Sign in
Sign in
Recover your password.
A password will be e-mailed to you.
ଶ୍ରମିକ ଦିବସରେ ‘ଗାଁକୁ ଚାଲ ଅଭିଯାନ’
ମାଲକାନଗିରି : ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ର ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ସମ୍ପାଦକ ଶ୍ରୀ ଏରା ପଡିଆମୀ ଏବଂ ଶ୍ରମଜୀବୀ ସଂଗଠନ ର ଜିଲ୍ଲା ସଂଯୋଜକ ଶ୍ରୀ ବଟ କୃଷ୍ଣ ସାହୁ ଏକ ମିଳିତ ବୈଠକ ସ୍ଥାନୀୟ ନିର୍ମାଣ ଶ୍ରମିକ ସଙ୍ଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ!-->!-->!-->…
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଖପୁରିଆରେ ରଥକାଠ ଚିରଟ ଆରମ୍ଭ
କଟକ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ । ପବିତ୍ର ରାମ ନବମୀରେ ରଥ କାଠ ଚିରଟ କାମ ଆରମ୍ଭ ହୋଇଛି। କଟକ ଖପୁରିଆ ସ୍ଥିତ ବନ ବିଭାଗ କରତ କଳରେ କାଠ ଚିରା କାମର ଅନୁକୂଳ କରାଯାଇଛି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ମୁଖ୍ଯ ମହାରଣା, ମନ୍ଦିର ଅଧିକାରୀ ଓ ଅନ୍ଯ!-->…
ରାମନବମୀ ଶୋଭାଯାତ୍ରା: ବାଇକ୍ରେ ଆସି ଯୁବକଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ
ବାଲେଶ୍ବର: ଆଜି ପବିତ୍ର ରାମନବମୀ ଉପଲକ୍ଷେ ଉତ୍ସବମୁଖର ହୋଇଛି ଦେଶ ଠୁ ଆରମ୍ଭ କରି ସମଗ୍ର ରାଜ୍ୟ । ସକାଳୁ ସକାଳୁ ମଠ ଓ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି ।ଅନେକ ସ୍ଥାନରେ ରାମନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ବାଲେଶ୍ବର ଜିଲ୍ଲା ସୋରରେ ମଧ୍ୟ ଆଜି!-->…
ଭାରତ ସମେତ ୧୪ ଦେଶର ଯାତ୍ରୀଙ୍କ ପାଇଁ ଭିସା ଅଟକାଇଲା ସାଉଦି ଆରବ
ରିୟାଦ: ସାଉଦି ଆରବ ଯାଉଥିବା ଭାରତୀୟମାନଙ୍କ ପାଇଁ ଏକ ଖରାପ ଖବର । ଆଗାମୀ ହଜ୍ ଋତୁ ପୂର୍ବରୁ ସାଉଦି ଆରବ ୧୪ଟି ଦେଶର ନାଗରିକଙ୍କ ପାଇଁ ଉମରା, ବ୍ୟବସାୟ ଏବଂ ପରିବାର ଭିସା ଉପରେ ସାମୟିକଭାବେ କଟକଣା ଲଗାଇଛି । କେବଳ ଭାରତ ନୁହେଁ ବରଂ ମୋଟ ୧୪ଟି ଦେଶର ନାମ ପ୍ରତିବନ୍ଧକ ତାଲିକାରେ ଅଛି।
!-->!-->…
ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର
ସମ୍ବଲପୁର: ପୁଅର ଶାବଳ ମାଡ଼ରେ ବାପା ମୃତ, ମାଆ ଗୁରୁତର । ଗୁରୁତର ଅବସ୍ଥାରେ ମାଆ ସଦର ହସ୍ପିଟାଲରେ ଭର୍ତ୍ତି । ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଅଭିଯୁକ୍ତ ପୁଅ ମାନଷିକ ବିକୃତ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସର ତଦନ୍ତ ଜାରି!-->…
ଏମଏ ବେବୀ ହେଲେ ସିପିଆଇଏମ୍ର ନୂଆ ମହାସଚିବ
ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ସିପିଆଇଏମ୍ର ନୂଆ ମହାସଚିବ ହେଲେ ମରିୟମ ଆଲେକଜାଣ୍ଡାର ବେବୀ । କେରଳ ସରକାରରେ ମନ୍ତ୍ରୀ ରହିସାରିଥିବା ୭୧ ବର୍ଷୀୟ ରାଜନେତାଙ୍କୁ ଦଳ ରବିବାର ନୂଆ ମହାସଚିବ ଭାବରେ ନିଯୁକ୍ତ କରିଛି। ଏମଏମ ବେବୀ, ସୀତାରାମ ୟେଚୁରୀଙ୍କ ସ୍ଥାନ!-->…
ନାଗରିକଙ୍କ ସେବା କରିବା ଆମ ସମସ୍ତଙ୍କର ସଂକଳ୍ପ ହେଉ: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ କାର୍ଯ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ସରକାରୀ ସୁବିଧା ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଆମେ କାର୍ଯ୍ୟକର୍ତ୍ତାମାନେ ଆହୁରି ପରିଶ୍ରମ କରିବା। ବିଜେପିର ପ୍ରତିଷ୍ଠା ଦିବସରେ ସମ୍ବଲପୁର!-->…
ପୁଣି ୨୭୦୦ କମିଲା ସୁନା ଦର, ଖୁବ୍ ଶୀଘ୍ର ଛୁଇଁବ ୫୫ ହଜାର
ଭୁବନେଶ୍ଵର: ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ!-->…
ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର, ପେସାଦାର ଅପରାଧୀ ଆହତ
ଅନୁଗୁଳ : ଅନୁଗୁଳରେ ପୁଣି ପୋଲିସର ଏନକାଉଣ୍ଟର । ପେଶାଦାର ଅପରାଧୀ କ୍ଷୀରୋଦ ନାଏକ ଗୁରୁତର । କ୍ଷୀରୋଦ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସପି ରାହୁଲ ଜୈନ ଏହି!-->…
୧୩୧ ଦିନ ପରେ ଆମରଣ ଅନଶନରୁ ଓହରିଲେ କୃଷକ ନେତା ଜଗଜିତ ସିଂ ଡଲେଓ୍ଵାଲ
ନୂଆଦିଲ୍ଲୀ: ୧୩୧ ଦିନ ଧରି ଆମରଣ ଅନଶନରୁ ଓହରିଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଜଗଜିତ ସିଂ ଡଲେଓ୍ଵାଲ। ଏପ୍ରିଲ ୬ ତାରିଖ ନିଜର ଅନଶନ ସମାପ୍ତ କରିଛନ୍ତି। ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷକଙ୍କ ଅନ୍ୟ ଦାବିରେ ସେ ଆମରଣ ଚଳାଇଥିଲେ। ଫତେହଗଡ଼ ସାହିବର ସରହିନ୍ଦ!-->…