Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ । ୨୦୧୧ ବ୍ୟାଚର ଏହି ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ସେ ଦିଲ୍ଲୀରେ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଭାବେ କାମ କରିବେ । ଏନେଇ DOPT ପକ୍ଷରୁ ଆଜି ବିଦ୍ଧିବଧ ଭାବେ ବିଜ୍ଞପ୍ତି!-->…
ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ, ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିରୋଧ
ଭୁବନେଶ୍ୱର : ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ। ଏମିତି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଗତ ମେ ମାସ ୩୦ ତାରିଖରେ ଚିଠି ମାଧ୍ୟମରେ ଦେଇଛି ପରିବହନ ବିଭାଗ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିରୋଧ!-->…
ରାଜ୍ୟରେ ଅନାଥ ଶିଶୁଙ୍କ ସର୍ଭେ କରିବେ ସରକାର
ଭୁବନେଶ୍ୱର: ରାଜ୍ୟରେ ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ଅଧିକାର ଏବଂ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ସର୍ଭେ କରିବେ।
ସରକାରୀ ସୂତ୍ର ଅନୁଯାୟୀ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏହି ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।!-->!-->!-->…
ଦୁଇ ନାବାଳକ ଓ ନାବାଳିକା ନିଖୋଜ ମାମଲାର ପର୍ଦ୍ଦାଫାସ, ମଞ୍ଚେଶ୍ବର ଓ ପାହାଳ ଅଞ୍ଚଳରୁ ହେଲେ ଉଦ୍ଧାର
ଭୁବନେଶ୍ବର: ଦୁଇ ନାବାଳକ ଓ ନାବାଳିକା ନିଖୋଜ ମାମଲାର ପର୍ଦ୍ଦାଫାସ । ଭୁବନେଶ୍ବର ମଞ୍ଚେଶ୍ବର ଓ ପାହାଳ ଅଞ୍ଚଳରୁ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ୩୦ଟି ସିସିଟିଭି ଫୁଟେଜ ଯାଞ୍ଚ କରି ପିଲାଙ୍କ ନିକଟରେ ପହଞ୍ଚିଥିଲା ପୋଲିସ ।
ସୂଚନା ଅନୁସାରେ ଗତ ୧ ତାରିଖରେ!-->!-->!-->…
୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ନୃଶଂସ ବାପା
ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହରୁ ସାତ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଥିବା ଜଣାପଡିଛି ।
ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶ୍ୱଶୁର ଘର!-->!-->!-->…
ଅପରେସନ ସିନ୍ଦୂରରେ ୨୦ ନୁହେଁ ଧ୍ୱଂସ ପାଇଛି ଆତଙ୍କୀସ୍ତାନର ୨୮ ଠିକଣା
ଇସ୍ଲାମ୍ବାଦ୍: ପାକିସ୍ତାନର ଦସ୍ତାବିଜରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ, ଯେଉଁଥିରେ ଦାବି କରାଯାଇଛି ଯେ ଭାରତର ଅପରେସନ୍ ସିନ୍ଦୂର ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ବ୍ୟତୀତ ଅନ୍ୟ ଆଠଟି ସ୍ଥାନରେ ଭାରତୀୟ!-->…
ରୁଷିଆରେ ଆଳୁ ସଙ୍କଟ: ଚିନ୍ତାରେ ପୁଟିନ୍
ମସ୍କୋ:ୟୁକ୍ରେନ ପକ୍ଷରୁ ରୁଷିଆ ଉପରେ ଡ୍ରୋନ୍ ଆକ୍ରମଣ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଅସ୍ଥିର କରିଦେଇଛି। ଆକ୍ରମଣ ଏପରି ଥିଲା ଯେ, ଏହା ରୁଷିଆର ଆଭ୍ୟନ୍ତରରେ ପହଞ୍ଚିଥିଲା। ଯାହାକୁ ନେଇ ରୁଷିଆ କଳ୍ପନା ମଧ୍ୟ କରି ନଥିଲା।
କିନ୍ତୁ ଏବେ ବିଶ୍ୱର ସବୁଠାରୁ ଅଧିକ ଆଳୁ ଖାଉଥିବା ଦେଶ!-->!-->!-->…
ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ଜୁନ୍ ୭ ତାରିଖ ଆବେଦନର ଶେଷ ତାରିଖ
ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ବୋଲି ପୂର୍ବରୁ ନିର୍ଦ୍ଦେଶ ରହିଥିଲା ।
ପୂର୍ବରୁ ଆବେଦନର ଶେଷ!-->!-->!-->…
ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ବୁଲିପାରିବେ ପର୍ଯ୍ୟଟକ
ସମ୍ବଲପୁର: ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଦଳଭଣ୍ଡାରର ସୁରକ୍ଷା ପାଇଁ ଜାରି ହୋଇଥିବା କଟକଣାକୁ ଆଜି ପ୍ରତ୍ୟାହର କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ଆସିପାରିବେ ପର୍ଯ୍ୟଟକ । ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ ଆହୁରି କହିଛନ୍ତି ଯେ,!-->!-->!-->…
ମାଓବାଦୀ ୪ ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା, ବିସ୍ଫୋରକ ଗୋଦାମ ମାଲିକ ଗିରଫ
ରାଉରକେଲା: ମାଓବାଦୀ ୪ ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା। ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ। ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା SIT। ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ଏସଆଇଟି।
ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍!-->!-->!-->…