Sign in
Sign in
Recover your password.
A password will be e-mailed to you.
ମଣିପୁରରେ ଶାନ୍ତିର ଆଲୋକ ! ମୈତେଇ ଓ କୁକି ପ୍ରତିନିଧିଙ୍କ ସହ ଆଲୋଚନା କଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରିଛନ୍ତି। ଦୁଇ ସଂପ୍ରଦାୟ ମଧ୍ୟରେ ଗତ ଦୁଇ ବର୍ଷ ହେଲା ଚାଲିଥିବା ହିଂସା ମଧ୍ୟରେ ଏହି ବୈଠକ ଶାନ୍ତି ପାଇଁ ଏକ ଆଶାର ଆଲୋକ ନେଇ ଆସିଛି ।ସୂତ୍ର ଅନୁଯାୟୀ, ୨୦୨୩ ମଇ ମାସରେ!-->…
କିମ୍ଙ୍କ ହାତରେ ବନ୍ଧୁକ: ସ୍ନାଇପରରୁ ଗୁଳି ଚଳାଇଲେ
ପ୍ୟୋଙ୍ଗୟାଙ୍ଗ୍: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳୁଛି। ସେ ଦେଶରେ ବିକଶିତ ନୂତନ ସ୍ନାଇପର ରାଇଫଲର ପରୀକ୍ଷଣ କରିଛନ୍ତି। କିମ୍ ଏକ ସ୍ୱତନ୍ତ୍ର ବାହିନୀ ୟୁନିଟ୍ ପରିଦର୍ଶନ କରି ସୈନିକମାନଙ୍କର ଗୁଳିଚାଳନା!-->…
ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ
ହାଇଦ୍ରାବାଦ: ପୁଣି ପୋଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ । ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି । ଆତ୍ମସମର୍ପଣ!-->…
ଓ୍ବକ୍ଫ ବିଲ୍କୁ ନେଇ ଜେଡିୟୁରେ ଫାଟ: ଇସ୍ତଫା ଦେଲେଣି ୫ ନେତା
ନୂଆଦିଲ୍ଲୀ,୫।୪:ଓ୍ବକ୍ଫ ସଂଶୋଧନ ବିଲ୍କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ନେତା ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର, ତାବ୍ରେଜ ସିଦ୍ଦିକି!-->…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ହାତାହାତି, ୨ ପୃଥକ ମାମଲା ରୁଜୁ…
ପଥର ମାଡ଼ରେ ଯୁବକ ଗୁରୁତରହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ପାଟଣା ସାହିରେ ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀର ଯୁବକଙ୍କ ପଥର ମାଡ଼ରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ଗୁରୁତର!-->…
ତାଲୁକ ଆଇନ୍ ସହାୟତା କମିଟି ପକ୍ଷରୁ ଆଇନ ସଚେତନତା ଶିବିର
ବଣାଇଁ : ବଣାଇଁ ସିଭିଲ୍ କୋର୍ଟ ପରିସରରେ ଥିବା ସମ୍ମିଳନୀ ସଭାଗୃହ ରେ ଆଜି ବଣାଇଁ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଣାଇଁ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଆଶୁତୋଷ ଦାସମୁଖ୍ୟ ଅତିଥି ଭାବେ ଯୋଗ!-->…
ହୁମ୍ମା ସାପ୍ତାହିକ ହାଟ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କୁ ବିରୋଧ : ପୂର୍ବାବସ୍ଥା ବଜାୟୀ ରଖିବା ନିମନ୍ତେ ଦାବୀ,…
ଛତ୍ରପୁର ୪/୪ : ଛତ୍ରପୁର ଉପକଣ୍ଠ ହୂମ୍ମା ଠାରେ ରହିଥିବା ସାପ୍ତାହିକ ହାଟ ଏବେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି l ଏହାକୁ ନେଇ ହୂମ୍ମା ପଂଚାୟତ ବାସିନ୍ଦା ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି l ହାଟ ପୂର୍ବାବସ୍ଥା ବଜାୟୀ ରଖିବା ଦାବୀ ନେଇ ଶୁକ୍ରବାର ହୂମ୍ମାପଂଚାୟତ ବାସୀ!-->…
ଓଡ଼ିଆରେ ନାମ ଫଳକ ଅଭିଯାନ : ସଚେତନତା ପଦଯାତ୍ରା, ସାମିଲ ହେଲେ ଜିଲ୍ଲାପାଳ
ଛତ୍ରପୁର : ଓଡିଆ ପକ୍ଷ, ୨୦୨୫ ଅବସରରେ ଓଡ଼ିଶା ଦିବସ ଏପ୍ରିଲ ୧ ଠାରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ପର୍ଯ୍ୟନ୍ତ ସମୟକୁ ଓଡିଆ ପକ୍ଷ ପାଳନ କରିବା ସହିତ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ,୧୯୫୬ ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡିଆ ଭାଷାରେ!-->…
ଛତ୍ରପୁର ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ
ଛତ୍ରପୁର : ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ. ସୂର୍ଯ୍ୟ ନାରାୟଣ ରେଡ୍ଡୀ ସଂଘ ର ନବ ନିର୍ବାଚିତ ସଭାପତି ପ୍ରଦୀପ କୁମାର ପାଢୀ,ସମ୍ପାଦକ ଏସ. ଶ୍ୟାମ!-->…
ଚିତ୍ରକୋଣ୍ଡା ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସଦମହକୁମା ସ୍ଥିତ ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନରସିଂହ କୋପେ ଙ୍କ ଆହ୍ୱାନ କ୍ରମେ ପଞ୍ଚବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ!-->…