ବିଦ୍ୟୁତ ଆଘାତରେ ଆଖିବୁଜିଲେ ୩ ଶ୍ରମିକ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ।ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ଚାଲିଗଲା ଜୀବନ । ସୂଚନା ଅନୁସାରେ ଗଗନଧୂଳି ଗାଁର ବାପି ମାଝୀଙ୍କର ଘରେ ଆଜି ଶ୍ରମିକମାନେ ପାଇଖାନା ଟାଙ୍କି ପାଇଁ କାମ କରୁଥିବା ହଠାତ୍‌ ସମସ୍ତ ଶ୍ରମିକ ବିଦ୍ୟୁତ

ନନ୍ଦନକାନନରେ ନୂଆ ଅତିଥି: ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ

ନନ୍ଦନକାନନ: ନନ୍ଦନକାନନରେ ନୂଆ ଅତିଥି । ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ । ନନ୍ଦନକାନନରେ ବାଘସଂଖ୍ୟା ୨୯କୁ ବୃଦ୍ଧି ହେଲା। ଗତକାଲି ରାତିରେ ନନ୍ଦନକାନନର ୨୮ବି ଖୁଆଡ଼ରେ ରହୁଥିବା ଧଳା ବାଘୁଣୀ ମୌସୁମୀ ଦୁଇ ଶାବକ ଜନ୍ମ କରିଛି । ଗୋଟିଏ ଛୁଆ ଧଳା ହୋଇଥିବାବେଳେ

ସିନ୍ଦେଙ୍କ ବିମାନ ବିଳମ୍ବ ପାଇଁ ବଂଚିଗଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ: ଗତକାଲି ମହାରାଷ୍ଟ୍ରର ଜଳଗାଓଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ପାଇଲଟ୍ ତାଙ୍କ ଡ୍ୟୁଟି ସମୟ ଶେଷ ହୋଇଗଲା ବୋଲି କହି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିମାନ ଉଡ଼ାଣ କରିବାକୁ ମନା କରିଦେଇଥିଲେ। ଯଦିଓ ପରେ ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିବା

ରଥ ଉପକରଣ ବିକ୍ରି ପାଇଁ ଆସିଲା ନୂଆ ଏସଓପି

ପୁରୀ: ରଥ ଉପକରଣ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଲା ନୂଆ ଏସଓପି । ଉଚ୍ଚା ଦର ଯୋଗୁ ବିକ୍ରି ହୋଇନପାରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଖତ ଖାଉଛି ଗତ ବର୍ଷ ମାନଙ୍କରେ ବ୍ୟବହୃତ ରଥର ଚକ, ପ୍ରଭା ସମେତ ବିଭିନ୍ନ ଉପକରଣ । ସେପଟେ ୨୦୨୫ ରଥ ଉପକରଣ ବିକ୍ରି ନିମନ୍ତେ ନୂଆ

ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ, ତିଆରି ହେବ ଓଡିଶା ମଣ୍ଡପ

ଭୁବନେଶ୍ୱର : ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ । ପୁରୁଣା ବିଲଡିଂର ରୂପ ରେଖ ବଦଳା ଯିବା ନେଇ ବିଚାର ଚାଲିଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡିଶା ମଣ୍ଡପ । ଏନେଇ ଚନ୍ଦ୍ରଶେଖର ପୁରରେ ଜାଗା ଚି଼ହ୍ନଟ ହୋଇଛି ।

୮୦ ବିମାନରୁ ୪୦୦ କ୍ଷେପଣାସ୍ତ୍ର ମାରିଥିଲା ଭାରତ : ପାକିସ୍ତାନ

ୱାଶିଂଟନ: ଅପରେସନ ସିନ୍ଦୁର ଅଧୀନରେ ଭାରତ ୮୦ଟି ଲଢ଼ୁଆ ବିମାନରୁ ୪୦୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି ପ୍ରତ୍ୟେକ କ୍ଷେପଣାସ୍ତ୍ରରେ ଏକାଧିକ ଓ୍ବାରହେଡ୍ ଥିଲା। ଭାରତ ଏହି ଆକ୍ରମଣରେ ବିପଦପୂର୍ଣ୍ଣ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ତେବେ ଏହି ତାତିରୁ ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ

ରୋମାଣ୍ଟିକ ଅନ୍ଦାଜରେ ଡ୍ୟାନ୍ସ କଲେ ପିନାକୀ ଓ ମହୁଆ, ଭାଇରାଲ୍ ହେଉଛି ଭିଡିଓ

ଜର୍ମାନୀରେ ସାଂସଦ ମହୁଆ ମୋଇତ୍ରାଙ୍କ ସହ ସାଂସଦ ପିନାକୀ ମିଶ୍ରଙ୍କ ବାହାଘର ହୋଇଛି । ଏନେଇ ସାଂସଦ ମହୁଆ ମୋଇତ୍ରାଙ୍କ ସହ ବାହାଘରକୁ ନେଇ କନଫର୍ମ କରିଥିଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । କହିଲେ ଯାହା ଜଗନ୍ନାଥଙ୍କ ଇଚ୍ଛା । ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଅନୁଯାୟୀ

ମାଓବାଦୀ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ

ଭୁବନେଶ୍ୱର: ସମ୍ବଲପୁରର ଚାରମାଲ ଏବଂ ନାକଟିଦେଉଳ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରି ଏକ ବିଶାଳ ମାଓ ବିରୋଧୀ ଅଭିଯାନ ଚାଲିଛି। ଛତିଶଗଡ଼ର ଏହି ବିଦ୍ରୋହୀମାନେ ସ୍ଥାନୀୟ ଜଙ୍ଗଲରେ ଆଶ୍ରୟ ନେଇଥିବା ସମ୍ପର୍କରେ ରିପୋର୍ଟ ପାଇ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା ସ୍ୱେଚ୍ଛାସେବୀ

ଜି-୭ ସମ୍ମିଳନୀ ବେଳେ ମୋଦୀଙ୍କ ରାଜନୀତି ଶେଷ କରିଦେବୁ : ଖଲିସ୍ତାନୀ

କାନାଡା: କାନାଡାର ଜଣେ ସାମ୍ବାଦିକ ମୋଚା ବାଜିରଗାନଙ୍କ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ଏହା ସହିତ ସେମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି କାନାଡା ନିଜ ସାମ୍ବାଦିକଙ୍କ ଉପରେ ଖଲିସ୍ତାନୀମାନଙ୍କ ଆକ୍ରମଣକୁ ଦେଖୁଥିଲା