Sign in
Sign in
Recover your password.
A password will be e-mailed to you.
୧୦୦୦ବର୍ଷ ପୁରୁଣା ମନ୍ଦିରକୁ ଯାଇ ପୂଜା କଲେ ବିରୁଷ୍କା
ନୂଆଦିଲ୍ଲୀ: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ପରେ ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟକୁ ମଧ୍ୟ ଅଲବିଦା କହିଛନ୍ତି। ଲଗାତାର କ୍ରିକେଟ ଖେଳିବା ପରେ ଏବେ ଅବସର ସମୟରେ ସେ ନିଜ ପରିବାରକୁ ସମୟ ଦେଉଥିବା ଦେଖାଯାଉଛନ୍ତି। ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ବିଭିନ୍ନ!-->…
ଦେବୋତ୍ତର ଅଧୀନକୁ ଗଲା ଫତେଗଡ଼ ଶ୍ରୀରାମ ମନ୍ଦିର
ଭୁବନେଶ୍ୱର: ନୟାଗଡ଼ ଜିଲା ଫତେଗଡ଼ ମୌଜାରେ ଥିବା ଶ୍ରୀରାମ ମନ୍ଦିର ଦେବୋତ୍ତର ବିଭାଗ ଅଧୀନକୁ ଆସିଛି। ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏଠାରେ ଶ୍ରୀରାମ ମନ୍ଦିରରେ ମର୍ୟ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ମୂର୍ତ୍ତିର!-->…
ପାକିସ୍ତାନର ପ୍ରତିଛବି ସୁଧାରିବାକୁ ଚେଷ୍ଟା କରୁଥିଲେ ଜ୍ୟୋତି
ନୂଆଦିଲ୍ଲୀ: ହରିୟାଣାର ହିସାରର ବାସିନ୍ଦା ଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଅପରେସନ ସିନ୍ଦୂର ପରେ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଛି।
ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଜ୍ୟୋତି ପାକିସ୍ତାନର ଲୋକପ୍ରିୟ ୟୁଟ୍ୟୁବର ଜୀଶାନ ହୁସେନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ସେମାନେ!-->!-->!-->…
‘ସମ୍ବଲପୁରକୁ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ’
ସମ୍ବଲପୁର: ରବିବାର ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।
!-->!-->!-->…
ଇନ୍ଫୋଭ୍ୟାଲି ଅଞ୍ଚଳରେ ଗୁଳିକାଣ୍ଡ ଘଟଣା, ଏମ୍ସ ହସ୍ପିଟାଲରେ ଆହତ
ଭୁବନେଶ୍ୱର : ଇନ୍ଫୋଭ୍ୟାଲି ଅଞ୍ଚଳର ଗୁଳିକାଣ୍ଡ ଘଟଣା । ପିତାପଲ୍ଳୀ ରାସ୍ତାରେ ରୋଡ ରେଜକୁ ନେଇ ଗୁଳି ଚାଳନା ହୋଇଚି । ଗୁଳି କାଣ୍ଡରେ ଆହତ ହୋଇଛନ୍ତି ଦୀପକ ଏବଂ ଗଣ୍ଡଗୋଳରେ ଆହତ ହୋଇଛନ୍ତି ତାଙ୍କ ଭାଇ ।
ଗତକାଲି ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିବା ବେଳେ ରାତିରେ ଗୁଳି ଫୁଟାଇଥିଲେ ।!-->!-->!-->…
ଅପରେସନ ସିନ୍ଦୂରକୁ ଅପରେସନ ବ୍ଲୁ ଷ୍ଟାର କହିଦେଲେ କଂଗ୍ରେସ ନେତ୍ରୀ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ଭାରତୀୟ ସୁରକ୍ଷା ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନ ଏବଂ ଆତଙ୍କବାଦୀମାନଙ୍କୁ ଏପରି ଏକ ଶିକ୍ଷା ଦେଇଥିଲା ଯାହାକୁ ସେମାନେ ବର୍ଷ ବର୍ଷ ଧରି ଭୁଲିପାରିବେ ନାହିଁ। ତେବେ ବିରୋଧୀ କଂଗ୍ରେସ ଏହି ଅପରେସନ୍ ବିଷୟରେ ସରକାରଙ୍କୁ!-->…
ସନ୍ଧ୍ୟା ୫ଟା୩୦ ପୂର୍ବରୁ ଅଫିସ ଛାଡିପାରିବେନି ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀ
ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । ସାଢ଼େ ୫ଟା ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନେ ସକାଳ ୧୦ଟା ସମୟରେ ଅଫିସ ଆସିବେ ଆଉ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ ଛାଡ଼ି!-->…
ତେଜପ୍ରତାପଙ୍କୁ ୬ ବର୍ଷ ପାଇଁ ନିଲମ୍ବନ କଲେ ଆରଜେଡି ସୁପ୍ରିମୋ
ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରବିବାର ଲାଲୁ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ!-->…
ଚାଲିଛି ରଥନିର୍ମାଣ କାର୍ଯ୍ୟ, ୩ ରଥର ୩୬ଟି ଚକ ନିର୍ମାଣ ଶେଷ
ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ୩ ରଥର ୩୬ଟି ଚକ ନିର୍ମାଣ ଶେଷ ହୋଇଛି । ଏହାସହ ୧୪ ନାହାକ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ଚକ ତୁମ୍ବରେ ସିଙ୍ଗଡା ବାଡିଆ ଶେଷ ହୋଇ ସିଙ୍ଗଡା କଟା ପରେ ଅର ମୁଖସାଲ ଶେଷ ହୋଇଛି । ଏହାସହ ପଇବିନ୍ଧ!-->…
କଟକ ଚୌଦ୍ବାର ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା
କଟକ: କଟକ ଚୌଦ୍ଵାର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଜେଲ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କଏଦୀ ଜଣକଙ୍କ ପରିଚୟ ହେଉଛି ଟାଙ୍ଗୀ ଜରିପଡ଼ାର ବିଷ୍ଣୁପ୍ରସାଦ ସ୍ବାଇଁ । ସେ ହତ୍ୟା ମାମଲାରେ ଜେଲରେ ଥିଲେ ବୋଲି ସୂଚନା!-->…