ଖୋର୍ଦ୍ଧା ସଢେଇଗଡ଼ ଗାଁରେ ବୋମା ବିସ୍ଫୋରଣ, ୧ ମୃତ ୧ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଏକ ଗାଁରେ ଗତକାଲି ରାତିରେ ବୋମା ବିସ୍ଫୋରଣ ହୋଇଛି । ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଆହତ ବ୍ୟକ୍ତି ଜଣକ ଡାକ୍ତରଖାନାରେ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଘଟଣା ଘଟିଛି

ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଉପମୁଖ୍ୟମନ୍ତ୍ରୀ

ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଅଘଟଣ, ବିଷପିଇ ଗୋଟିଏ ପରିବାରର ମା, ଝିଅ, ପୁଅ ର ମୃତ୍ୟୁ..

ଛତ୍ରପୁର : ଗଞ୍ଜାମ ଥାନା ପାଳିବନ୍ଧ ପାଞ୍ଚାୟତ ପାଳିବନ୍ଧ ଗାଁ ରେ ଘଟିଛି ଅଘଟଣ l ଗୋଟିଏ ପରିବାର ର ମା, ଝିଅ ଏବଂ ପୁଅର ମୃତ୍ୟ ଘଟିଛି l ସମସ୍ତଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି l ମୃତ ମାନେ ହେଲେ ଏସ ମାମି ରେଡି 45,ମା,ଏସ ରାକେଶ ରେଡି 23ପୁଅ,,ଏସ ମୀନା ରେଡି 16ଝିଅ

ଶାନ୍ତି ଶୃଙ୍ଖଳା ସହିତ ରାମନବମୀ ପାଳନ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ରାମନବମୀ ରେଲି ଓ ସଭାଯାତ୍ରା ସମ୍ପୂର୍ଣ ହୋଇଯାଇଛି ! ଆଜି ତା: ୦୬/୦୪/୨୫ ରିଖ ଦିନ ୧୧. ୩୦ ସମୟରେ ବାଇକ ରେଲି ଇନ୍ଦରପୁର ରୁ ବାହାରି ରାଏବଗା, ଝାମନକିରା, ଜାମ୍ବାହାଲ ସଳଙ୍ଗାବାହାଲ ପର୍ଯ୍ୟନ୍ତ ଯାଇ

ଦେବାଳୟ ଓ ଐତିହ୍ୟସ୍ଥଳୀର ସ୍ଵଚ୍ଛତା ଅଭିଯାନ ନେଇ ମଲିକେଶ୍ୱର ଶୈବ ପୀଠରେ ସଫେଇ କାର୍ଯ୍ୟକ୍ରମ

ମାଲକାନଗିରି : ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ଵଚ୍ଛତା ଅଭିଯାନ ନେଇ ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ମଲିକେଶ୍ୱର ଶୈବ ପୀଠ ଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି,

ବଡଖଣ୍ଡି ହତ୍ୟା ଘଟଣା, ଫେରାର ଅଭିଯୁକ୍ତ ଗିରଫ : ଗିରଫ ସଂଖ୍ୟା ୩ ରେ ପହଞ୍ଚିଲା

ହିଞ୍ଜିଳିକାଟୁ : ଗତ ଅକ୍ଟୋବର ୬ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଜଗନ୍ନାଥ ମନ୍ଦିର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ରାଜୁ ରେଡ୍ଡି (୩୨)ଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ସଂପୃକ୍ତ ହତ୍ୟା

ରାମ ନବମୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

ରାଈକିଆ : ପବିତ୍ର ରାମ ନବମୀ ଅବସରରେ କନ୍ଧମାଳ ଜିଲ୍ଲା ରାଈକିଆ ବ୍ଲକ ହିନ୍ଦୁ ଯୁବକ ସଂଘ ତରଫରୁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୦୦ ରୁ ଉର୍ଦ୍ଧ ବାଇକରେ ୨୦୦ ଯୁବକ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ରାଈକିଆ ଶିବ ମନ୍ଦିର ଠାରୁ ଅପରାହ୍ନ ୪ ଘଟିକାରୁ

ଓଡିଆ ପକ୍ଷ ପାଳନ ଅବସରରେ ସଫେଇ କାର୍ଯ୍ୟକ୍ରମ

ରାଈକିଆ : ସାରା ରାଜ୍ୟ ପାଳୁଛି ଓଡିଆ ପକ୍ଷ । ଉକ୍ତ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଅଞ୍ଚଳରେ ୧ ଏପ୍ରିଲ ଠାରୁ ଆରମ୍ଭ ହୋଇ ଓଡିଆ ନବବର୍ଷ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲୁରହିବ । ଆଜି ଐତିହ ଏବଂ ଦେବସ୍ଥଳୀ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅବସରରେ କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ତରଫରୁ

୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୬ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ ହୋଇ ଶାନ୍ତି ଶୃଙ୍ଖଳା ଭାବେ ଉଦଯାପିତ ହୋଇଯାଇଛି। ତେର ଶମ୍ଭୁ ଦଣ୍ଡଯାତ୍ରାର ଏହି

ମାଲକାନଗିରି ଜିଲ୍ଲାରେ ଆଡମ୍ବରରେ ରାମନବମୀ ପାଳିତ

ମାଲକାନଗିରି, ୯l୪ : ମାଲକାନଗିରି ଜିଲ୍ଲା ସଦରରେ ବିଭିନ୍ନ ସ୍ଥାନରେରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ସହର ଏକ ପ୍ରକାର ଗେରୁଆ ମୟ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ଶ୍ରୀରାମନଗର ଠାରେ