Sign in
Sign in
Recover your password.
A password will be e-mailed to you.
ଉତ୍ତର-ପୂର୍ବ ଭାରତରେ ଜଳ ପ୍ରଳୟ : ଅଧିକ ପ୍ରଭାବିତ ସିକ୍କିମ
ନୂଆଦିଲ୍ଲୀ: ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ବିଭିନ୍ନ ସ୍ଥାନରେ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାରେ ପାଣି, ଘରେ ପାଣି, ବାହାରେ ପାଣି । ଜଳ ପାଇଁ ଜୀବନ ଜଳବନ୍ଦୀ ହୋଇଛି । କେଉଁଠି ଭୂସ୍ଖଳନରେ ଗାଡିରେ ଯାଉଥିବା ଯାତ୍ରୀଙ୍କ ମୃତ୍ୟୁ ହେଲାଣି ତ କେଉଁ ଏନଏଚ ଉପରେ ପାଣି!-->…
ରୁଷ ବିମାନଘାଟି ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୪୦ ବିମାନ ନଷ୍ଟ
କିବ୍ : ରବିବାର ଦିନ ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି କରିଛି। କୁହାଯାଉଛି ଯେ ୟୁକ୍ରେନ ସେନା ରୁଷୀୟ ବାୟୁସେନାକୁ ଟାର୍ଗେଟ କରିଛି। କିଭ୍ ଇଣ୍ଡିପେଣ୍ଡେଣ୍ଟ ଏକ ସୂତ୍ରକୁ ଉଦ୍ଧାର କରି ଲେଖିଛନ୍ତି ଯେ ଏହି ଆକ୍ରମଣରେ ୪୦ ରୁ ଅଧିକ ରୁଷୀୟ ବୋମା!-->…
ନୟାଗଡ :ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା…
ନୟାଗଡ଼: ଚିକିତ୍ସା ଅବହେଳାରୁ ପ୍ରସବ କରି ନପାରି ଗର୍ଭବତୀ ମହିଳା ଏବଂ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଛି । ପୋଲିସ ମେଡିକାଲ ପରିସରରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ସହ ତଦନ୍ତ ଆରମ୍ଭ କରିଛି ଟାଉନ!-->!-->!-->…
ପରକୀୟା ପ୍ରୀତିର ସନ୍ଦେହରେ ଫରେଷ୍ଟରଙ୍କୁ ପୋଡ଼ି ମାରିଦେଲେ ପତ୍ନୀ ଓ ପୁଅ…
ପତ୍ନୀ ଓ ପୁଅ କୁ ଗିରଫ କଲା ପୋଲିସ...
ନବ ଦାସ ହତ୍ୟା ମାମଲା: ତ୍ୱରିତ ବିଚାର ପାଇଁ ପିପିଙ୍କ ସହ କ୍ରାଇମବ୍ରାଞ୍ଚର ଆଲୋଚନା
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ପୁନଃ ତଦନ୍ତର ଦ୍ଵିତୀୟ ପର୍ଯ୍ୟାୟ ଛାନଭିନ ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ଦିନରେ ଅତିରିକ୍ତ ଏସପି ବିଜୟ ମଲ୍ଲିକ ଝାରସୁଗୁଡ଼ା ଅତିରିକ୍ତ ଦୌରା ଜଜଙ୍କ କୋର୍ଟରେ ପହଞ୍ଚି ପବ୍ଲିକ ପ୍ରସିକ୍ୟୁଟରଙ୍କ ସହ ଦୀର୍ଘ ଅଧ ଘଣ୍ଟା ଧରି!-->…
ଖୁବ୍ ଶୀଘ୍ର ବଦଳିବ ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ବର: ବଦଳିବ ରାଜଧାନୀର ଚଳଚଞ୍ଚଳ ଛକ ମାଷ୍ଟରକାଣ୍ଟିନର ନାଁ । ଖୁବ୍ ଶୀଘ୍ର ଏହାର ନାମ ପରିବର୍ତ୍ତନ କରାଯାଇ, ଓଡିଶାର ବରପୁତ୍ରଙ୍କ ନାଁରେ ନାମକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ!-->…
ତାଇଓ୍ବାନ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ: ଆମେରିକା
ତାଇଓ୍ବାନକୁ ଦଖଲ କରିବାକୁ ପ୍ରସ୍ତୁତ ହେଉଛି ଚୀନ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସହଯୋଗୀମାନଙ୍କୁ ଶନିବାର ଏ ନେଇ ସତର୍କ କରାଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ପେଟ୍ ହେଗସେଠ୍। ଚୀନ ତାଇଓ୍ବାନ ଉପରେ ଆକ୍ରମଣ କରି ତାହାକୁ ନିଜ କବଜାକୁ ନେବା ଲାଗି ପ୍ରସ୍ତୁତି ଚଳାଇଛି। ଏପରି!-->…
୧୯ ଘଣ୍ଟା ଅଟକ ପରେ ମୁକ୍ତ ହେଲେ ସୁନ୍ଦରଗଡ଼ ବିଧାୟକ
ସୁନ୍ଦରଗଡ଼: ୧୯ ଘଣ୍ଟା ଅଟକ ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଲା ପୁଲିସ। ଉପ ଜିଲ୍ଲାପାଳ, ଅତିରିକ୍ତ ଏସ ପି ଏବଂ ଏସ ଡି ପି ଓ ଅଟକ ବିଧାୟକ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ପୁଲିସ ଛାଡ଼ିଥିବା ଜଣାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ, ଗ୍ରାମବାସୀ ଏବଂ ବିଧାୟକଙ୍କ!-->…
ଭାରତକୁ ଚୀନ ଦେଲା ଝଟ୍କା; ସଙ୍କଟରେ ଅଟୋମୋବାଇଲ ଶିଳ୍ପ !
ଭାରତ ସରକାର ଚୀନ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ମୁକ୍ତ କରିଦେଇଛନ୍ତି। ହେଲେ ଚୀନ ଏହାର ଦୋମୁହାଁ ନୀତିରୁ ବାହାରିପାରୁ ନାହିଁ। ବିଭିନ୍ନ ସମୟରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅଡୁଆରେ ପକାଇବା ଲାଗି ନାନା ପଦକ୍ଷେପ ନେବାରେ ଲାଗିଛି। ନିକଟରେ ଚୀନ ଭାରତକୁ ଆଉ ଏକ ଝଟ୍କା ଦେଇଛି,!-->…
ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ଦେଢ଼ଶୁର, ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
କଟକ : ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ, ସଜ୍ଜା ଭୋଗିଲେ ଦେଢ଼ଶୁର। ଏକ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ। ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହିତ,!-->…