Sign in
Sign in
Recover your password.
A password will be e-mailed to you.
ରାୟଗଡ଼ା ନଗର ଭାଜପା ପକ୍ଷରୁ ଜିଲ୍ଲାର କ୍ରୀଡ଼ା ବ୍ୟବସ୍ଥା ଆଉ ଭିତ୍ତିଭୂମି କୁ ନେଇ ମନ୍ତ୍ରୀଙ୍କୁ ଦାବି ପତ୍ର…
ରାୟଗଡ଼ା : ତା : ୦୬/୦୭/୨୫ ରାୟଗଡ଼ା ନଗର ଭାଜପା ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ନଗର ଭାଜପା ଦଳ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, (ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଓଡ଼ିଶାଙ୍କୁ ଜିଲ୍ଲାପାଳଙ୍କ!-->…
ନୟାଗଡ : ଗୃହରକ୍ଷୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ…
ନୟାଗଡ଼: ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ଗୃହରକ୍ଷୀ ନିଯୁକ୍ତିରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି। ଆଶାୟୀ ମାନେ ପୋଲିସ ବିଭାଗ ଦ୍ଵାରା ପ୍ରକାଶିତ ନିଯୁକ୍ତି ଚିଠାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ।ଜିଲ୍ଲା ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞାପନ ସର୍ତ୍ତାବଳୀ କୁ ଖୋଲା!-->!-->!-->…
ଚିକିଟୀରେ ରଥ ପଥ ଜଗନ୍ନାଥ ଚିତ୍ରାଙ୍କନ ପ୍ରତିଯୋଗିତା
ଚିକିଟୀ : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆୟୋଜିତ ରଥ ପଥ ଜଗନ୍ନାଥ ଚିତ୍ରାଙ୍କନ ପ୍ରତିଯୋଗିତାର ପରିକଳ୍ପନା ଖୁବ୍ ସ୍ୱତନ୍ତ୍ର ଏବଂ ନିଆରା । ରଥ ସମ୍ମୁଖରେ ପଥ ଉପରେ ବସି ରଥଯାତ୍ରାର ଯେକୌଣସି ଗୋଟିଏ ଦୃଶ୍ୟକୁ ଅଙ୍କିବାର ସୁଯୋଗ ବିଦ୍ୟାଳୟ ପିଲାଙ୍କୁ ପ୍ରଦାନ କରିବା!-->…
ବୃଦ୍ଧାଙ୍କ ବେକରୁ ଲୁଟେରା ଝାମ୍ପିନେଲେ ସୁନାମାଳି
ହିଞ୍ଜିଳିକାଟୁ : ଶୁକ୍ରବାର ଭୋରରେ ଜୈନିକ ବୃଦ୍ଧା ପରିସ୍ରା କରିବାକୁ ଘର ବାହାରକୁ ଆସିଥିବା ବେଳେ ଲୁଟେରା ବୃଦ୍ଧାଙ୍କ ବେକରୁ ସୁନା ମାଳି ଲୁଟି ନେଇଛନ୍ତି। ଏଭଳି ଏକ ଘଟଣା ଶୁକ୍ରବାର ଭୋରରେ ହିଞ୍ଜିଳି ଥାନା ସିକିରି ଗ୍ରାମରେ ଘଟିଛି। ପ୍ରକାଶ ଯେ, ଶୁକ୍ରବାର ଭୋର ପ୍ରାୟ ସାଢେ ୨ ଘଣ୍ଟା!-->…
ପାବନ ଶ୍ରୀକ୍ଷେତ୍ର ଶ୍ରୀଜୀଉଙ୍କ ବାହୁଡା ଯାତ୍ରା : ବାହୁଡିଲେ ମହାବାହୁ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ତିନି ଠାକୁରଙ୍କ ବାହୁଡ଼ା ରଥଯାତ୍ରା ମହାସମାରୋହରେ ବହୁ ଭକ୍ତଙ୍କ ସମାବେଶରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ରୀତି ଅନୁକ୍ରମେ ବାହୁଡ଼ା ରଥଯାତ୍ରା କାଳୀନ ନୀତି!-->…
ଅପହୃତ ଯୁବକଙ୍କ ପରିବାରକୁ ଭେଟିଲା ହିଞ୍ଜିଳି ବିଜେଡି
ହିଞ୍ଜିଳିକାଟୁ : ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶରେ ଆତଙ୍କବାଦୀ ମାନେ ଏକ ସିମେଣ୍ଟ କାରଖାନା ଉପରେ ହମଲା କରି ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରି ନେଇଛନ୍ତି । ଅପହୃତଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ପି. ଭେଙ୍କଟରମଣ(୨୮) ରହିଛନ୍ତି ।!-->…
ମାଲିରେ ୩ ଭାରତୀୟଙ୍କୁ ଆତଙ୍କବାଦୀଙ୍କ ଅପହରଣ : ହିଞ୍ଜିଳିର ଭେଙ୍କଟରମଣଙ୍କୁ ଝୁରୁଛନ୍ତି ପରବାର, ଥାନାରେ ଅଭିଯୋଗ
ହିଞ୍ଜିଳିକାଟୁ : ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶରେ ଆତଙ୍କବାଦୀ ମାନେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରି ନେଇଥିବା ଘଟଣା ସାରା ଭାରତ ବର୍ଷରେ ଚାଞ୍ଚଲ୍ୟ ଖେଳିଯାଇଛି । ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ରହିଛନ୍ତି । ସେ ହେଉଛନ୍ତି!-->…
ସିଂହଦ୍ଵାର ସମ୍ମୁଖରେ ତିନି ରଥ
ପୁରୀ: ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି।
ଶନିବାର ତିନି!-->!-->!-->…
ବାଲିଗୁଡାରେ ପବିତ୍ର ବାହୁଡା ଯାତ୍ରା ପାଳିତ : ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ଯାତ୍ରା କଲେ ବ୍ରହ୍ମାଣ୍ଡପତି
ବାଲିଗୁଡା : ଜନ୍ମବେଦୀରେ ଲୀଳାଖେଳ ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ରତ୍ନ ବେଦୀ କୁ ଫେରିଛନ୍ତି l ହଜାର ହଜାର ଭକ୍ତଙ୍କ ସମାଗମରେ ଭାବଭକ୍ତି, ଘଣ୍ଟନାଦରେ ପୁରି ଉଠିବା ସହ ଲୋକାରଣ୍ୟ ହୋଇଥିଲା ବାଲିଗୁଡା ସହର, ଭକ୍ତ ଓ ଭଗବାନ ଏକାଠି ହୋଇଥିଲେ l ପହଣ୍ଡି!-->…
ଜରି ପଲିଥିନ, ପ୍ଲାଷ୍ଟିକ ବର୍ଜନ ପାଇଁ ପଥପ୍ରାନ୍ତ ନାଟକ: ଲୋକନୃତ୍ୟ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡା : ଜରି ପଲିଥିନ ଓ ପ୍ଲାଷ୍ଟିକ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜରି ପଲିଥିନ ପ୍ଲାଷ୍ଟିକ ର ବ୍ୟବହାର ରୋକିବା ଆଦିତ୍ୟ ବିର୍ଲା ଆଲୁମିନିୟମ କାରଖାନା ସୌଜନ୍ୟତା ରେ ସହଯୋଗୀ କାର୍ଯ୍ୟକାରୀ ସଂସ୍ଥା!-->…