ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ରାଈକିଆ : କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ବ୍ଲକ ପରିସରରେ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହି ଯୋଜନାର ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଥିଲା।

ଲୋ ଭୋଲ୍ଟେଜ ସମସ୍ୟାକୁ ନେଇ ରାସ୍ତା ଅବରୋଧ

ଉମରକୋଟ /ରାଇଘର : ଲୋ ଭୋଲ୍ଟେଜ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗତ ୨୧ ତାରିଖଦିନ ୪୦ ନଂ ଜାତୀୟ ରାଜପଥ ଉମରକୋଟ ଓ ରାଇଘର ରାସ୍ତା ଅବରୋଧ କରି ଅଖ ଚଖ ବନ୍ଦ କରିଥିଲେ | କିନ୍ତୁ ଗୋଟିଏ ସପ୍ତାହ ନ ପୁରିନୁ ପୁଣି ଆଜି ପାଞ୍ଚୋଟି ପଂଚାୟତର ଚାଷୀକୁଳ ଆନ୍ଦୋଳନକୁ ଓଲ୍ଲେଇ ଉମରକୋଟ ରୁ

ଅନ୍ୱେଷା ଅନ୍ତେବାସୀ ପରିବାରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ଅଗ୍ନିପୁର ପଞ୍ଚାୟତ ର ଟିର୍ଲି ଆମ୍ବଗୁଡା ସ୍ଥିତ ଅନ୍ୱେଷା ଅନ୍ତେବାସୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ନବରଙ୍ଗପୁର ଗୌରୀଶଙ୍କର ମାଝି, ସମ୍ମାନିତ ଅତିଥି ଭାବେ ଅଗ୍ନିପୁର ପଞ୍ଚାୟତର ସରପଞ୍ଚ

ରାଜକବି କୃଷ୍ଣସିଂହ ଜୟନ୍ତୀ ଆସିକା ଠାରେ ପାଳିତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଆସିକା ଠାରେ ରାଜକଵି କୃଷ୍ଣସିଂହ ଜୟନ୍ତୀ ମହାସମାହରେ ପାଳିତ ହୋଇଯାଇଛି। ସ୍ଥାନୀୟ କୃଷ୍ଣସିଂହ ସାହିତ୍ୟ ପରିଷଦ ର ୮୧ ତମ ପ୍ରତିଷ୍ଠା ଦିବସ ଓ ରାଜକବି କୃଷ୍ଣସିଂହ ଜୟନ୍ତୀ ପରିଷଦ ର ସଭାପତି ପ୍ରଫେସର ମେଜର ରମାରମଣ ପାଢ଼ୀ ଅଧକ୍ଷତାରେ ଏହି

ଚିତ୍ରକୋଣ୍ଡା ଏସଏସଡି ହାଇସ୍କୁଲର ବାର୍ଷିକ ଉତ୍ସବ ଆଡମ୍ବର ସହ ପାଳିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ ଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିମେଳା ଜଳ ବିଦ୍ୟୁତ

ରାୟଗଡ଼ା ଜିଲ୍ଲା ସିଆରପି ସିଏମ ଆସୋସିଏସନ୍ ର ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

ରାୟଗଡ଼ା : ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଅଲ୍ ଓଡିଶା ସିଆରପି ସିଏମ ଆସୋସିଏସନ୍ ରାୟଗଡା ଜିଲ୍ଲାର ଏକ ସାଧାରଣ ସଭା ରାୟଗଡ଼ା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ଯ ଅତିଥି ରୁପେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ଯ ଉପସଭାପତି ଶ୍ରୀ

ଉଦଘାଟିତ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା

ଚିକିଟୀ -- ଏହି ବ୍ଲକରେ ଆଜି ଓଡିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ଅନ୍ତ୍ୟୋଦୟ ଗୃହ ନିର୍ମାଣ ସକାଶେ କାର୍ଯ୍ୟାଦେଶ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ କର କମଳରେ ବଣ୍ଟନ କରଯାଇଥିଲା l ପ୍ରଥମେ ରାଜ୍ୟର କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଠାରେ ଏହି ଯୋଜନାର

ଵାସନ୍ତିକ ଦୁର୍ଗୋତ୍ସଵ ପାଇଁ ମାଁ ରାମଚଣ୍ଡୀ ଙ୍କ ପୀଠ ଚଳଚଞ୍ଚଳ

🚩ଜୟ ମାଁ ରାମଚଣ୍ଡୀ 🚩 ଛତ୍ରପୁର : ଚଳିତ ବର୍ଷ ସମସ୍ତ ଦେବୀ ପୀଠ ମାନଙ୍କରେ ଚୈତ୍ରନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି l ଏହି ନବରାତ୍ରୀ ପୂଜାକୁ ଵାସନ୍ତିକ ଦୁର୍ଗୋତ୍ସଵ ମଧ୍ୟ୍ୟ କୁହାଯାଏ l ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରୀପୁର ଠାରେ ଅବସ୍ଥିତ ପ୍ରସିଦ୍ଧ

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ : ଷଷ୍ଠଥର ଭାବେ ସଭାପତି ନିର୍ବାଚିତ ହେଲେ ପ୍ରଦୀପ

ଛତ୍ରପୁର : ଛତ୍ରପୁର ଓକିଲସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ ମତଦାନ ହେବା ସହିତ ଫଳାଫଳ ଘୋଷାଣ ହୋଇଯାଇଛି । ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ପ୍ରଦୀପ କୁମାର ପାଢୀ ଓ ସଞ୍ଜୟ କୁମାର

ଆଶାରାମକୁ ମିଳିଲା ୯୦ ଦିନ ଜାମିନ

ଶାହଜହାଁପୁର: ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡାଦେଶ ଭୋଗୁଥିବା ଆଶାରାମ ବାପୁଙ୍କ ଜାମିନ ଅବଧି ଆଉ ୩ ମାସ ବଢିଛି। ଫଳରେ ପୀଡ଼ିତାଙ୍କ ପିତା ପରିବାରର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ପିତା କହିଛନ୍ତି ତାଙ୍କ ପରିବାର ନିମନ୍ତେ ଏବେ ବିପଦ ବଢ଼ି ଯାଇଛି।