Sign in
Sign in
Recover your password.
A password will be e-mailed to you.
‘ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି’
ଭୁବନେଶ୍ୱର: ରାଜ୍ୟ ସରକାର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦେଇଛନ୍ତି। ଏହି ଅର୍ଥ ଓମଫେଡ୍ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ସେପ୍ଟେମ୍ବର ୨୦୨୪ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ଯେଉଁ ଚାଷୀ ଯେଉଁ!-->…
ପରିତ୍ୟକ୍ତ ନାଳରେ ପଡ଼ି ଦୁଇ ନାବାଳିକାଙ୍କ ସଲିଳ ସମାଧି
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ଏକ ପରିତ୍ୟକ୍ତ ନାଳରେ ପଡ଼ି ଦୁଇ ନାବାଳିକା ସଲିଳ ସମାଧି ହୋଇଛି। ଦୁଇ ନାବାଳିକା ହେଲେ ସବନା ଖାତୁନ ଓ ରୁଜୁଆନା ଖାତୁନ।ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ଗୋଟାଏ ସମୟରେ ଏହି ଗ୍ରାମର ସେକ ନିଜାମୁଦ୍ଦିନ୍ଙ୍କ ଛଅ ବର୍ଷର ଝିଅ!-->…
୫ ଲ୍ୟାଣ୍ଡମାଇନ ଉଦ୍ଧାର, ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଯବାନ ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି। ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ଏହି!-->…
୧୮ ଜିଲାକୁ ମିଳିଲା ବିଜେଡି ସଭାପତି
ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ତେବେ!-->…
ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଖୁସି ଖବର; ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିଁ-…
ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ଋଣ ବ୍ୟବସ୍ଥା ଜାରି ରହିବ। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିିଁ। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର!-->…
ବାପା ଛେଉଣ୍ଡ ଓଡ଼ିଆ ଝିଅଙ୍କ ସଫଳତା, ଆନ୍ଧ୍ର ଯୁକ୍ତ ୨ ପରୀକ୍ଷାରେ ମଣ୍ଡଳ ସ୍ତରରେ ରଖିଲେ ସର୍ବୋଚ୍ଚ ନମ୍ବର
ପାତ୍ରପୁର : ପାତ୍ରପୁର ବ୍ଳକ ସୀମାନ୍ତ ଜୟନ୍ତୀପୁର ପଞ୍ଚାୟତ ବୁରିବାଡ ଗ୍ରାମର ଜଣେ ବାପ ଛେଉଣ୍ଡ ଝିଅ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ମଣ୍ଡଳ ସାରିଆପଲ୍ଲୀ ସ୍ଥିତ ଏପି ମଡେଲ ସ୍କୁଲ ନାମକ ମହାବିଦ୍ୟାଳୟ +୨ ପରୀକ୍ଷାରେ ମଣ୍ଡଳ ସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ!-->…
ବିଜୁବାବୁଙ୍କ ପ୍ରତିମୂତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ!-->…
ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳିବା ଘଟଣା: ଥାନାରେ ମାମଲା ରୁଜୁ, ଅଭିଯୁକ୍ତ ଗିରଫ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପାଟଣାଗଡ଼ ବ୍ଲକଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଅଗ୍ନିକାଣ୍ଡ ଯୋଗୁଁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରି!-->…
‘ସୁଭଦ୍ରା’ ଟଙ୍କାରୁ ବଞ୍ଚିତ ଡଙ୍ଗରିଆ ମହିଳା
ରାୟଗଡା //କଲ୍ୟାଣସିଂହପୁର: ସୁଭଦ୍ରା ଟଙ୍କା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ମହିଳାଙ୍କୁ। ବାରମ୍ବାର ଆବେଦନ ସତ୍ତ୍ବେ କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତର ଅନେକ ଗ୍ରାମର ଡଙ୍ଗରିଆ ମହିଳା ସୁଭଦ୍ରା ଯୋଜନା ସହାୟତା ଅର୍ଥ!-->…
ଆସିକା ରାଜସ୍ୱ ବିଭାଗ ଦ୍ୱାରା ୧୪୪ ଧାରା ଲାଗିବା ସତ୍ତ୍ୱେ ବେଆଇନ ବାଲି ଘାଟ ରୁ ବାଲି ଚାଲାଣ ଜାରି ….!
ପ୍ରଶାସନ ଦ୍ଵାରା ୧୪୪ ଧାରା ଧର୍ମକୁ ଆଖିଠାର...