Sign in
Sign in
Recover your password.
A password will be e-mailed to you.
ଟାର୍ଗେଟରେ ଥିଲେ ଯବାନ: ବିସ୍ଫୋରକ ସହ ଧରାପଡ଼ିଲେ ମାଓବାଦୀ
ମାଲକାନଗିରି : ଛତିଶଗଡ଼ ସୁକ୍ମା ଜିଲା ପୋଲିସ ବିସ୍ଫୋରକ ସାମଗ୍ରୀ ସହ ଜଣେ ମାଓବାଦୀଙ୍କୁ ଗିରଫ କରିଛି। ସେ ହେଲେ ମୁଚାକି ଦେବା ।
ମାଓବାଦୀଙ୍କ ଉପସ୍ଥିତି ଖବର ପାଇ କୋଣ୍ଟା ପୋଲିସ ଓ ମୁରଲିଗୁଡା କ୍ୟାମ୍ପ ସିଆରପିଏଫ ଯବାନମାନେ ବେଲପୋଛା ଗ୍ରାମ ଅଭିମୁଖେ ସର୍ଚ୍ଚ ପାଇଁ ବାହାରିଥିଲେ।!-->!-->!-->…
କାନ୍ଦୁଛି ଚାଷୀ, କିଲୋ ଦୁଇ ଟଙ୍କାରେ ବିକ୍ରି ହେଉଛି ବିଲାତି
କେନ୍ଦୁଝର : କେନ୍ଦୁଝର ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ବିଲାତି ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରତ୍ୟେକ ବର୍ଷ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ ହେଁ କାୈଣସି ପ୍ରତିକାର କରାଯାଉନଥିବାରୁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି। ବଜାରରେ ଉଚିତ ମୂଲ୍ୟ ମିଳୁନଥିବାରୁ!-->…
ନାଗପୁରରେ ବାଂଲାଦେଶୀ ବିମାନର ଜରୁରୀକାଳୀନ ଅବତରଣ, ଅନ୍ୟ ଏକ ବିମାନରେ ଗଲେ ଯାତ୍ରୀ
ନାଗପୁର: ପ୍ରାୟ ୪୦୦ ଯାତ୍ରୀ ଥିବା ବାଂଲାଦେଶ ଏୟାରଲାଇନ୍ସ 'ବିମାନ ବାଂଲାଦେଶ'ର ଏକ ବିମାନ ବୁଧବାର ରାତିରେ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ବିମାନରେ ଧୂଆଁ ଦେଖିବା ପରେ ନାଗପୁର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ବିମାନଟି ବାଂଲାଦେଶର!-->…
ସମ୍ଭଲରେ ଆଇନଜୀବୀ ବିଷ୍ଣ ଶଙ୍କର ଜୈନଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା
ସମ୍ବଲ : ଗତବର୍ଷ ଶେଷ ଆଡ଼କୁ ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲା ଚର୍ଚ୍ଚାରେ ରହିଥିଲା। ଗତ ନଭେମ୍ବର ମାସରେ ଏଠାରେ ଥିବା ସାହି ଜାମା ମସଜିଦର ସର୍ଭେ ବେଳେ ହିଂସା କାଣ୍ଡ ଘଟିଥିଲା, ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
ଓଟିଟି ପ୍ଲାଟ୍ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍ (ଓଟିଟି) ପ୍ଲାଟ୍ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍ଫର୍ମଗୁଡ଼ିକୁ ଚେତାବନୀ ଦିଆଯାଇଛି।!-->…
ମାଲକାନଗିରିରେ ଜନସେବା ଦ୍ୱାରା ବିଏସଏଫ ଜନ ସାଧାରଣ ଙ୍କ ଆସ୍ଥାଭାଜନ ହୋଇପାରିଛି…
ମାଲକାନଗିରି, ୨୦।୨ ମାଲକାନଗିରି ଜିଲ୍ଲାରେ ବିଏସଏଫ ଆସିବା ଦିନ ଠାରୁ ଲୋକଙ୍କୁ ସୁରକ୍ଷା ସହ ବିଭିନ୍ନ ସେବା ଯୋଗାଇ ଦୁର୍ଗମ ଗ୍ରାମଗୁଡ଼ିକର ଲୋକଙ୍କ ପାଖରେ ପହଞ୍ଚିଛି। ଏହି କ୍ରମରେ ଆଜି ବିଏସଏଫ ପକ୍ଷରୁ ଏକ ଜନ ସମ୍ପର୍କ ଶିବିରର ଆୟୋଜନ କାଯାଇଥିଲା। ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ!-->…
ଭୁବନେଶ୍ୱର ବିମାନବନ୍ଦରକୁ ଖୁବ୍ଶୀଘ୍ର ମିଳିବ ନୂତନ ଟର୍ମିନାଲ, ରହିବ ଅତ୍ୟାଧୁନିକ ସୁବିଧା
ଭୁବନେଶ୍ୱର, ୨୦।୨: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବ୍ଶୀଘ୍ର ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ପରେ ତୃତୀୟ ଟର୍ମିନାଲ ଆରମ୍ଭ କରିବାର ଯୋଜନା ରହିଛି। ଏହି ବିକାଶ ବିମାନବନ୍ଦରର କ୍ଷମତା ଏବଂ ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି କରିବାକୁ!-->…
KIIT କାଣ୍ଡ ପ୍ରତିବାଦରେ ପୋଲିସ-ବଜରଙ୍ଗ କର୍ମୀ ଧସ୍ତାଧସ୍ତି
ଭୁବନେଶ୍ୱର,୨୦।୨: KIIT କ୍ୟାମ୍ପସ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିିବାଦରେ KIIT ଗେଟ୍ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ବଜରଙ୍ଗ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କର୍ମୀମାନେ ‘ଛାତ୍ରୀଛାତ୍ରଙ୍କ ଉପରେ ଗୁଣ୍ଡାରାଜ ଚଳିବ ନାହିଁ’ ଲେଖାଥିବା ପ୍ଲାକାର୍ଡ ଦେଖାଇ!-->…
କିଟ୍ କାଣ୍ଡ: ଅଚ୍ୟୁତ ସାମନ୍ତଙ୍କୁ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୦।୨ : କିଟ୍ ଛାତ୍ରୀ ଘଟଣାରେ ଗୁରୁବାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଚିଠି ଜରିଆରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ସମସ୍ତ!-->…
ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀ ପାଳନ ପାଇଁ ବିଧାୟକମାନଙ୍କ ଦାବି
ଭୁବନେଶ୍ବର: ସାନ୍ତାଳୀ ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ବିଜେପି ବିଧାୟକ ଭାଦବ ହାଂସଦା ଏବଂ ଜାଲେନ୍ ନାଏକ ଓଡ଼ିଶା ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀର ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି।୧୯୨୫!-->…