Sign in
Sign in
Recover your password.
A password will be e-mailed to you.
ଭଦ୍ରକରେ ବନ୍ୟା ବିତ୍ପାତ, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା
ଭଦ୍ରକ: ବନ୍ୟା ଛନକା ଭିତରେ ବର୍ଷା ଭୟ। ଅଧା ଓଡିଶାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାରି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ବନ୍ୟା ବିତ୍ପାତ। ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୪ ପଞ୍ଚାୟତରେ ୨ ଦିନ!-->…
ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍ ମୁସା ନିପାତ
ଜମ୍ମୁ: ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ଆତଙ୍କବାଦୀ ହାସିମ୍ ମୁସା। ପହଲଗାଓଁ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍ ମୁସା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ!-->…
ଆଜି ପୁଣି ବଳଙ୍ଗା ପୀଡ଼ିତାଙ୍କ ଦିଲ୍ଲୀ ଏମସରେ ୩ୟ ଅସ୍ତ୍ରୋପଚାର !
ବଳଙ୍ଗା : ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର । ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ ।
ପୀଡ଼ିତାଙ୍କ ପରିବାର!-->!-->!-->…
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ୧୫ ଜିଲ୍ଲାକୁ ବର୍ଷା ଆଲର୍ଟ
ଭୁବନେଶ୍ୱର: ବନ୍ୟା ଛନକା ଭିତରେ ବର୍ଷା ଭୟ। ଆସନ୍ତା ୨ ଦିନ ଅଧା ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ କାଲି ପାଣିପାଗ ବିଭାଗର ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ। କାଲି ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି।!-->…
‘ଅପରେସନ ମହାଦେବ’: ୩ ଆତଙ୍କୀ ସଫା
ଜମ୍ମୁ: ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ ମହାଦେବ’ ନାଁ ଦିଆଯାଇଛି। ଏହି ଅପରେସନରେ ନିହତ!-->…
ଟିଟିଲାଗଡ଼ରେ ଅର୍ଥାଭାବରୁ ଶିଶୁ ବିକ୍ରି ଅଭିଯୋଗ, ବରଗଡ଼ରୁ ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ
ବଲାଙ୍ଗିର: ବିକ୍ରି ହୋଇଥିବା ଶିଶୁ ଉଦ୍ଧାର ହେଲା । ବଲାଙ୍ଗିର ଟିଟିଲାଗଡ଼ରେ ଅର୍ଥାଭାବରୁ ଶିଶୁ ବିକ୍ରି ଅଭିଯୋଗ ହୋଇଥିଲା । ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ଦମ୍ପତି ନିଜର ନବଜାତ କନ୍ୟା ସନ୍ତାନକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା ।
ମାତ୍ର ୨୦!-->!-->!-->…
ଗୋରେଖନାଥଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଚଢିଗଲା ବସ୍;୨ ମୃତ
ଜଗତସିଂହପୁର:ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ତେବେ ଗୋରେଖନାଥଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ନାଉଗାଁ ବ୍ଲକର ପାଳସାହିଠାରେ ଘଟିଛି ଦୁର୍ଘଟଣା । ୪ ଯୁବକ ବାଇକରେ ଫେରୁଥିବା ବେଳେ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କ ଘଟଣାସ୍ଥଳରେ, ଅନ୍ୟ ଜଣେ!-->…
ବ୍ରହ୍ମପୁର ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର…
ବ୍ରହ୍ମପୁର,୨୮/୭- ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଆଜି କାର୍ଯ୍ୟରେ ଯୋଗଦାନ କରି ପ୍ରଥମ ଜନ ଶୁଣାଣି କରି ୧୧୨ଟି ଅଭିଯୋଗ ଶୁଣିଥିଲେ l ଏହି ଅଭିଯୋଗ ଶୁଣାଣି ରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼!-->…
ଅଣାୟତ୍ତ ଗଞ୍ଜାମ ଜିଲ୍ଲା କଥା କଥାକେ ଖଣ୍ଡା ଓ ମାଉଜର ଗର୍ଜୁଛି..!
ବ୍ରହ୍ମପୁର:ଅଶାନ୍ତ ଗଞ୍ଜାମ ଜିଲ୍ଲା, ପୁଣି ୩ ଯୁବକକୁ ହାଣିଲେ ଦୁର୍ବୁତ୍ତ।ପ୍ରତିଦିନ ଜିଲ୍ଲାରେ ଗୋଷ୍ଠୀ ବିବାଦ ସହ ହଣାମରା ଓ ଗୁଳି ଫୁଟୁଛି ଯାହା ଫଳରେ ଅଶାନ୍ତ ହୋଇଛି ରହିଛି ପୁରା ଗଞ୍ଜାମ ଜିଲ୍ଲା । ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ!-->…
ଜେଲ୍ ଗଲେ ଭୁବନେଶ୍ବର କର୍ପୋରେଟର ଅମରେଶ ଜେନା
ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ରେ ବିଜୁ ଜନତା ଦଳ (ବିଜେଡି)ରୁ କର୍ପେରେଟର ଅମରେଶ ଜେନା ଜେଲ୍ ଯାଇଛନ୍ତି। କୋର୍ଟରେ ଜାମିନ ନାମାଞ୍ଜୁର ପରେ ଅମରେଶ ଜେନାଙ୍କୁ ପୁଲିସ ଝାରପଡ଼ା ଜେଲ୍ ପଠାଇ ଦେଇଛି।
ଅମରେଶ ଜେନାକୁ!-->!-->!-->…