ଦୁର୍ଘଟଣାର ଶିକାର ପରେ କାର୍ଯ୍ୟକ୍ରମରେ ସାମିଲ ହୋଇ କଥା ରଖିଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ କୌଣସି ପ୍ରକାର ଆଘାତ ଲାଗିନାହିଁ। ପ୍ରକାଶିତ ରିପୋର୍ଟ ଅନୁସାରେ,

ମହାପ୍ରଭୁୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ‘ଅମୃତ ଅନ୍ନ’

ପୁରୀ: ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ। ଗୁରୁବାର ମଧ୍ୟାହ୍ନ ଧୂପରେ ଭୋଗ ଲାଗିଲା ଅମୃତ ଅନ୍ନ। ସୁଆର ମହାସୁଆର ନିଯୋଗ ପାଞ୍ଚ ପ୍ରକାର ଜୈବିକ ଚାଉଳ ପାଇବା ପରେ ପ୍ରସ୍ତୁତ ହୋଇଥିଲା ଅମୃତ ଅନ୍ନ। ଝିଲି, ଗୋବିନ୍ଦ ଭୋଗ, କଳାଜିରା, ପଦ୍ମକେଶରୀ, ୧୦୧୪

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

କଟକ: ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଏଥିଲାଗି ସକାଳ ସାଢ଼େ ୭ଟା ବେଳୁ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ

ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଚୋରି…

ନୟାଗଡ଼: ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ସୁନା ଓ ରୂପା ଅଳଙ୍କାର ସମେତ ହୁଣ୍ଡିରୁ ଟଙ୍କା ଲୁଟ ଅଭିଯୋଗ ଆସିଛି । ଲୁଟେରା ମାନେ ଠାକୁରଙ୍କର ଗର୍ଭଗୄହରେ ପଶି ରତ୍ନ ସିଂହାସନ ଉପରେ ଚଢ଼ି ତିନି ଠାକୁର ପିନ୍ଧିଥିବା କିରଟି ଓ ନାକଚଣା କୁ ନେବା ସହିତ ମନ୍ଦିର ଭିତରେ ଥିବା ହୁଣ୍ଡି ତାଲା ଭାଙ୍ଗି

କାଗଜ କଲମରେ ହିଞ୍ଜିଳି ରେ ମଣ୍ଡି:ଧାନ କିଣାବିକାରେ ଚାଲିଛି ମିଥ୍ୟା ଏଣ୍ଟ୍ରି…

ହିଞ୍ଜିଳିକାଟୁ ୨୧!୨ ହିଞ୍ଜିଳିକାଟୁ ବ୍ଲକ୍ ରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ବହୁବିଧ ସମସ୍ୟାରେ ଛନ୍ଦି ହୋଇ ସମସ୍ୟା ଅଧିକ ଜଟିଳ ହୋଇ ପଡ଼ିଛି। ଏଠାରେ ରହିଥିବା ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ

ଆସିକା ଅଞ୍ଚଳ ରେ ଥିବା ବେଆଇନ ପୋଡ଼ା ଇଟା ଭାଟି ରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଛି କିଏ ……?

ରାଜସ୍ୱ ବିଭାଗ ଓ ପୋଲିସ ନାଁ ରେ ହେଉଛି ଆଦାୟ……! ବ୍ରହ୍ମପୁର : ଆସିକା ଅଞ୍ଚଳରେ ବେଆଇନ ଭାବେ ମାଳ ମାଳ ଇଟାଭାଟି ଥିଲେ ମଧ୍ୟ ପ୍ରଶାସନ ଧୃତରାଷ୍ଟ୍ର ସାଜିଛି।ପରିବେଶ ପ୍ରଦୂଷଣ କାରୀ ପୋଡା ଭାଟି ଇଟାକୁ ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ ଜିଟି) ବେଆଇନ ଘୋଷଣା କରି ରୋକ୍ ଲଗାଇବା ପାଇଁ

ତେନ୍ତୁଳିଖୁଣ୍ଟିରୁ କଳାହାଣ୍ଡି ଯୋଡୁଥିବା ରାସ୍ତାରେ ଡୁଲୁଘାଟି ଠାରେ ଅଟୋ ଦୁର୍ଘଟଣା, ୧୦ ଆହତ

ତେନ୍ତୁଳିଖୁଣ୍ଟି,୨୦/୨ ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ପଂଚାୟତ ସୀମାନ୍ତ ଡୁଲୁଘାଟି ରାସ୍ତାରେ ଆଜି ମାଧ୍ୟାହ୍ନ ରେ ଅଟୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ! ଏଥିରେ ୧୦ ଜଣ ଆହତ ହୋଇଛନ୍ତି ! ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି

ସାଂସଦଙ୍କ ଅଭିଯୋଗ ଶୁଣାଣୀ

ଉମରକୋଟ /ବେହେଡ଼ା :- (୨୦/୦୨/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ର ବେହେଡ଼ା ଅନ୍ତର୍ଗତ ନୂଆଗୁଡା ଠାରେ ନବରଙ୍ଗପୁର ସାଂସଦ ଶ୍ରୀ ଯୁକ୍ତ ବଳଭଦ୍ର ମାଝୀ ଆଜି ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କରିଥିଲେ। ଏହି ସଭାରେ ସ୍ଥାନୀୟ ଅଂଚଳର ସୁବିଧା ଅସୁବିଧା ପାଇଁ ଲୋକ ମାନେ ଲିଖିତ ଅଭିଯୋଗ କରିଥିଲେ।

ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି