ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ସହରାଞ୍ଚଳର ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି। ଏନେଇ ସେ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ଦିନ ଏହି ଅଭିଯାନରେ

କମଲଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,‘ "ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି ଅଧିକ‌ାର

ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍‌ ୱାର୍କରସ୍ ଏସୋସିଏସନ୍ ଗୁଣପୁର ଶାଖା…

ଗୁଣପୁର : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍‌ ୱାର୍କରସ୍ ଏସୋସିଏସନ୍ ଗୁଣପୁର ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୨ ଦଫା ଦାବି ପତ୍ର ଗୁଣପୁର ଉପଜିଲ୍ଲାପାଳ କୀରନ ଦୀପ କୋର ସାହାଟାଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ

ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ବର: ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇଇ ଓ ବିଡ଼ିଓଙ୍କୁ ନିଳମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା , ଏହା ପରେ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ

ଆତଙ୍କୀ ଲିଙ୍କ୍‌ରେ ସରକାରୀ କର୍ମଚାରୀ, ଲଶ୍କର ଓ ହିଜବୁଲ ପାଇଁ କରୁଛନ୍ତି କାମ

ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଜାମ୍ମୁ-କାଶ୍ମୀରରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରଖିଥିବା ଜଣାପଡ଼ିବା ପରେ ୩ କର୍ମଚାରୀଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି। ଜାମ୍ମୁ-କାଶ୍ମୀର

ପୁନର୍ବାର ଲେଖାଯିବ କଳିଙ୍ଗ ଯୁଦ୍ଧର ଇତିହାସ, ସର୍ବ ଭାରତୀୟସ୍ତରରେ ପହଞ୍ଚାଯିବ ଏହାକୁ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଆଙ୍କୁ ସମ୍ପର୍ପିତ ହେବ କଳିଙ୍ଗ ଯୁଦ୍ଧ ଇତିହାସ । ଇତିହାସର ସତ୍ୟତା ଏବଂ ଏହାର ରୁଚି ବୋଧତା ପାଠକଙ୍କ ପାଖେ ପହଞ୍ଚା ଯିବ । ଯାହାର ଦାୟିତ୍ବ ନେଇଛି ସାହିତ୍ୟ ଏକାଡେମୀ । ଯେଉଁ ଉତ୍ତର ପୀଢ଼ି ଆମ ସାହିତ୍ୟ ପଢ଼ିବେ ସେମାନଙ୍କ ପାଖେ ଓଡ଼ିଆ ଜାତୀୟତାବାଦ ପହଞ୍ଚି

ଘାଟିରେ ଦୁର୍ଘଟଣା ରୋକିବ ଆଧୁନିକ ଜ୍ଞାନ କୌଶଳ; ପରୀକ୍ଷାମୂଳକ କାମ ଆରମ୍ଭ

ଘୁ.ଉଦୟଗିରି: ଓଡ଼ିଶାର ଦୀର୍ଘତମ ଏବଂ ବ୍ୟସ୍ତବହୁଳ କଳିଙ୍ଗା ଘାଟି ରାସ୍ତା ପ୍ରସସ୍ଥ ଥିଲେ ମଧ୍ଯ ନିୟମିତ ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିରେ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। କଳିଙ୍ଗା ଘାଟିରେ ନିୟମିତ ଦୁର୍ଘଟଣାକୁ ନେଇ ପରିବହନ ଏବଂ ପୁଲିସ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପଲଟିଥିବା

ଡିଜିଟାଲ୍‌ ଆରେଷ୍ଟକୁ ନେଇ ସତର୍କ ରହିବାକୁ କିହିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇଛି ଓଡ଼ିଶା ପୋଲିସ। ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ତେଣୁ ସାଧାରଣ ଜନତା ସାବଧାନ ରହିବା ଉଚିତ୍। ସାଇବର ଅପରାଧୀମାନେ ନିଜକୁ

ଆତଙ୍କୀ ଶିବିର ଧ୍ବଂସ କରିବାର ୫ ମିନିଟ ପରେ ପାକିସ୍ତାନକୁ ସୂଚୀତ କରାଯାଇଥିଲା : ସିଡିଏସ୍

ନୂଆଦିଲ୍ଲୀ : ଭାରତର ଅପରେସନ ସିନ୍ଦୂର ବିଷୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ୍ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଫୋନ୍

ପାକ୍ ଆତଙ୍କବାଦୀର ରହସ୍ୟଜନକ ମୃତ୍ୟୁ

ଇସ୍ଲାମାବାଦ : ପାକିସ୍ତାନୀ ଆତଙ୍କବାଦୀଙ୍କ ରହସ୍ୟମୟ ମୃତ୍ୟୁ ଜାରି ରହିଛି । ଏବେ ଏହି ତାଲିକାରେ ଜୈଶ-ଏ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡର ଅବଦୁଲ ଅଜିଜ ଏସାରର ନାମ ଯୋଡା ଯାଇଛି। ପାକିସ୍ତାନର ପଞ୍ଜାବ ଜିଲ୍ଲାରେ ରହସ୍ୟମୟ ପରିସ୍ଥିତିରେ ତାହାର ମୃତଦେହ ମିଳିଛି। ଅବଦୁଲ ଅଜିଜ ଏସାର ଭାରତ