Sign in
Sign in
Recover your password.
A password will be e-mailed to you.
ରାୟଗଡ଼ା ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ
ରାୟଗଡ଼ା : ରାୟଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଳାପାଳ!-->!-->!-->…
ବାଲିଗୁଡାରେ ଜାତୀୟ ପାଞ୍ଚୟତରାଜ ଦିବସ ଫିକା ପଡିଲା : ଯୋଗ ଦେଲେନି ଲୋକ ପ୍ରତିନିଧି, ଖାଲି ପଡିଲା ଚେୟାର
ବାଲିଗୁଡା ,ତା, ୨୪/୦୪: ରାଜ୍ୟରେ ସରକାର ବଦଳିବା ପରେ ଜାତୀୟ ପଞ୍ଚାୟତ ରାଜ ଦିବସ କୁ ରାଜ୍ୟ ସ୍ତରରେ ୩୧୪ ବ୍ଲକ ଓ ବିଭିନ୍ନ ପଞ୍ଚାଯତ ସ୍ତରରେ ଏହାକୁ ପାଳନ ଧୁମ ଧାମରେ କରାଯାଇ ଥିଲା। କିନ୍ତୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଆୟୋଜିତ କାର୍ଯ୍ୟକ୍ରମ ରେ!-->…
ଜାତୀୟ ନାଟ୍ୟ ଉତ୍ସବ “ପୂର୍ବରଙ୍ଗ”ର ତୃତୀୟ ସଂଧ୍ୟା
ବ୍ରହ୍ମପୁର : ଜାତୀୟ ନାଟ୍ୟ ଉତ୍ସବ "ପୂର୍ବରଙ୍ଗ"ର ତୃତୀୟ ସନ୍ଧ୍ୟା ନାଟକ"ସାଉଁଟା କହିଲା କନ୍ୟା ସନ୍ତାନର ଯତ୍ନ ଓ ସୁରକ୍ଷା କଥା । ବିଧାତାଙ୍କ ସୃଷ୍ଟିରେ ନାରୀ ଏକ ଅନନ୍ୟ ଓ ଅନୁପମ ସୃଷ୍ଟି । କଇଁ ଫୁଲଟିଏ ପରି ସେ ସୁନ୍ଦର ଯେମିତି ଆକର୍ଷଣୀୟ ବି ସେମିତି । ନାରୀ ଟିଏ ଆଜିର ଦୁନିଆରେ!-->…
ସୀମାନ୍ତରେ ଜାରି ରହିଛି ବଡଧରଣର ମାଓ ଦମନ ଅଭିଯାନ, ଗୁଳି ବିନିମୟରେ ୫ ମାଓବାଦୀ ନିହତ, ଜବତ ହେଲାଣି ଶତାଧିକ ବୋମା
ମାଲକାନଗିରି, ୨୪।୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଓ ତେଲେଙ୍ଗାନା ସୀମାରେ ବଡ ଧରଣର ମାଓ ଦମନ ଅଭିଯାନ ଜାରି ରହିଥିବା ବେଳେ ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ ମାଓବାଦୀ ନିହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଛତିଶଗଡ ଓ!-->…
ଆତଙ୍କବାଦୀ ଦ୍ବାରା ହିନ୍ଦୁ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଲା ହିନ୍ଦୁ ସଙ୍ଗଠନ
ମାଲକାନଗିରି, ୨୪।୪ : କାଶ୍ମୀରରେ ଆତଙ୍କବାଦୀ ମାନେ ହିନ୍ଦୁ ମାନଙ୍କୁ ହତ୍ୟା କରିଥିବା ପ୍ରତିବାଦରେ ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ ବନ୍ଦ ପାଳନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ବିଭିନ୍ନ ହିନ୍ଦୁ ସଂଗଠନ ଡାକରା ଦେଇଛନ୍ତି। ଜନସାଧାରଣ ତଥା ସମସ୍ତ ସନାତନୀ ବନ୍ଧୁ!-->…
ଚିକିଟୀରେ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟୀ ଗଡ଼ ଠାରେ ସାଇ ବାବା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଯାଇଛି। ଏହା ଚଳିତ ବୈଶାଖ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଇଂରାଜୀ ତାରିଖ ୨୧ ସୋମବାର ଠାରୁ ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ବ୍ୟାପୀ ଏହି ପ୍ରତିଷ୍ଠା ଉତ୍ସବ ୨୪ ତାରିଖ!-->…
ୱିପ୍ରର ସହାୟତାରେ ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ମାତ୍ରେ ରାଜ୍ୟ ରେ ରକ୍ତର ଅଭାବ ଦେଖା ଗଲାଣି । ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି । ଏହି ପରି ସମୟ ରେ ଓଡ଼ିଶା ରକ୍ତଦାତା ମହାସଂଘ ଆଗେଇ ଆସିଛି ରକ୍ତଦାନ ଶିବିର ଆୟୋଜନ କରି କିଛକାଂଶରେ ଲାଘବ!-->…
ପଞ୍ଚାୟତିରାଜ ଦିବସରେ ଚେୟାର ଫାଙ୍କା: ପଞ୍ଚାୟତ ଜନପ୍ରତିନିଧି ଓ ପ୍ରତିନିଧିଙ୍କ ସଭା ବର୍ଜ୍ଜନ
ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ରାଜ୍ୟ,ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହାକୁ ଅଧିକ ସଫଳ କରିବା ପାଇଁ ହିଞ୍ଜିଳିକାଟୁ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ବ୍ୟବସ୍ଥା କରା ଯାଇଥିଲା। ପ୍ରଶାସନିକ!-->…
ବେଆଇନ ବାଲି ଚାଲାଣ କରି ଗିରଫ ହେଲେ ଆସିକା ନଳବଣ୍ଟା ସମିତି ସଭ୍ୟ….
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲାଇଫ ଲାଇନ ରୂପେ ପରିଚିତ ଋଷିକୂଲ୍ୟା ନଦୀ ବନ୍ଧକୁ ଚୋରା ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ କାଟି ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇ ଅସୁଥିଲା। ଆସିକା ଥାନା ଇଲାକାର ନଳବଣ୍ଟା ଠାରେ ପ୍ରବାହିତ ଋଷିକୂଲ୍ୟା ନଦୀବନ୍ଧ କୁ କାଟି ନଳବଣ୍ଟା ଗ୍ରାମର ସମିତି!-->…
ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ
ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି!-->…