Sign in
Sign in
Recover your password.
A password will be e-mailed to you.
ଭାରତ ନିର୍ମାଣ କରୁଛି ଏହି ଶକ୍ତିଶାଳୀ ମିସାଇଲ ଡିଫେନ୍ସ ସିଷ୍ଟମ
ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷରେ ନିକଟରେ ଶେଷ ହୋଇଥିବା ଅପରେସନ ସିନ୍ଦୂର ଓ ପରବର୍ତ୍ତୀ ସଂଘର୍ଷରେ ଭାରତୀୟ ବାୟୁ ସୁରକ୍ଷା ପ୍ରଣାଳୀ ନିଜର ଦକ୍ଷତା ଦେଖାଇଥିଲା । ରୁଷ ନିର୍ମିତ ଏସ-୪୦୦ ସମେତ ସ୍ବଦେଶୀ ଆକାଶତୀର ସିଷ୍ଟମ ପାକିସ୍ତାନୀ ରକେଟ ଓ ଡ୍ରୋନକୁ ଆକାଶରେ ହିଁ ଧ୍ବଂସ କରି ଦେଶକୁ!-->…
ଏଣିକି ରଥ ଉପରକୁ ମୋବାଇଲ ନେଲେ କେବଳ ସିଜ୍ ନୁହେଁ ବରଂ ଫୌଜଦାରୀ ମାମଲା ହେବ
ପୁରୀ: ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକଙ୍କ କଡ଼ା ଟିପ୍ପଣୀ। ରଥଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେନି। ସେହିପରି ରଥ ଉପରକୁ ସେବାୟତ ନେଇପାରିବେନି ମୋବାଇଲ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ।
ସମସ୍ତଙ୍କୁ ରଥ ଉପରେ!-->!-->!-->…
ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର, ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କା ପୁରସ୍କାର
ରାଉରକେଲା : ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର । ପୋଲିସ ଗୁଳିରେ ଝାଡ଼ଖଣ୍ଡ ଲାତେହାରରେ ମାଓ କମାଣ୍ଡର ମନୀଷ ଯାଦବ ମୃତ। ଆଉ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଓବାଦୀଙ୍କ ଉପରେ ଥିଲା 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । ମୃତ ମନୀଷ ଉପରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା!-->…
ପୁଣି ମଣିପୁର ଅଶାନ୍ତ: ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି, ୫ ଆହତ
ଇମ୍ଫାଲ: ରାଜଭବନ ଅଭିମୁଖେ ଯିବାବେଳେ ଇମ୍ଫାଲରେ ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଏହି ଧସ୍ତାଧସ୍ତିରେ ୫ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ରାଜ୍ୟପାଳଙ୍କ ବିବୃତିକୁ ନେଇ ତାତିଲେ ମେତେଇ। ଆଲୋଚନା ପାଇଁ ମେତେଇ ଟିିମ ଆଜି ନୂଆଦିଲ୍ଲୀ ଯିବ ଏବଂ!-->…
ଓଲଟିଲା ସ୍ପିଡ୍ବୋଟ୍; ଅଳ୍ପକେ ବର୍ତ୍ତିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ
ପୁରୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ଏବଂ ଭାଉଜ ଅର୍ପିତା ଗାଙ୍ଗୁଲି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁରୀରେ ଗଭୀର ସମୁଦ୍ର ଜଳରେ ସ୍ପିଡ୍ବୋଟର ମଜା ନେଉଥିବା ବେଳେ ଏହା ହଟାତ୍ ଓଲଟି ପଡ଼ିଥିଲା।
ସୂଚନା!-->!-->!-->…
ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି!-->…
ପାକିସ୍ତାନ ହେବ ଖଣ୍ଡ ଖଣ୍ଡ!: ବେଲୁଚିସ୍ତାନ ପିଓକେ ହେବ ଅଲଗା
ଇସଲାମାବାଦ: ଅପରେସନ ସିନ୍ଦୂର କେବଳ ପାକିସ୍ତାନ ସେନାକୁ ଏକ ବଡ଼ ପରାଜୟ ଦେଇନାହିଁ, ବରଂ ପାକିସ୍ତାନକୁ ଭିତରରୁ ଭାଙ୍ଗି ଦେଇଛି। ପ୍ରକୃତରେ, ଅସୀମ ମୁନିରଙ୍କ ବିଫଳ ସେନାର ଫମ୍ପା ଶକ୍ତି ବିଶ୍ୱ ସମ୍ମୁଖରେ ପ୍ରକାଶ ପାଇଛି। ଏବେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ସ୍ୱାଧୀନତା ପାଇଁ ବିଦ୍ରୋହ!-->…
ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୬ତମ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ
ଭୁବନେଶ୍ୱର : ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ଜୟପୁରସ୍ଥିତ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।
ରାଜସ୍ଥାନ ରାଜ୍ୟପାଳ ହରିଭାଉ କିଶନରାଓ ବାଗଡେ ଶ୍ରୀ ସାମନ୍ତଙ୍କୁ ଏହି!-->!-->!-->…
ଦେଶରେ ହଜାରେ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ; ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳ ସୁଦ୍ଧା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି ବୋଲି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେରଳ, ତାମିଲନାଡୁ, ତେଲେଙ୍ଗାନା, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂଖ୍ୟା ଅଧିକ ବୋଲି!-->…
ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ୨୭ ରୁ ୩୦ ଯାଏ ହୋଇପାରେ ପ୍ରବଳରୁ ଅତି ବର୍ଷା
ଭୁବନେଶ୍ୱର : ଆସୁଛି ଲଘୁଚାପ । ୨୭ ରୁ ୩୦ ଯାଏ ପ୍ରବଳରୁ ଅତି ବର୍ଷା ସମ୍ଭାବନା । ୨୯ ରୁ ୧ ଯାଏ ବର୍ଷା ସହ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତାକଲି ଅର୍ଥାତ୍ ୨୭ ତାରିଖ ରେ ପଶ୍ଚିମ!-->…