ଫକୀରମୋହନ ପଠନଶାଳାରେ ବିଷୁବ ମିଳନ

ଉମରକୋଟ : ସ୍ଥାନୀୟ ଫକୀରମୋହନ ପଠନଶାଳା ତରଫରୁ ଦର୍ଗାଗୁଡ଼ା ସ୍ଥିତ କଲ୍ୟାଣ ମଣ୍ଡପଠାରେ ମହାବିଷୁବ ସଂକ୍ରାନ୍ତି, ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଏବଂ ଡ଼ଃ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ବ

ଓଡ଼ିଆ ନବବର୍ଷ ପାଳିତ

ଓଡ଼ିଆ ପକ୍ଷ ପାଳନର ଚତୁର୍ଦ୍ଦଶ ଦିବସ ଦିବସରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି l ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମନ୍ଵୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ଵଜିତ ବର୍ମନ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନ ଏବଂ

ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିବେ ୬ ମହିଳା

ଏକ ସାଙ୍ଗରେ ୬ ମହିଳା ଯିବେ ମହାକାଶ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ

ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା, ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ

ଭୁବନେଶ୍ୱର : ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା । କମିଶନରେଟ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସିସିଟିଭି ଫୁଟେଜ, ହ୍ୟୁମାନ ଇଣ୍ଟେଲିଜେନସକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଅପହରଙ୍କରୀଙ୍କୁ ଧରିବେ କହିଛନ୍ତି ଭୁବନେଶ୍ୱର ଡିସିପି । ରାମମନ୍ଦିର ଆଗରୁ

ମିଆଁମାରରେ ପୁଣି ୪.୫ ତୀବ୍ରତାର ଭୂମିକମ୍ପ

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମିଆଁମାରରେ ସୋମବାର ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନସିଏସ ଅନୁଯାୟୀ, ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନସିଏସ ଏହି ତଥ୍ୟ ପ୍ରଦାନ କରିଛି।

କୋଇଲା ପରେ ମାଙ୍ଗାନିଜ୍ ଖଣିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ସୁନ୍ଦରଗଡ଼: ପ୍ରଥମେ କୋଇଲା ଖଣି ପରେ ଏବେ ସୁନ୍ଦରଗଡରେ ମାଙ୍ଗାନିଜ ଲୁହାପଥର ଖଣିରେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ର ଚଢାଉ । ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଏହି ଚଢାଉରେ ଏନଫୋର୍ସମେଣ୍ଟ ଟିମ୍ ସହ ଡିଡିଏମ୍ ଓ ରେଞ୍ଜର

ଓଡ଼ିଆ ନବବର୍ଷ ବିଷୁବ ସଂକ୍ରାନ୍ତି ଆମ ଜାତୀୟ ଅସ୍ମିତାର ଦ୍ୟୋତକ : କଳାକାର ମହାସଂଘ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ପବିତ୍ର ଓଡ଼ିଆ ନବ ବର୍ଷ ମହାସଂଘ ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁଙ୍କ ବାସଭବନ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଡ଼ା. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ

ନବୀନ ୭ ଦିନ ମଧ୍ୟରେ କ୍ଷମା ମାଗନ୍ତୁ : ଭକ୍ତ ଦାସ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବାର ପ୍ରସଙ୍ଗ ନେଇ କଂଗ୍ରେସ ବିଜେଡିକୁ କଡ଼ା ଜବାବ ଦେଇଛି। ବିଜେଡିକୁ କଡ଼ା ଚେତାବନୀ ଦେଇ ପିସିସି ସଭାପତି ଭକ୍ତ ଦାସ କରିଛନ୍ତି ନବୀନ ପଟ୍ଟନାୟକ ଏନେଇ କଂଗ୍ରେସକୁ କ୍ଷମା ମାଗନ୍ତୁ।

ପୋଖରୀ ଓ ଗ୍ରାମରେ ଥିବା ବିଦ୍ୟାଳୟର ନଳକୂପ ପାଣି ଉପରେ ଭରସା କରୁଛନ୍ତି ଗ୍ରାମବାସୀ

ଉମରକୋଟ : "ପାଣି ହିଁ ଜୀବନ" | ଆଜି କାଲିର ପ୍ରଚଣ୍ଡ ଗରମରେ ପଶୁ ପକ୍ଷୀଠୁ ଆରମ୍ବ କରି ସମସ୍ତେ ଟିକିଏ ପାଣି ପାଇଁ ହନ୍ତ ସନ୍ତ,ସେହି ଜାଗାରେ ନେତା ମନ୍ତ୍ରୀ ଓ ପ୍ରଶାସନ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଚାଲିଛନ୍ତି କିନ୍ତୁ ସବୁ ପ୍ରତିଶୃତି କେବଳ ପାଣିର ଗାର ସଦୃଶ୍ୟ । ନା ମିଳୁଛି

ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଉଦଯାପିତ

ହିଞ୍ଜିିଳିକାଟୁ : ସୋମବାର ହିଞ୍ଜିିଳିକାଟୁ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ମହାମାୟୀ ମା’ଦଣ୍ଡକାଳୀ ପୀଠ ଗୁଡ଼ିକ ଲୋକରଣ୍ୟ ହୋଇପଡ଼ିଛି । ମହାବିଷୃବ ସଂକ୍ରାନ୍ତିରେ ଅନୁଷ୍ଠିତ ମେରୁପର୍ବ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି । ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା