରେ ଡେରିରେ ପହଞ୍ଚିଲେ ହୋଇ ପାରେ ଦରମା ବନ୍ଦ। ବିଳମ୍ବରେ ଅଫିସ ଆସୁଥିବା ସିଡିଏର ୧୫ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଶ୍ଵେତ କୁମାର ଦାଶ।
!-->!-->!-->…
ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ,ସିନ୍ଧୁ ଜଳ ଚୁକ୍ତି ପାକିସ୍ତାନ ପାଇଁ ଲକ୍ଷ୍ମଣରେଖା: ପୁଣି ବିଷ ଓଗାଳିଲେ ମୁନିର
ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ପୁଣି ଥରେ ଭାରତ ବିରୋଧରେ କଠୋର କଥା କହିଛନ୍ତି। ସେ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତି ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ମଣରେଖା ସଦୃଶ, ଯାହାକୁ ସେ କେବେ ବି ଭାଙ୍ଗିବାକୁ କିମ୍ବା ପରିବର୍ତ୍ତନ କରିବାକୁ!-->…
ଓପିଏସସିଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା, ଓପିଏସସିରେ ଅଛନ୍ତି କିଛି ଅହଂକାରୀ ବ୍ୟକ୍ତି
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ-ଓପିଏସସିଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ଓପିଏସସିରେ ଅଛନ୍ତି କିଛି ଅହଂକାରୀ ବ୍ୟକ୍ତି । କମିଶନ ଖୁବ ଜିଦଖୋର । ନିଜକୁ ବହୁତ ବଡ଼ ଭାବୁଛନ୍ତି । ଏଥିପାଇଁ ଭୁଲ କଲେ ବି କମିଶନ ସ୍ବୀକାର କରୁନାହାନ୍ତି । ଓଜେଏସ ମୂଲ୍ୟାୟନ!-->…
ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ଚଳିତ ବର୍ଷ ସଅଳ ଆସିଲା ମୌସୁମୀ। ସେହିପରି ଲଘୁଚାପ ଯୋଗୁଁ ଅଦିନିଆ ବର୍ଷା ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ହୋଇପାରେ ଚାଷୀଙ୍କ ବଡ଼ କ୍ଷତି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ମନ୍ତ୍ରୀ ଏକ ବଡ଼ ସୂଚନା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଦିନିଆ ବର୍ଷାରେ ଯଦି କୌଣସି ଚାଷୀଙ୍କ!-->…
ବିଏଲଏ ଦଖଲରେ ପାକିସ୍ତାନର ସୁରାବ ସହର
ଇସଲାମାବାଦ: ପାକିସ୍ତାନରେ ବଲୋଚ ମୁକ୍ତି ବାହିନୀ (ବିଏଲଏ)କୁ ଆଉ ଏକ ସଫଳତା ମିଳିଛି । ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର ସୁରାବ ସହରକୁ ବିଏଲଏ କବଜା କରି ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ହତ୍ୟା କରିଛି। ମୃତ ସରକାରୀ କର୍ମଚାରୀ ହେଉଛନ୍ତି ଅତିରିକ୍ତ ଉପାୟୁକ୍ତ (ରାଜସ୍ବ) ହିଦାୟତ ବୁଲେଦୀ!-->…
ଓଡିଶା ବିଧାନସଭା ୫ମ ଷ୍ଟାଣ୍ଡିଂ କମିଟିର ଗଞ୍ଜାମ ଜିଲ୍ଲା ଗସ୍ତ
ଛତ୍ରପୁର : ଓଡିଶା ବିଧାନ ସଭା ୫ମ ଷ୍ଟାଣ୍ଡିଂ କମିଟି ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରି ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ୍ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି କେତେକ!-->…