ପଦାରେ ପଡିଲା ହିଞ୍ଜିଳି କଂଗ୍ରେସର ଗୋଷ୍ଠୀ କନ୍ଦଳ : ୨ ପୃଥକ ଗୋଷ୍ଠୀ ପକ୍ଷରୁ ମଶାଲ ଶୋଭାଯାତ୍ରା…

ହିଞ୍ଜିଳିକାଟୁ : ରାଜ୍ୟ ବିଜେପି ଶାସନାଧୀନ ସମୟରେ ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ନାରୀଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ ପ୍ରଦାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି

୨ ନାବାଳିକା ଭଉଣୀଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ୨ ନାବାଳିକା ଭଉଣୀ ସ୍କୁଲକୁ ଯିବା ସମୟରେ ଜଣେ ଯୁବକ ଅଶାଳୀନ ବ୍ୟବହାର କରି ଆସୁଥିଲେ।‌ ଘଟଣା ନେଇ ନାବାଳିକାଙ୍କ ପରିବାର ସଦସ୍ୟ ଯୁବକଙ୍କୁ ତାଗିଦ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଯୁବକ ଜଣଙ୍କ ମାର୍ଚ୍ଚ ୧୫ ତାରିଖ ସକାଳେ ୨ ନାବାଳିକା ଭଉଣୀ

ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ, ସୋନିଆଙ୍କ ବିରୋଧରେ ଚାର୍ଜସିଟ୍

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ସାମିଲ ଅଛି। ଏଥିରେ ସୁମନ ଦୁବେ

ଓଡ଼ିଆ ସ୍ୱାଭିମାନକୁ ଜାଳି ଦିଆଗଲା : ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର : ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକରେ ଥିବା ପ୍ରତିମୂର୍ତ୍ତିକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବିଜୁ ବାବୁ ରାଜନୀତିରୁ ଉର୍ଦ୍ଧରେ ରହି ଓଡିଆଙ୍କ ପାଇଁ ଚିନ୍ତା କରି ଓଡିଶାର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ସେ ସମଗ୍ର ଓଡିଆ ଜାତି ପାଇଁ ଥିଲେ ଜନନେତା । ତାଙ୍କର

ତେନ୍ତୁଳିଖୁଣ୍ଟି ବ୍ଲକ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର : ଆଜି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ

ସି.ଏମ. ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟନସିପ ୨୦୨୫ ଉଦଯାପିତ

ମାଲକାନଗିରି : ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ୧୫ ବର୍ଷରୁ କମ ସି.ଏମ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟନସିପ ୨୦୨୫ର ଫାଇନାଲ ମ୍ୟାଚରେ ଆଜି ମାଲକାନଗିରି ଇଲେଭେନ ଷ୍ଟାର କ୍ଳବ ଚମ୍ପିୟନ ହୋଇଛି । ମାଲକାନଗିରି ଇଲେଭେନ ଷ୍ଟାର କ୍ଳବ ୫-୦ ଗୋଲରେ କୋରୁକୋଣ୍ଡା ସାଇ ସ୍ପୋର୍ଟସ ୟୁଥ

ରାସ୍ତାକଡରେ ବାଇକ ପୋଡି ଦେଲେ ଦୁର୍ବୁତ୍ତ, ତଦନ୍ତ କରୁଛି ପୁଲିସ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀ ପଦର ପଞ୍ଚାୟତ ବରେବାଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ରାସ୍ତା କଡରେ ଥିବା ଏକ ବାଇକକୁ କୌଣସି ଦୁର୍ବୃତ୍ତ ପୋଡି ଦେଇଥିବା ଦେଖିବାକୁ ମିଳିଛି l ରବିବାର ଦିନ ବିଳମ୍ବିତ ରାତିରେ କାଶିନୀ ପଦର ଠାରେ ଦଣ୍ଡ ମେରୁ ଅନୁଷ୍ଠିତ

ମଦ୍ୟପାନ କରି ଅଟୋ ଚଳାଇବା ହେଲା କାଳ : ମେରୁଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା-୭ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ

କଟକ-ଭୁବନେଶ୍ବରରେ ପ୍ରବଳ ବର୍ଷା : ଆଗାମୀ ୪/୫ ଦିନ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ

ଭୁବନେଶ୍ବର ୧୫।୪: ଟୁଇନ୍‌ ସିଟିରେ କଳାହାଣ୍ଡିଆ ବର୍ଷା। କାଳବୈଶାଖୀ ରଚିଲା ତାଣ୍ଡବ। ଭୁବନେଶ୍ବର ଓ କଟକରେ ବର୍ଷା ସାଙ୍ଗକୁ ପବନ ହୋଇଛି। ସକାଳୁ ଖରା ପରେ ଅପରାହ୍ନ ନିର୍ଧୁମ ବର୍ଷା। ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର

‘ଚୋରି ଶିଶୁପୁତ୍ର ମା’ କୋଳକୁ ଫେରି ଆସିବା ଖବର ଆଶ୍ବସ୍ତି ପ୍ରଦାନ କରିଛି’

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁ ପୁତ୍ର ନିଜ ଦୃଷ୍ଟି ବାଧିତ ମା' କୋଳକୁ ଫେରି ଆସିବା ଖବର ମୋତେ ଆଶ୍ବସ୍ତି ପ୍ରଦାନ କରିଛି। ସମ୍ପୃକ୍ତ ମା'ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ