Sign in
Sign in
Recover your password.
A password will be e-mailed to you.
ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା : ୩ ଦୋଷୀଙ୍କୁ ଆଜୀବନ ଜେଲ୍
କୋଟଦ୍ୱାର: ପ୍ରାୟ ଦୁଇ ବର୍ଷ ପରେ ଦେଶର ଏକ ସବୁଠାରୁ ଚର୍ଚ୍ଚିତ ହତ୍ୟାକାଣ୍ଡ- ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଆଜି କୋର୍ଟଙ୍କ ରାୟ ଆସିଛି। କୋଟଦ୍ୱାରର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ମାମଲାର ଶୁଣାଣି କରି ଆଜି ଅର୍ଥାତ୍ ୩୦ ମଇରେ ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାରେ ତିନି!-->…
ଚାଲିଛି ରଥ ନିର୍ମାଣ କାମ, ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ
ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାକିଛି ତିନି ରଥ ନିର୍ମାଣ କାମ । ତିନି ରଥର ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ । ଏହାସହିତ ରଥର ପାଞ୍ଚ ଦଣ୍ଡା ଚଉପଟ ହୋଇ ଉଭୟ ପଟରେ ମୁହାଁଟି ସଂଯୋଗ ହୋଇ ପ୍ରସ୍ତୁତ!-->…
ସ୍ୱଧିନତା ର ୭୬ ବର୍ଷ ପରେ ବି ଅବହେଳିତ ଉମରକୋଟ ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତ…
ଶୁଣିବା ହେଉ ହେ ସରକାର...!
ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ଘନ ଗଣ୍ଡ
ଉମରକୋଟ : ୧୯୮୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ସରକାରଙ୍କ ବିକଳାଙ୍ଗ ଭତ୍ତା ଯୋଜନାକୁ ସମିଶ୍ରଣ କରି ଜାନୁଆରୀ ୨୦୦୮ ମସିହାରୁ ଏହି ଯୋଜନା ଓଡ଼ିଶା ରାଜ୍ୟର କୋଣ ଅନୁକୋଣକୁ କାର୍ଯ୍ୟକାରୀ ହେଇ ଆସୁଛି।ଏହି ପରି ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ହେବାର ଗୋଟିଏ ଦୁଃଖପୁର୍ଣ ଘଟଣା!-->…
ଆସିକାରେ ବିଭିନ୍ନ ପଞ୍ଚାୟତରେ ଠାକୁରଙ୍କ ନାଁ ନେଇ ଶପଥ ଚାଲିଛି.!
ଏବେ ଆସିକା ରାଜନୀତି ବର୍ଷା ଯୁଆଡେ ଛତା ସିଆଡେ...ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉତ୍ତୋରାଧିକାରୀ ଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି। ବିଭିନ୍ନ ପଞ୍ଚାୟତକୁ ଯାଇ ଆଗାମୀ ପୀଢ଼ି ପାଇଁ ଉତ୍ତୋରାଧିକାରୀଙ୍କ ସାଙ୍ଗରେ ସବୁଦିନ ରହିବା ସକାଶେ!-->…
ମୁନିଶିପେଣ୍ଠ ଆୟୁଷମାନ ଆରୋଗ୍ୟ ଶିବିରରେ ଛତ୍ରପୁର ବିଧାୟକ
ଛତ୍ରପୁର : ଆଜି ମୁନିଶିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟ ରେ ଡ଼ା ସ୍ଵାଧୀନ ରଥ ଙ୍କ ଅଧ୍ୟକ୍ଷତା ରେ ପାଳିତ ହେଲା ଆରୋଗ୍ୟ ଶିବିର। ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଶିବିର ର ଶୁଭାରମ୍ଭ କଲେ । କଟକ ଏସ୍ ସି ବି ମେଡିକାଲ ର!-->…
ଦେଶୀ ମଦ ବ୍ୟବସାୟକୁ ନେଇ ପ୍ରତିଦ୍ବନ୍ଦିତା ! ମୁଣ୍ଡ ଗଡ଼ିବା ଆଭାସ..!
ପ୍ରତିଦ୍ବନ୍ଦିତା ଯୋଗୁଁ ଅପମିଶ୍ର ମଦ ପ୍ରସ୍ତୁତ ଜୋର ଦାର ଚାଲିଛି….!
ଆଉ ଗୋଟେ ମଦ ମୃତ୍ୟୁ କୁ ଅପେକ୍ଷା କରିଛି ପ୍ରଶାସନ ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦେଶୀ ମଦ ପ୍ରସ୍ତୁତିରେ କେବଳ ମହୁଲ ନାଁ ରେ ସରକାରୀ ଦେଶୀ ଭାଟି ରହିଛି। ଅବକାରୀ ବିଭାଗ ର ସିଂହ ଭାଗ ଥାଇ ଆସିକା, ଶେରଗଡ଼,!-->!-->!-->…
ଭୁବନେଶ୍ବରରେ ମଧ୍ୟବିତ୍ତ ବର୍ଗଙ୍କୁ ସୁଲଭ ଦରରେ ଘର ଯୋଗାଇବେ ସରକାର
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି, ଯେଉଁଠାରେ ୧୫ ଲକ୍ଷରୁ ୫୦ ଲକ୍ଷ ମୂଲ୍ୟ ମଧ୍ୟରେ ବାସସ୍ଥାନ ବିକଳ୍ପ ଉପଲବ୍ଧ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅନୁଯାୟୀ, ଆଗାମୀ ଯୋଜନା!-->…
ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ: ସାଧାରଣ ଦର୍ଶନ ୧ଘଣ୍ଟା ଯାଏଁ ବନ୍ଦ
ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ଅଘଟଣ ଘଟିଛି। ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ନିକଟରୁ ଦର୍ଶନ ଜାରି ଥିବା ବେଳେ ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଉଛି। ଏହି କାର୍ଯ୍ୟ ପାଇଁ ସାଧାରଣ ଦର୍ଶନ!-->…
୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଗଲେ ‘ଇଡି’ର ଉପନିର୍ଦ୍ଦେଶକ
ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଫାସରେ ପଡ଼ିଛନ୍ତି। ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ‘ଇଡି’ର ଉପନିର୍ଦ୍ଦେଶକ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅଧିକାରୀ ହେଲେ!-->…