Sign in
Sign in
Recover your password.
A password will be e-mailed to you.
ଋଣ ଶୁଝିବାକୁ ବ୍ୟାଙ୍କ ଧମକକୁ ନେଇ ଏସପିଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ…
ମାଲକାନଗିରି : ମାଲକାନଗିରି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ନିଜର ଋଣ ଜାଲରେ ପକାଉଛନ୍ତି । ମାଇକ୍ରୋ ଫାଇନାଶ ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଆଦିବାସୀଙ୍କ ସରଳତା ନେଇ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଚତୁରତାର ସହ ଲୋନ କରାଇ ଦେଉଛି । ପରବର୍ତ୍ତୀ ସମୟରେ ଗ୍ରୁପ ଲୋନ୍ ଠିକ୍ ସମୟରେ ପରିଶୋଧ!-->…
ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଠାବ….
ମାଲକାନଗିରି :ମାଲକାନଗିରି ଥାନା ଅନ୍ତର୍ଗତ ଏମ ପି ଭି - ୧୨ ନିକଟସ୍ଥ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଠାବ । ମୃତ ଯୁବକ ଏମ ପି ଭି ୧୭ ଗ୍ରାମର ଶଙ୍କର ଦାସ (୪୮)ଙ୍କ ପୁଅ ସମୀର ଦାସ (୨୨) ବୋଲି ଜଣାପଡ଼ିଛି । ମଙ୍ଗଳବାର ଦିନ ମନ୍ଦାପଲ୍ଲି ପଞ୍ଚାୟତକୁ ଚାଉଳ ଉଠାଇ ଫେରିବା ସମୟରେ ନିକଟସ୍ଥ!-->…
ଶିକାରୀ ଫାଶରେ ପଡିଥିବା ଭାଲୁକୁ ଉଧାର କଲା ବନବିଭାଗ…
ମାଲକାନଗିରି : ମାଲକାନଗିରି ବନଖଣ୍ଡର ମାଥ୍ଲି ବନାଞ୍ଚଳ ଅଧୀନ ବୁରୁଡିଗୁଡା ଆର ଏଲ ରେ ନିୟମିତ ପେଟ୍ରୋଲିଂ ସମୟରେ, ବିଭାଗୀୟ କର୍ମଚାରୀମାନେ ଦୁଇଟି ଭାଲୁ ଓ ଗୋଟିଏ ମା ଏବଂ ତାଙ୍କ ଛୁଆ - ଏକ ଫାଶରେ ଫସି ରହିଥିବା ଦେଖିଥିଲେ। ଯାହାକି ବେଆଇନ ଜଙ୍ଗଲୀ ପଶୁ ଶିକାର ପାଇଁ ଉଦ୍ଦେଶ୍ୟମୂଳକ!-->…
ବିଶ୍ୱ ସ୍ତନ୍ୟପାନ ସପ୍ତାହ -୨୦୨୫ ପାଳିତ
ମାଲକାନଗିରି : ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାଲକାନଗିରି ଠାରେ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇ ଯାଇଛି lଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଏମ .ଏମ .ଆଵିଦ ହୁସେନ ଯୋଗଦେଇ ସ୍ତନ୍ୟପାନ ର ଉପକାରିତା ଓ ଏହାର ଅଭାବରେ ମା ଓ ଶିଶୁ ମଧ୍ୟରେ!-->…
ଉତ୍ତରାଖଣ୍ଡରେ ୮-୧୦ ଯବାନ ନିଖୋଜ
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଆଜି ହୋଇଥିବା ବାଦଲଫଟା ବର୍ଷା ଘଟଣା ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଜଣେ ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ତଳ ହର୍ଷିଲ ଘାଟି ଅଞ୍ଚଳର ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏକ ବଡ଼!-->…
୩ ମାସରେ ୧୫ ଆତଙ୍କବାଦୀ ଶିବିର ତିଆରି କରିଛି ପାକିସ୍ତାନ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରର ୯୦ ଦିନ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୧୫ଟି ଆତଙ୍କାବାଦୀ ଶିବିର ତିଆରି ହୋଇଛି। ଏସବୁର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଇଛି ପାକିସ୍ତାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ତା ଆଇଏସଆଇ ଏଥିପାଇଁ ପ୍ରଚୁର ଅର୍ଥ ବିନିଯୋଗ କରିଥିବା ନେଇ!-->…
ନୌସେନା ଓ ବାୟୁ ସେନା ପାଇଁ ଆସିବ ବ୍ରହ୍ମୋସ୍ ମିସାଇଲ୍, ଅପରେସନ୍ ସିନ୍ଦୂର ପରେ ସେନା ଦେବ ବଡ଼ ଅର୍ଡର
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନର ବିଭିନ୍ନ ସୈନ୍ୟ ଠିକଣାକୁ ଭାରତ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଭାରତୀୟ ସେନା ଏବେ ଭାରତ-ରୁଷ ଦ୍ୱାରା ବିକଶିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ଏକ ବଡ଼ ଅର୍ଡର ଦେବାକୁ ଯାଉଛି । ଏଏନଆଇର ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ଉପକରଣ!-->…
୩ ବର୍ଷ ପୂର୍ବେ ଆମେରିକା ଚାହୁଁଥିଲା ରୁଷଠାରୁ ତେଲ କିଣୁ ଭାରତ ! ଏବେ ମିଛ ପ୍ରଚାର କରୁଛନ୍ତି ଟ୍ରମ୍ପ
ନୂଆଦିଲ୍ଲୀ: ରୁଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଟାରିଫ୍ ଲଗାଇବ ବୋଲି ଆମେରିକା ଧମକ ଦେଉଛି । ଟ୍ରମ୍ପ ଧମକକୁ ନୂଆଦିଲ୍ଲୀ ଜୋରଦାର ବିରୋଧ କରିବା ସହ ନିଜ ଅଭିମୁଖ୍ୟକୁ ସ୍ପଷ୍ଟ କରିଛି । ଭାରତ ନିଜ ହିତ ରକ୍ଷା ପାଇଁ ରୁଷର ବାଣିଜ୍ୟିକ ଅଂଶୀଦାର ହେବ ବୋଲି ଏକ ପ୍ରକାର ସୂଚାଇ ଦେଇଛି ।!-->…
ବନ୍ୟାରେ ୧୭ଟି ଜିଲା ପ୍ରଭାବିତ, ୧୬ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ମୌସୁମୀ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ-ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରର ମୁଙ୍ଗେର ବକ୍ସର, ପୂର୍ଣ୍ଣିୟା, ଭୋଜପୁର, ପାଟନା ସମେତ ଅନେକ ଜିଲାରେ ଶହଶହ ଗାଁ ବନ୍ୟା ପାଣିରେ ବୁଡି ଯାଇଛି । ବିହାରର ପୂର୍ଣ୍ଣିୟାରେ ୩୮ବର୍ଷ ପରେ ରେକର୍ଡ ଭାଙ୍ଗିଛି ବର୍ଷା ।!-->…
ଟ୍ରମ୍ପଙ୍କୁ ଜବାବ ଦେଲା ଭାରତୀୟ ସେନା
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କକୁ ନେଇ ଭାରତ ଏବଂ ଆମେରିକାର ସମ୍ପର୍କ ଖରାପ ହେବାରେ ଲାଗିଛି। ରୁଷଠାରୁ ତୈଳ କିଣିବା ବନ୍ଦ କରାଯିବ ନାହିଁ ବୋଲି ଭାରତ ରୋକଠୋକ ଶୁଣାଇବା ପରେ ଟ୍ରମ୍ପ ଅଧିକ ବିରକ୍ତ ହୋଇଯାଇଛି। ଏପରି କି ଭାରତ ଉପରେ ଅଧିକ ଶୁଳ୍କ ଲାଗୁ!-->…