Sign in
Sign in
Recover your password.
A password will be e-mailed to you.
ବିଦେଶରେ ଉତ୍କଳ ଦିବସ, ପ୍ରଶାନ୍ତ ନନ୍ଦ ପାଇଲେ ‘ଉତ୍କଳ ବିଶ୍ୱ ଗୌରବ ସମ୍ମାନ’
ଭୁବନେଶ୍ବର : ଲଣ୍ଡନରେ ଉତ୍କଳ ଦିବସ ପାଳିଲେ ଓଡ଼ିଆ। ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍ କିଙ୍ଗଡମ୍(ଓଏସୟୁକେ) ପକ୍ଷରୁ ଶନିବାର ଲଣ୍ଡନର ହାରୋଲ୍ଡ ହିଲ୍ସ୍ଥିତ ଡ୍ରାପର୍ସ ଏକାଡେମୀରେ ୯୦ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି। ଦିନ ଗୋଟାଏରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି!-->…
ବିକ୍ରି ହୋଇପାରେ ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ୍
ମୁମ୍ବାଇ: ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍କୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଅଡୁଆରେ ଫସି ଯାଇଛନ୍ତି ଏହାର ମାଲିକ ମାର୍କ ଜୁକରବର୍ଗ। ସୂଚନା ରହିଛି ଯେ ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍ ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ବିଶ୍ୱର ଦୁଇ ବିଶାଳ ସୋସିଆଲ!-->…
ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ହେଉଛି ଭାରତ, ବେଲଜିୟମ ଯିବ ଇଡି-ସିବିଆଇ ଟିମ୍
ନୂଆଦିଲ୍ଲୀ,୧୫।୪: ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଦଳ ବେଲଜିୟମ ଯିବ। ଉଭୟ ଏଜେନ୍ସିରୁ ଦୁଇରୁ ତିନି ଜଣ ଅଧିକାରୀଙ୍କୁ ବେଲଜିୟମ ପଠାଯାଇପାରେ ବୋଲି ବିଶ୍ୱାସ!-->…
ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ପ୍ରଥମତଃ, ଯେଉଁ ହସ୍ପିଟାଲରୁ ନବଜାତ ଶିଶୁ ଚୋରି ହୁଏ, ସେହି!-->…
ୱାକଫ୍ ବିଲ୍ ପରେ ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର
ନୂଆଦିଲ୍ଲୀ,୧୫।୪: ୱାକଫ୍ ସଂଶୋଧନ ବିଲ୍ରେ ସଂସଦରେ ସମର୍ଥନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ପ୍ରଣୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଏହା ସରକାରଙ୍କ ପ୍ରାଥମିକତା ତାଲିକାରେ!-->…
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଧକ୍କା, ମୁଡା ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିବାକୁ କୋର୍ଟଙ୍କ…
ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ଏମୟୁଡିଏ (ମୁଡା) ଜମି ଆବଣ୍ଟନ ମାମଲାର ତଦନ୍ତ ଜାରି ରଖିବାକୁ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜଡିତ ଥିବା ଅଭିଯୋଗ ହୋଇଛି। ମୁଡା ମାମଲାରେ ଲୋକାୟୁକ୍ତ ପୋଲିସ ଦ୍ୱାରା ଦାଖଲ!-->…
ଲୋକେ ଚାହୁଁଛନ୍ତି ମୁଁ ରାଜନୀତିକୁ ଆସେ କିନ୍ତୁ ବିଜେପି ମତେ ଆସିବାକୁ ଦେଉନି – ରବର୍ଟ ଭଦ୍ରା
ନୂଆଦିଲ୍ଲୀ: ଇଡିରେ ହାଜର ହେବାକୁ ଯିବା ବେଳେ ବିଜେପି ଉପରେ ବର୍ଷିଲେ ରବର୍ଟ ଭଦ୍ରା । ବିଜେପି ଏବଂ ତାର ନିମ୍ନ ମାନସିକତା ନେଇ ଟାର୍ଗେଟ୍ କରିଛନ୍ତି ରବର୍ଟ । ମାମଲାରେ କିଛି ନାହିଁ ଏହା କେବଳ ରାଜନୈତିକ ପ୍ରତିଶୋଧ ବୋଲି କହି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରବର୍ଟ । ଏଥିସହ ତାଙ୍କ!-->…
ନଇଁଲା ଚୀନ୍ : ଶୁଳ୍କକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଆମେରିକାକୁ ନିବେଦନ କଲା
ନୂଆଦିଲ୍ଳୀ: ବାଣିଜ୍ୟିକ ଶୁଳ୍କକୁ ନେଇ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ଉଭୟ ଉଭୟଙ୍କ ଉପରେ ଶୁଳ୍କ ଲଗାଇବାରେ ବ୍ୟସ୍ତ ଅଛନ୍ତି । ଯାହାଦ୍ବାରା ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି। ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଉପରେ ଚୀନ ଚାପ ପ୍ରୟୋଗ କରିବାକୁ ଚେଷ୍ଟା ତ!-->…
ହାଇଜାକ୍ ହୋଇ ସାରିଛନ୍ତ ନୀତୀଶ ଜୀ…. – ତେଜସ୍ବୀ ଯାଦବ
ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଉପରେ ବର୍ଷିଲେ ତେଜସ୍ବୀ ଯାଦବ । ରାହୁଲ ଗାନ୍ଧୀଙ୍କୁ ଭେଚିବା ପରେ ନୀତୀଶଙ୍କୁ କଲେ ନିଶାନା । କହିଲେ ହାଇଜାକ୍ ହୋଇ ସାରିଛନ୍ତ ନୀତୀଶ ଜୀ… ବିହାର ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ଥିବା ବେଳେ ତାଆଗରୁ ବିହାର ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି ବଡ ବଡ!-->…
ଡ୍ରଗ୍ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ନିଜେ ଫସିଗଲେ ମାକ୍ରନ୍: ଜେଲ୍ ଉପରେ ଆକ୍ରମଣ
ପ୍ୟାରିସ୍: ଫ୍ରାନ୍ସର ଡ୍ରଗ୍ ମାଫିଆମାନେ ସରକାରଙ୍କ ବିରୋଧରେ ବନ୍ଧୁକ ଉଠାଇଛନ୍ତି। ଦେଶରେ ନିଶା ନିବାରଣ ବିରୋଧରେ ଏକ କଠୋର ଅଭିଯାନ ଆରମ୍ଭ ହୋଇଛି। ଅନେକ ଡ୍ରଗ୍ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଏବେ ନିଜ ପାଇଁ ମହଙ୍ଗା ପଡ଼ିଛି। ପ୍ରକୃତରେ, ଏହି!-->…