Sign in
Sign in
Recover your password.
A password will be e-mailed to you.
ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମୋତ୍ସବ; ୪ ମିନିଟ୍ ଯାଏଁ ସୂର୍ଯ୍ୟ ତିଳକ ଦେଖିଲେ ଶ୍ରଦ୍ଧାଳୁ
ଅଯୋଧ୍ୟା: ପବିତ୍ର ରାମନବମୀ । ପୂରା ଦେଶରେ ଉତ୍ସବର ମାହୋଲ । ରାମ ରସରେ ଡୁବିଲା ରାମନଗରୀ । ପ୍ରଭୁ ରାମଲଲାଙ୍କ ଜନ୍ମଦିନରେ ଅଯୋଧ୍ୟାରେ ଆନନ୍ଦ ଉଲ୍ଲାସ । ପୂର୍ବ ନୀତିନିର୍ଘଣ୍ଟ ଅନୁଯାୟୀ, ସକାଳ ସାଢ଼େ ୯ଟାରେ ରାମଲଲାଙ୍କ ସ୍ବତନ୍ତ୍ର ଅଭିଷେକ ହୋଇଥିଲା । ଏହା ପରେ ପ୍ରଭୁ ରାମଙ୍କୁ ଭବ୍ୟ!-->…
ପିଏମ୍ ଜନମନ ଯୋଜନା: ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର
ଭୁବନେଶ୍ୱର : ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର । ପିଏମ ଜନମନ ଯୋଜନାରେ ସଡ଼କ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ମନ୍ତ୍ରଣାଳୟ ଏଥିପାଇଁ ଓଡ଼ିଶାକୁ ୬୯ କୋଟି ୬୫ ଲକ୍ଷ!-->…
‘ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ, ଆଉ ନବୀନ ଗୃହବନ୍ଦୀ’
ଭୁବନେଶ୍ବର: ଓ୍ବାକଫ୍ ବିଲ ନେଇ ବିଜେଡିର ମତ, ବଢାଇଛି ରାଜନୀତି ତାତି । ବିଜେଡିକୁ ନେଇ ଏବେ ଚାରିଆଡେ ଆଲୋଚନା । ଚାଲିଛି କ’ଣ ଦଳରେ? କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ? ମନଇଚ୍ଛା କାମ କରୁଛନ୍ତି ଦଳୀୟ କର୍ମଚାରୀ । ଶାସକ ଠାରୁ ନେଇ ବିରୋଧୀ କଂଗ୍ରେସ!-->…
ଶ୍ରୀରାମ ନବମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପବିତ୍ର ଶ୍ରୀରାମ ନବମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମର୍ଯ୍ୟାଦା ପୁରୁଷୋତ୍ତମ!-->!-->!-->…
ବାଲିଗୁଡାରେ ଶ୍ରୀରାମନବମୀ ମହା ସମାରୋହରେ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସମେତ ଆଖପାଖ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ରାମ ନବମୀ ଅବସରରେ ସମଗ୍ର ଅଞ୍ଚଳ ଗୈରିକମୟ ସାଙ୍ଗକୁ ମନ୍ଦିର ପରିସର ରେ ଜୟ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ହେବା ସହ ଏକ!-->…
ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ ନବରାତ୍ର ଉପଲକ୍ଷେ ନଅ ଦିନ ବ୍ୟାପି ନବାନ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀରାମ ନବମୀରେ ସକାଳୁ ପୂଜକ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ଓ!-->…
ରାଏବଗା ବିଜେପି ମଣ୍ଡଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲଳ ଅନ୍ତର୍ଗତ ରାଏବଗା ପଞ୍ଚାୟତର ରାମେଶ୍ୱର କଂପ୍ଲେକ୍ସ ରେ ଆଜି ତା: ୦୬/୦୪/୨୫ ରିଖ ଦିନ ୧୨. ୩୦ ସମୟରେ ବିଜେପି ମଣ୍ଡଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରାଏବଗା ସ୍ଥାନୀୟ ଅଞ୍ଚଳର ମଣ୍ଟୁ ଯାଈଶ୍ୱାଳ,!-->…
ଆଦିବାସୀ ଇଲାକାରେ ଟିପିଏସ୍ଓଡିଏଲର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା
-- ଗୋଟିଏ ବର୍ଷରେ ୧୦୧୮ ଗ୍ରାମରେ ପହଞ୍ଚିଛି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା-- ଦୁଇ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ-- ୧୪୦୦ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ ଓ ସଚେତନତା ଶିବିର
ବ୍ରହ୍ମପୁର : ଜନଜାତି ବହୁଳ ଦକ୍ଷିଣ ଓଡ଼ିଶାର ଘଞ୍ଚ ଜଙ୍ଗଲ ଓ ପାହାଡ଼ଘେରା ଇଲାକାରେ ସ୍ବାସ୍ଥ୍ୟସେବାର ଏକ ଅଭିନବ!-->!-->!-->…
ପୂର୍ତ୍ତ ବିଭାଗର ଧର୍ମକୁ ଆଖିଠାର ନୀତି ରେ ଚାଲିଛି କାମ : ବାବୁ ନଥାଇ ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ !
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଗତ କିଛି ମାସ ହେଲା ସରକାରୀ ଟଙ୍କାର ଦୁରୁପଯୋଗ ହେଉଛି। ତାହାର ନଗ୍ନ ନମୁନା ବ୍ରାହ୍ମଣ ଛାଇ ଠାରୁ ଆସିକା ସୁଗାର ଫେକ୍ଟରୀ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ ରେ ଦେଖିବାକୁ ମିଳିଛି। ଏହି ରାସ୍ତା ନିର୍ମାଣ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ରାତି!-->…
ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ଓଡିଶା ରାଜସ୍ୱ ଅମଲା ସଂଘ
ବ୍ରହ୍ମପୁର : ଆଜି ୦୬.୦୪.୨୦୨୫ ତାରିଖ ରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ଗଞ୍ଜାମର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଂସ୍କୃତି ଭବନ ବ୍ରହ୍ମପୁର ଠାରେ ଜିଲ୍ଲା ସଭାପତି ପି ଏସ ରଜନୀକାନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ!-->…