କଟକରେ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ

କଟକ: ପୁଣି ଫେରିଛି କୋରୋନା ଡର । କୋରୋନାର ନୂଆ ଭାଇରସ୍ ଭାରତରେ ତାର କାୟା ମେଲାଇଛି । ଏହା ଭିତରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରଥମେ କୋରୋନାର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଜି କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ସଂକ୍ରମିତ ଆକ୍ରନ୍ତ ଜଣକ ୪୫

ଅପରେସନ ସିନ୍ଦୂର ଶେଷ ହୋଇନାହିଁ ; ସେନା ଆତଙ୍କବାଦୀ ବିରୋଧରେ ଲଢ଼େଇକୁ ତିନିଟି ସୂତ୍ରରେ ବାଣ୍ଟିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାନପୁରଗସ୍ତରେ ଅଛନ୍ତି। ଶୁକ୍ରବାର ମୋଦୀ ସେଠାରେ ୪୭,୬୦୦କୋଟିର ୧୭ଟି ପରିଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ ରେଳବ୍ରିଜ, ଅଗ୍ନିଶମ କେନ୍ଦ୍ର ଓ ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ପରିଯୋଜନା ଅନ୍ତର୍ଭୁକ୍ତ ରହିଛି।

ଉଦ୍ଧାର ହେଲା ୪ ଟନ ବିସ୍ଫୋରକ ସାମଗ୍ରୀ, ସୁରକ୍ଷା ବାହିନୀ-ମାଓବାଦୀଙ୍କ ଗୁଳିବିନିମୟ ଜାରି…

ସୁନ୍ଦରଗଡ଼ //ବଣାଇ : ଉଦ୍ଧାର ହୋଇଛି ଲୁଟ ହୋଇଥିବା ୪ ଟନ ବିସ୍ଫୋରକ ସାମଗ୍ରୀ । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥରଖଣିକୁ ପହଞ୍ଚିବା ପୂର୍ବରୁ ଗତ ୨୭ ତାରିଖ ଦିନ ଲୁଟ୍‌ ହୋଇଥିଲା ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ । ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ

ସିକ୍କିମରେ ସଡ଼କ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ, ପଠାଇଲେ ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଉତ୍ତର ସିକ୍କିମର ମନ୍‌ଗାଁ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ଶ୍ରୀ ମାଝୀ ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂହ ତମାଙ୍ଗଙ୍କ ସହିତ କଥା ହୋଇଛନ୍ତି। ନିଖୋଜ ଓଡ଼ିଆ ଲୋକଙ୍କର ସ୍ଥିତି କ’ଣ ରହିଛି ଓ ସେମାନଙ୍କୁ

୨୦୨୪-୨୫ରେ ଧୀମା ହେଲା ଅର୍ଥନୈତିକ ଅଭିବୃଦ୍ଧି

ନୂଆଦିଲ୍ଲୀ: ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ ଏହାକୁ ସବୁଠାରୁ ଧୀମା ଜିଡିପି ଅଭିବୃଦ୍ଧି ହାର । ତେବେ

ଯାତ୍ରା ମାଲିକଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ, ଅଭିଯୋଗକୁ ଖଣ୍ଡନ କଲେ ଯାତ୍ରା ମାଲିକ

ଭୁବନେଶ୍ୱର/ ଯାଜପୁର : ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ । ତୁଳସୀ ଗଣନାଥ୍ୟର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଛନ୍ତି ସାଂଘାତିକ ଅଭିଯୋଗ । ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ତାଙ୍କ ସହ ଶାରୀରିକ

ଭିଜିଲାନ୍ସ ଜାଲରେ ଆରଡି ବିଭାଗର ମୁଖ୍ୟଯନ୍ତ୍ରୀ: ୨କୋଟିରୁ ଅଧିକ ଟଙ୍କା ଜବତ…

ଭୁବନେଶ୍ୱର :କାଲି ନେଇଥାନ୍ତେ ଅବସର। ତା’ର୍ପୂବରୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ।ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଗଲା ହୋସ। ଜଳକା ହୋଇ ରହିଗଲେ ଭିଜିଲାନ୍ସ ଅଧିକାରୀ। ବାବୁଙ୍କ ଘରେ ଟଙ୍କା ଗଣି ଗଣି

ଭାରତ, ରୁଷ ଓ ଚୀନ ଏକାଠି ହେବାର ସମୟ ଆସିଛି : ଲାଭରୋଭ୍

ମସ୍କୋ : ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ ଏକ ବଡ଼ ବୟାନ ଦେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରୁଷ, ଭାରତ ଓ ଚୀନ (ଆରଆଇସି)ର ଶକ୍ତିକୁ ସକ୍ରିୟ କରିବା ସମୟ ଆସିଯାଇଛି । ଆମେରିକାରେ କ୍ଷମତାକୁ ଆସିବା ପରେ ଟ୍ରମ୍ପଙ୍କ ବେପରୁଆ ନିଷ୍ପତ୍ତି ବିଶ୍ୱ

ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ଘରୋଇ ହସ୍ପିଟାଲରେ ନର୍ସ ଭାବେ କରୁଥିଲେ କାମ

କଟକ : କଟକ ଯୋବ୍ରା ସ୍ଥିତ ଏକ ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ । ଯୁବତୀଙ୍କ ବୟସ ୨୫ ବର୍ଷ । ତାଙ୍କ ଘର ବାଲେଶ୍ଵରରେ ବୋଲି ଜଣାପଡିଛି । ସେ କଟକର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଆଜି ସକାଳେ ବାଥରୁମକୁ ଯାଇଥିଲେ । ବାଥରୁମ ଭିତରେ ବେକରେ ଗାମୁଛା ଲଗାଇ

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ଵର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ ପ୍ରସନ୍ନ।