ଚାକିରୀ ଶେଷଦିନ ହେଲା ଜୀବନର ଶେଷଦିନ : ବିଦାୟକାଳୀନ ସମ୍ବର୍ଦ୍ଧନା ଦିନରେ ଚାଲିଗଲା ଜୀବନ

ମାଲକାନଗିରି : କଥାରେ ଅଛି ମଣିଷ ଜୀବନ ପାଣିର ଫଟକା, ଯାହାକି ଶାସ୍ତ୍ର ରେ ଲେଖାଥିବାର ଲୋକେ କହନ୍ତି କି ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଓଟାରି ତେଣିକି ଯାଇ l ମଣିଷ ଜନ୍ମ ତ ମୃତ୍ୟୁ ସୁନିଶ୍ଚିତ ଯାହାକି ଆଶ୍ଚର୍ଯ୍ୟ କର ଚାକିରୀ ଶେଷ ତ ଜୀବନ ଶେଷ ଫେରୁଆଲ ରହିଲା ଚିରସ୍ମରଣୀୟ l ଏହା

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ହାଟପଦାସାହି ପରିକ୍ରମା, ମହିରାବଣ ବଧ ଓ ତରଣୀସେନ ବଧ ମଞ୍ଚସ୍ଥ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୨୫ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୮ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା

ବ୍ଲକ ସମିତି ବୈଠକ ବର୍ଜନ ସହ ପ୍ରଶାସନ ବିରୋଧରେ ଗର୍ଜିଲେ ସରପଞ୍ଚ ଓ ସମିତି ମେମ୍ବର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ବ୍ଲକର ଆଠଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଣିବାର ଦୁଇ ମାସ ବିତିବାକୁ ବସିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷ୍ୟରୁ ଅନାସ୍ଥା ଭୋଟ ଗ୍ରହଣ ପାଇଁ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ

ବ୍ଲକ ସମିତି ବୈଠକ ବର୍ଜନ ସହ ପ୍ରଶାସନ ବିରୋଧରେ ଗର୍ଜିଲେ ସରପଞ୍ଚ ଓ ସମିତି ମେମ୍ବର

ମାଲକାନଗିରି : ଜିଲ୍ଲା ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ବ୍ଲକର ଆଠଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଣିବାର ଦୁଇ ମାସ ବିତିବାକୁ ବସିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷ୍ୟରୁ ଅନାସ୍ଥା ଭୋଟ ଗ୍ରହଣ ପାଇଁ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି

ବଜ୍ରାଘାତରେ ଜଣେ ମୃତ ତିନି ଆହତ

ଚିକିଟୀ : ଏହି ବ୍ଲକ ଚାନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାତରଡ଼ାପଲ୍ଲୀ ଗ୍ରାମ ନିକଟ ପାହାଡ଼ ପାଦଦେଶରେ ଶୁକ୍ରବାର ଅପରାହ୍ନରେ ଛେଳି ଚରାଉଥିବା ସମୟରେ ଚାରିଜଣ ବ୍ୟକ୍ତି ବଜ୍ରାଘାତର ଆକ୍ରାନ୍ତ ହୋଇଥିଲେ। ବାତରଡ଼ାପଲ୍ଲୀ ନିକଟ ହରିପୁର ଗ୍ରାମର ପ୍ରାୟ ୫୫ ବର୍ଷ ବୟସ୍କ ଶିବ ପାଇକ ମୃତ

ମାଓବାଦୀ ଙ୍କ ପ୍ରେସର ଆଇଡି ବିସ୍ଫୋରଣ ରେ ୩ ନିରୀହ ଗ୍ରାମବାସୀ ଆହତ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମାଓବାଦୀଙ୍କ କାପୁରୁଷତା ଏବଂ ଅମାନବୀୟ ଘଟଣାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଆଜି ସକାଳେ ଏକ ପ୍ରେସର ଆଇଇଡି ବିସ୍ଫୋରଣରେ ତିନି ଜଣ ନିରୀହ ଗ୍ରାମବାସୀ ଗୁରୁତର

ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ଶୁଭମଙ୍କ ସ୍ତ୍ରୀଙ୍କୁ ଭେଟିଲେ ମୋଦୀ

କାନପୁର: ଉତ୍ତରପ୍ରଦେଶର କାନପୁରର ବ୍ୟବସାୟୀ ଶୁଭମ୍ ଦ୍ବିବେଦୀ ନିକଟରେ ପରିବାର ସହ ଜମ୍ମୁ-କାଶ୍ମୀର ପହଲଗାମକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ସେଠାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି କରିବା ଆରମ୍ଭ କରି ଦେଇଥିଲେ। ଆତଙ୍କବାଦୀଙ୍କ ପ୍ରଥମ

ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ, ବିପୁଳ ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୪ ମାର୍କେଟ ଅଞ୍ଚଳରେ ଓଡ଼ିଶା ପୁଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦ୍ୱାରା ମିଳିତ ଚଢ଼ାଉ କରାଯାଇ ଏକ ବଡ଼ ଧରଣର ଗଞ୍ଜେଇ ବ୍ୟବସାୟ ରାକେଟର ପର୍ଦାଫାଶ କରାଯାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି, ଯାହାକୁ ଗୁଣ୍ଡ

ଗୋରୁ ବୋଝେଇ ଗାଡ଼ି ଜବତ, ୪ ଗୋରୁ ଉଦ୍ଧାର- ଜଣେ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗାଇ ଗୋରୁ ଚାଲାଣ କରାଯାଉଥିବା ବେଳେ ଶୁକ୍ରବାର ଭୋର ସମୟରେ ସ୍ଥାନୀୟ ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜେଏମଏଫସି ନ୍ୟାୟାଳୟ ନିକଟରୁ ଏକ ଗୋରୁ ବୋଝେଇ ଟାଟା ଏସିଇ(ଓଡ଼ି୦୭ ଜି ୬୩୩୪)କୁ ହିଞ୍ଜିଳି ପୁଲିସ ଜବତ କରିଛି ।

ଯାତ୍ରୀବାହୀ ବସ ଯୋଗେ କାଠ,ବାଉଁଶ ପରିବହନ : ବନ ବିଭାଗ ନିଦାବିଷ୍ଣୁ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁରେ ଅବସ୍ଥାପିତ ଅଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ଦୀର୍ଘ ବର୍ଷ ଧରି ବିଭାଗଟି ଏଠାରେ କାର୍ଯ୍ୟକ୍ଷମ ଥିଲେ ମଧ୍ଯ ଏଠାରେ ନିଯୁକ୍ତି ହୋଇଥିବା ବନପାଳଙ୍କ ଅନିୟମିତ ଅନୁପସ୍ଥିତି ଯୋଗୁଁ ଜଙ୍ଗଲ ଜାତ ଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ଭାବେ