ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦେଲେନାହିଁ ବାଚସ୍ପତି

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ଅଭିଯୋଗ କରିଛନ୍ତି ଯେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଗୃହରେ କହିବାକୁ ଦେଇନଥିଲେ। ମହାକୁମ୍ଭ ଏବଂ ବେକାରୀ ପ୍ରସଙ୍ଗରେ ସେ କିଛି କହିବାକୁ ଚାହୁଁଥିଲେ ବୋଲି ଗାନ୍ଧୀ କହିଛନ୍ତି।ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଦୁଷ୍କର୍ମ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ :ଡେସ୍କ: ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ରୋକ ଲଗାଇବା ସହ ଏହି ରାୟ ସମ୍ବେଦନଶୀଳତାର ଅଭାବ ଦର୍ଶାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶରେ କୁହାଯାଇଛି ଯେ ସ୍ତନ ସ୍ପର୍ଶ କରିବା କିମ୍ବା ପାଇଜାମାର ଡୋର ଖୋଲିବା ଭଳି କାର୍ଯ୍ୟ

ବୁଲାଗୋରୁଙ୍କ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ, ରାସ୍ତାରେ ଚାଲିଚାଲି ବୁଝିଲେ ସମସ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ପୁରା ଆକ୍ସନ ମୋଡରେ ଦେଖିବାକୁ ମିଳିଛି। ଦିଲ୍ଲୀର ସଡ଼କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ହଠାତ ଅଟକିବା ପରେ ତାଙ୍କୁ ଚାଲି ଚାଲି ଯିବାର ଦେଖିବାକୁ ମିଳିଥିଲା। ପୀତମପୁରାରେ ରେଖା ବିକାଶକାର୍ଯ୍ୟର ସମୀକ୍ଷା କରିଥିଲେ।

ଗରିବ କଏଦୀଙ୍କୁ ବଡ଼ ଆଶ୍ୱସ୍ତି: ସରକାର ଦେଉଛନ୍ତି ଜରିମାନା, ୬୦ କୋଟି ଟଙ୍କାର ବ୍ୟବସ୍ଥା

ନୂଆଦିଲ୍ଲୀ: ଜରିମାନା କିମ୍ବା ଜାମିନ ଟଙ୍କା ଦେଇ ନ ପାରିବା କାରଣରୁ ଜେଲ୍ ଦଣ୍ଡ ପୂରଣ କରିବା ସତ୍ତ୍ୱେ ଜେଲ୍‌ରୁ ମୁକ୍ତ ହୋଇପାରି ନଥିବା ଗରିବ କଏଦୀମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ଗରିବ କଏଦୀମାନଙ୍କୁ

ଉପ ସାଧାରଣ ସମ୍ପାଦକ ଜାତୀୟ ଷ୍ଟିଅରିଂ କମିଟିକୁ ଉନ୍ନୀତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଟିପିଏସଡିଏଲ୍ ଉପଖଣ୍ଡ ଅଧିକାରୀ ଇଂ ସୁନୀଳ କୁମାର ସ୍ୱାଇଁ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ଉପ ସାଧାରଣ ସମ୍ପାଦକ ଜାତୀୟ ସ୍ତରୀୟ ଷ୍ଟିଅରିଂ କମିଟିକୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ଭୁବନେଶ୍ବର ଠାରେ ଅନୁଷ୍ଠିତ ଅଖିଳ ଭାରତ ବିଦ୍ୟୁତ୍ କର୍ମଚାରୀ ମହାସଂଘ

ଯାତ୍ରୀବାହୀ ଅଟୋ ପଛକୁ ଧକ୍କା ଦେଲା ମୋ ବସ୍, ଅଟୋଚାଳକ ସମେତ ୪ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭କେ ୬୯୮୧) ପଛକୁ ମୋ ବସ୍ (ଓଡି୩୨କେ ୧୯୫୭) ଧକ୍କା ଦେଇଛି। ଦୂର୍ଘଟଣାରେ ଅଟୋ ଚାଳକ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅଟୋ ଚାଳକ ରଘୁନାଥପୁର ଗ୍ରାମର ଜି. ଆନନ୍ଦ

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ

ରାଇକିଆରେ ବ୍ଲକ୍ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମଣ୍ଡାସର ଛକ ଓ ଦୀଗୀ ଛକ ଠାରେ ଜଳ ବିଭାଜିକା ମହୋତ୍ସବ ଓ ୱାଟର ସେଡ ଯାତ୍ରା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବିଭାଗ ତରଫରୁ ଚାଷୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ, ଏହାର ସଫଳତା, ପ୍ରଚାର ପ୍ରସାର ଓ ସଚେତନତା ଉଦ୍ଧେଶ୍ୟରେ ଆୟୋଜିତ ଏହି

ରାଇକିଆ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରାମମୁଣ୍ଡା ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଦିନାର ସିଂ ଦିଗାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘ ସାଧାରଣ ସମ୍ପାଦକ ରମାକାନ୍ତ ଦିଗାଳ ବିବରଣୀ ପାଠ କରିଥିବାବେଳେ

ଖାଦ୍ୟ ଆୟୋଗ କମିଟିର ଚିତ୍ରକୋଣ୍ଡା ଗସ୍ତ…

ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲ୍ଲାରେ ରାଜ୍ୟ ଖାଦ୍ୟ ଆୟୋଗର କମିଟି ସଦସ୍ୟଙ୍କ ଚିତ୍ରକୋଣ୍ଡା ସମିତି କୁ ଗସ୍ତ କରିଛନ୍ତି । ଏହି ଗସ୍ତରେ ସେମାନେ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି, ଆଶ୍ରମ ବିଦ୍ୟାଳୟ, ସେବା ଆଶ୍ରମ ଓ ଛତୁଆ ମିଶ୍ରଣ କେନ୍ଦ୍ର କୁ ଗସ୍ତ କରିଥିଲେ। ସେମାନେ ପ୍ରଥମେ ssd