ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ

ଭୁବନେଶ୍ୱର: ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ। ବିଧାନସଭାରେ ୬ଟା ୨୫ ମିନିଟ୍‌ରେ ପାରିତ ହେଲା ବିଲ୍। ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଏହାକୁ

ସୀମାନ୍ତ ମୋଟୁରୁ ୧୦ ଲକ୍ଷ ଟଙ୍କାର ଜୀବନ୍ତ କଇଁଛ ଉଦ୍ଧାର ଦୁଇ ଆସାମୀ ଗିରଫ…

ମାଲକାନଗିରି :ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀଙ୍କ ନିର୍ଦେଶ କ୍ରମେ ମୋଟୁ ବନ ବିଭାଗ ପକ୍ଷରୁ ତନଖି ସମୟରେ ୩୦୦ରୁ ଉର୍ଦ୍ଧ କଇଛ ସହ ୨ ଆସାମୀକୁ କାବୁ କରିବାରେ ସଫଳତା ହାସଲ କରିଛି । ଦୀର୍ଘଦିନ ହେବ କିଛି ଚୋରା କଇଛ ବେପାରୀ ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ ଏହି କଇଁଛ

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ପି.ଏମ ଶ୍ରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ବୁଧବାର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ ହେବା ସହ ଶିଶୁବାଟିକାର ଶୁଭାରମ୍ଭ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ

ରାସ୍ତାରେ ପନିପରିବା କୁଣ୍ଢି ରଖି ଚାଷୀଙ୍କ ଆନ୍ଦୋଳନ : ପୋଲିସ ବିରୋଧରେ ବିଷୋଦ୍‌ଗାର

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପନିପରିବା ଚାଷିମାନଙ୍କୁ ପୋଲିସ ର କାର୍ଯ୍ୟାନୁଷ୍ଠାନ ଚାଷୀଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ନେଇଛି। ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି। ଏଭଳି ପରିସ୍ଥିତିରେ ବୁଧବାର

ଚୋରା ବେପାରୀଙ୍କୁ ମଦ ଯୋଗାଉଛି ଲାଇସେନ୍ସ ପ୍ରାପ୍ତ ମଦବାର, ଦିନ ଦ୍ଵିପହରରେ ଅଟୋରେ ବିଦେଶୀ ମଦ ଚୋରା ଚାଲାଣ

ମାଲକାନଗିରି,୨l୩ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ମଦ ଚୋରା କାରବାର। ଜିଲ୍ଲାର ବିଭିନ୍ନ ସ୍ଥ୍ନରୁ ମଦ ଚୋରା କାରବାର ହେଉଥିବାର ଅନେକ ପ୍ରମାଣ ଓ ଅଭିଯୋଗ ଆସୁଥିବା ବେଳେ ଅବକାରୀ ବିଭାଗ କିନ୍ତୁ ଏସବୁ ସତ୍ବେ କିଛି ହାତ ଗଣତି ମାମଲା ରୁଜ୍ଜୁ କରୁଥିବା ବେଳେ ଏହାକୁ ରୋକ

ପ୍ରବେଶ ଉତ୍ସବ ଖଡ଼ିଛୁଆଁ ପର୍ବ ପାଳିତ

ବଣାଇ : ବଣାଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଖଡ଼ି ଛୁଆଁ ପର୍ବ ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ ପିଲ୍ଲେଙ୍କ କରକମଳରେ ଉଦଘାଟନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ବଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ,

କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା

ବଣାଇ : ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳ ଉପରେ ଆଲୋଚନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଶୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି

ଅପରେସନ କଗାର ଭୟରେ ଶାନ୍ତି ପ୍ରସ୍ତାବ ପାଇଁ ମାଓ ସଂଗଠନ ପକ୍ଷରୁ ପ୍ରେସ ବିବୃତି

ନିସର୍ତ୍ତ ଶାନ୍ତି ପ୍ରସ୍ତାବକୁ ଆମେ ସ୍ଵାଗତ କରିବୁ, ଶାନ୍ତି ପାଇଁ ଆତ୍ମସମର୍ପଣ କରନ୍ତୁ- ଛତିଶଗଡ ସରକାର ମାଲକାନଗିରି : ଛତିଶଗଡରେ ମାଓ ସଂଗଠନ ଶେଷ ନିଶ୍ଵାସ ଗଣୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୬ ମଶିହାରେ ସମ୍ପୂର୍ଣ ମାଓ ମୁକ୍ତ ଦେଶ ଗଠନ ପାଇଁ ନିଷ୍ପତ୍ତି ପରେ ଅପରେସନ