ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କୋର୍ଟରେ ହାଜର ହେଲା ପୁଞ୍ଜିଲାଲ

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଆଜି ହେବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ବୟାନ ରେକର୍ଡ । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । ପୂର୍ବ ତାରିଖରେ

ଆସନ୍ତାକାଲି ମହିଳାମାନେ ଘରେ ଜାଳନ୍ତୁ ସୁଭଦ୍ରା ଦୀପ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ସଶକ୍ତ ଓଡ଼ିଶା ଗଠନ

ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ବର: ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରାର ଆଉ ଏକ ପର୍ଯ୍ୟାୟ ଟଙ୍କା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି, ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଡିବିଟି ମାଧ୍ୟମରେ ପଠାଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ

ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଗୋମାତାଙ୍କ ପ୍ରବେଶ ପରେ ଗୃହ ପ୍ରବେଶ କରିଛନ୍ତି

ଆସନ୍ତା ମେ’ ମାସରେ ବାହାରିବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ବର: ଆଜି ଶେଷ ପରୀକ୍ଷା । ପରୀକ୍ଷା କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶେଷ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଆଜି ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ବଡ ଚିନ୍ତା, କେବେ ବାହାରିବ ଫଳାଫଳ । ତେବେ ଏନେଇ ପରୀକ୍ଷା ସରୁ ସରୁ

ଓଡ଼ିଶା ମାଟ୍ରିକ୍ ପରୀକ୍ଷା: କେଉଁ କାରଣରୁ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଲା କହିଲେ ମାଧ୍ୟମିକ ଶିକ୍ଷା…

କଟକ: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ଓଡ଼ିଶା ଗୁରୁବାର ନିଶ୍ଚିତ କରିଛି ଯେ, ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର ବିଜ୍ଞାନ ପ୍ରଶ୍ନପତ୍ରରେ କମ୍ପ୍ୟୁଟର ଭାଇରସ୍ କାରଣରୁ ଭୁଲ୍ ହୋଇଥିଲା, ଯାହା ଫଳରେ ଚାରି ମାର୍କକୁ ନେଇ ସମସ୍ୟା ଦେଖାଦେଇଥିଲା।କମ୍ପ୍ୟୁଟର ଭାଇରସ ଯୋଗୁ ଏହି ଭୁଲ ଘଟିଥିବା

ସ୍କୁଲର ରଙ୍ଗ ବଦଳାଯିବ ନାହିଁ, କେବଳ ବିଜେଡିର ରଙ୍ଗ ହଟାଯିବ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍କୁଲ କୋଠା ରଙ୍ଗ ଯୋଜନାରେ ସାମ୍ପ୍ରତିକ ପରିବର୍ତ୍ତନ ସମ୍ପର୍କରେ ନିଜର ମତାମତ ପ୍ରକାଶ କରି ଗୁରୁବାର ଦିନ ଏକ ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। ମନ୍ତ୍ରୀ ଗଣ୍ଡ କହିଛନ୍ତି ଯେ, ସ୍କୁଲର ରଙ୍ଗ ପରିବର୍ତ୍ତନ

ପୁଣି ଲେଉଟିଲା ଶୀତ: ଦିନରେ ତାପମାତ୍ରା ୩୧ ଡିଗ୍ରି ରାତିରେ ୮ ଡିଗ୍ରି

ଘୁ.ଉଦୟଗିରି: ଚଳିତ ମାସ ଆରମ୍ବରୁ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବା ସହ ତାପମାତ୍ରା ଉପର ମୁଁହା ହୋଇ ପ୍ରବଳ ରୌଦ୍ରତାପ ଆରମ୍ଭ ହୋଇଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ କିନ୍ତୁ ଭିନ୍ନ ଏକ ପରିବେଶ ଅନୁଭୂତ ହେଉଛି।ଦିନରେ ପ୍ରବଳ ଖରା ହେଉଥିବାବେଳେ ରାତିରେ

ସ୍କୁଲ ର ୫୦ ବର୍ଷ ଫୁର୍ତ୍ତି ଅବସରରେ ବାର୍ଷିକଉତ୍ସବ ଓ ଆଲୁମିନି କାର୍ଯ୍ୟକ୍ରମ ପାଳିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ ଦାନିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତୀ ଅବସରରେ ଆମ ସଂସ୍କୃତି ଓ ଆମ ଖେଳନା ଅନ୍ତର୍ଗତ ବାର୍ଷିକ ଉତ୍ସବ ଓ ଆଲୁମିନି ଅଭିନନ୍ଦନ କାର୍ଯ୍ୟକ୍ରମ ପାଳିତ କରାଯାଇଛି l ଏହି ସଭାରେ ସଭାପତି ଭାବରେ

ଆସନ୍ତାକାଲି ୧୪ ନୂଆ ପୁଲିସ ଷ୍ଟେସନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବ୍ୟାପୀ ୧୪ଟି ନବନିର୍ମିତ ପୁଲିସ ଷ୍ଟେସନର ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଉଦ୍‌ଘାଟନ ଉତ୍ସବ ଆସନ୍ତାକାଲି, ଶୁକ୍ରବାର ୭ ମାର୍ଚ୍ଚ ୨୦୨୫, ପୂର୍ବହ୍ନ ୧୧:୩୦ ସମୟରେ ଏକ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହେବ।ଏହି ପଦକ୍ଷେପ ରାଜ୍ୟ