ସାହାର୍ଯ୍ୟ କରିବା ବାହାନାରେ ବୃଦ୍ଧାଙ୍କର ଲୁଟି ନେଲେ ଅଢ଼େଇ ଲକ୍ଷର ଉର୍ଦ୍ଧ ଟଙ୍କାର ସୁନାଗହଣା….

ବ୍ରହ୍ମପୁର -: ସହାୟତା ନାଁରେ ସଜ୍ଜା,ସାହାର୍ଯ୍ୟ କରିବା କହି ବୃଦ୍ଧାଙ୍କଠାରୁ ଲୁଟି ନେଲା ଅଢ଼େଇ ଲକ୍ଷରର ଉଦ୍ଧ୍ୱର୍ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଏମ୍କେସିଜି ବଡ଼ମେଡ଼ିକାଲ ପରିସରରେ । ଆର.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ

ସନ୍ଦେହ ଘେରରେ ଯୁବତୀଙ୍କ ମୃତଦେହ ଉଦ୍ଧାର : ଯୁବତୀଙ୍କ ଚକ୍ଷୁଦାନ କଲେ ପରିବାର….

ହିଞ୍ଜିଳିକାଟୁ, ତା ୯।୬(): ହିଞ୍ଜିଳି ପୁଲିସ ସୋମବାର ସକାଳେ ଜଣେ ଯୁବତୀଙ୍କ ମୃତଦେହ ଜବତ କରିଛି। ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ଗୋପବନ୍ଧୁମାର୍ଗ ଅଞ୍ଚଳର ବର୍ଷା ବେହେରା (୨୦) ।‌ ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୧୪/୨୫ ରେ ଏକ ଅପମୃତ୍ୟୁ ମାମଲା

ଡ଼ାବୁ ଗାଁ ଠାରେ ଜିଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ…

ନବରଙ୍ଗପୁର ତା୦୯.୦୬.୨୦୨୫: ଆଜି ଡ଼ାବୁ ଗାଁ ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ରାୟଗଡ଼ା କୋଲନରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ରାୟଗଡ଼ା : ତା : ୦୯/୦୬/୨୫ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋଲନରା ବ୍ଲକ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ

ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୨୫ତମ ଶହୀଦ ଦିବସ ପାଳନ…

ବ୍ରହ୍ମପୁର, ତା. ୯. ୬. ୨୦୨୫ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ଓମ ପ୍ରଭାତ ଲଫିଙ୍ଗ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୨୫ତମ ଶହୀଦ ଦିବସ ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ପରିସରରେ ପାଳନ ହୋଇଯାଇଛି l ଏଥି

ମେଡିକାଲ କର୍ମଚାରୀଙ୍କ ମାନସିକତାର ଅଭାବ :ଦୀର୍ଘ ସମୟ ଧରି ମେଡିକାଲ ବାରଣ୍ଡାରେ ପଡିରହିଲେ ଆହତ ଯୁବକ…

ହିଞ୍ଜିଳିକାଟୁ, ୯।୬(): ଦୂର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ପାଇଁ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀଙ୍କୁ ପ୍ରଶଂସିତ କରିବା ସହ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଉଛି। ହେଲେ ଦୂର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସିତ କରିବା

ପଣସ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ବାପା ପୁଅଙ୍କ ମୃତ : ପ୍ରତିବାଦରେ ସମ୍ପର୍କୀୟଙ୍କ ରାସ୍ତା ଅବରୋଧ: ପ୍ରତିଶୃତି…

ବାଲିଗୁଡ଼ା, ତା, ୦୯/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ରୁତୁଙ୍ଗିଆ ପଞ୍ଚାୟତର ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଓ ପୁଅ ନିଳମଣି କହଁର ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ରବିବାର ଉଭୟ ବାପା ପୁଅ ନିଜ ମଟର ସାଇକେଲରେ ଘରକୁ ଫେରିବା ସମୟରେ ସୁଡ୍ରା

ସୀମାନ୍ତ ରେ ନକ୍ସଲଙ୍କ ବର୍ବର କାଣ୍ଡ : ଅତିରିକ୍ତ ଏସପି ଆକାଶ ରାଓ ସହିଦ, ଦୁଇ ଗୁରୁତର..

ମାଲକାନଗିରି ୦୯/୦୬: ଛତିଶଗଡ଼ ସୁକମା ଜିଲ୍ଲାର କୋଣ୍ଟାରେ ଆଇଇଡି ବିସ୍ଫୋରଣ । ନକ୍ସଲଙ୍କ ଖଞ୍ଜି ଥିବା ଆଇଇଡି ହଠାତ୍ ବିସ୍ଫୋରଣ ହେବାରୁ ଅତିରିକ୍ତ ଏସପି ଆକାଶ ରାଓ ସହିଦ ହୋଇଛନ୍ତି। କୋଣ୍ଟା ପୁଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଓ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ

ଆସିକା MPCS ର ବହୁ ମୂଲ୍ୟବାନ ଜମି ଲିଜ ସମ୍ପର୍କ ରେ ଜନସ୍ୱାର୍ଥ ମାମଲା ପାଇଁ ସଜବାଜ…..!

ଜିଲ୍ଲାପାଳ ଜଣେ ବ୍ୟକ୍ତିଙ୍କୁ ଦୁଇ ଦୁଇଟି ଲିଜରେ ଜମି ଦେଇ ଏତେ ଅନୁକମ୍ପା ଦେଖାଇଲେ କାହିଁକି….? ଜମି ଲିଜ ପଛରେ କୋଟି କୋଟି ଟଙ୍କାର ଖେଳ ….! ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଆସିକା ସମବାୟ ନଗରୀ ଭାବେ ପୂର୍ବେ ପରିଚିତଥିଲା।ଗତ ସାଧାରଣ ନିର୍ବାଚନର ଆଭାସ ମିଳିବା ପରେ ଆସିକା