Sign in
Sign in
Recover your password.
A password will be e-mailed to you.
ତେଜସ୍ବୀ ଯାଦବ ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା !
ପାଟଣା: ବିହାରରେ ମହାମେଣ୍ଟରୁ କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ? ବିହାର ନିର୍ବାଚନକୁ ନେଇ ଏବାଠାରୁ ଅଙ୍କକଷା ଚାଲିଥିବା ବେଳେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ମୁହଁ କିଏ ବୋଲି ଚର୍ଚ୍ଚା ଚାଲିଛି । ଇତିମଧ୍ୟରେ ଗତକାଲି ମହାମେଣ୍ଟର ବୈଠକ ବି ବସିସାରିଛି । ଆଉ ବୈଠକରେ ମୁଖ୍ୟମନ୍ତ୍ରୀ!-->…
ଅକ୍ଷୟ ତୃତୀୟା ସୁଦ୍ଧା ସରିବ ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମରାମତି କାମ : ଜଷ୍ଟିସ ବିଶ୍ୱନାଥ ରଥ
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଆଜି ସକାଳେ ଜଷ୍ଟିସ ବିଶ୍ୱନାଥ ରଥ ମହାପ୍ରଭୁଙ୍କ ଦର୍ଶନ କରି ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିବା ପରେ!-->…
ପୁଣି ଓଡିଶା ଝାରଖଣ୍ଡ ସୀମାନ୍ତରେ IED ବିସ୍ଫୋରଣ, ବର୍ତ୍ତିଲେ ଯବାନ
ରାଉରକେଲା : ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ । ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ବରଖେରା ନିକଟରେ IED ବ୍ଲାଷ୍ଟ ହୋଇଛି । ସିଆରପିଏଫ ୧୭୪ ବାଟାଲିୟନର ଯବାନ କୁମ୍ବି ଅପରେସନ ସାରି ଫେରୁଥିବା ବେଳେ ଜଣେ ଯବାନ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଯବାନଙ୍କୁ ଦୁଇଟି ବାଇକରେ!-->…
ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ଗୁଳିକାଣ୍ଡ କରିଥିବା ଯୁବକ କିଏ ?
ଫ୍ଲୋରିଡା : ଆମେରିକାର ତାଲାହାସିରେ ଥିବା ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟି (ଏଫଏସୟୁ)ରେ ଘଟିଥିବା ଗୁଳିକାଣ୍ଡ ଘଟଣା ପୁଣିଥରେ ଆମେରିକାକୁ ଦୋହଲାଇ ଦେଇଛି। ଗୁଳିଚାଳନା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗୁରୁବାର (ସ୍ଥାନୀୟ ସମୟ)!-->…
ସାତକୋଶିଆରେ ଛଡାଗଲା ୭ଟି ଘଡିଆଳ କୁମ୍ଭୀର
ନୟାଗଡ଼: ସାତକୋଶିଆରେ ଛଡାଗଲା ୭ଟି ଘଡିଆଳ କୁମ୍ଭୀର। ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୭ଗୋଟି ଘଡିଆଳ କୁମ୍ଭୀର ମହାନଦୀରେ ଛଡାଯାଇଛି। ସେଥିରେ ୫ଗୋଟି!-->…
ଥମୁନି ଯାତ୍ରା ପାର୍ଟିରେ ବିବାଦ: ବାପି ପଣ୍ଡାଙ୍କ ମନ୍ତବ୍ୟ ପରେ ବର୍ଷିଲେ ଜଗତଜୀବନ ପଣ୍ଡା
ଭୁବନେଶ୍ୱର : ଥମୁନି ଯାତ୍ରା ପାର୍ଟିରେ ବିବାଦ । କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଥମିବାର ନାଁ ନେଉନି । ଏବେ ବିବାଦରେ ପଶି ଅଭିନେତାଙ୍କୁ ଟାର୍ଗେଟ କରିଛନ୍ତି ଯାତ୍ରା ପାର୍ଟି ପରିଚାଳକ । ଯାତ୍ରା ମାଲିକଙ୍କ ପ୍ରତି ଅଭିନେତା ବାପି ପଣ୍ଡା!-->…
ରାଜ୍ୟର ଏହି ସହରରେ ଚାଲିବ ୩୦ ସେକେଣ୍ଡରେ ଚାର୍ଜ ହେଉଥିବା ହାଇ-ଟେକ୍ ଇଲେକ୍ଟ୍ରିକ ବସ୍
ଭୁବନେଶ୍ୱର: ଓଡ଼ିଶାରେ ଫ୍ଲାସ୍-ଚାର୍ଜିଂ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପଦକ୍ଷପ ଦ୍ୱାରା!-->…
ଏଲନ ମସ୍କଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେସଲାର ସିଇଓ ଏଲନ ମସ୍କଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ସେ ମସ୍କଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ସେମାନଙ୍କ ସାକ୍ଷାତ ସମୟରେ!-->…
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ହେବ ଗୁରୁତ୍ବପୂର୍ଣ୍ଣ…
ଭୁବନେଶ୍ୱର : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଆଜି ଝାରସୁଗଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ଡ. ପିକେ ମିଶ୍ର । ଏହାପରେ ସେ ସମ୍ବଲପୁର IIM ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳ ୯ଟାରେ IIM, ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି!-->…
ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମୱାର୍କ
ଭୁବନେଶ୍ୱର: ଆସନ୍ତା ମେ’ ୬ ତାରିଖରୁ ସମସ୍ତ ସ୍କୁଲ ଖରା ଛୁଟି ହେବା ନେଇ ଘୋଷଣା ହୋଇସାରିଛି। ମେ ୬ ତାରିଖରୁ ଜୁନ ୧୯ ତାରିଖ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି। ହେଲେ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ!-->…