Sign in
Sign in
Recover your password.
A password will be e-mailed to you.
ଆସିକା ବଡ଼ ନଦୀ ମଝିରେ ବାଲି ଉଠାଇବା ପାଇଁ ମାଫିଆ ଙ୍କ ଦ୍ଵାରା ରାସ୍ତା ନିର୍ମାଣ : ରାଜସ୍ୱ ବିଭାଗ ନିରବଦ୍ରଷ୍ଟା ….!
ଅଭିଯୋଗ କଲେ ଗଡିବ ମୁଣ୍ଡ...ଭୟରେ ସାଧାରଣ ଜନତା..!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣ ପାଇଁ କେଉଁଠି କେଉଁଠି ନଦୀ ବନ୍ଧକୁ କାଟି ରାସ୍ତା ନିର୍ମାଣ ହୋଇଥିବା ନଜିର ରହିଛି । ଏବେ ଶେଷରେ ନଦୀର ଜଳ ସ୍ରୋତକୁ ବନ୍ଦ କରି ରାସ୍ତା ନିର୍ମାଣ ହୋଇଥିବା ଯାହାକି ଆସିକା ବଡ଼!-->!-->!-->…
ଶିକ୍ଷା ସଚେତନତା ରଥ ଉଦଘାଟିତ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଗଷ୍ଠୀ ଅଧିକାରୀଙ୍କ ନିଦେଶ କ୍ରମେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଏବଗା ପରିସରରେ ଶିକ୍ଷା ସଚେତନତା ରଥ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି ! ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ!-->…
ଗ୍ରାହକଙ୍କୁ ଲୁଟୁଛନ୍ତି ନକଲିବ୍ରାଣ୍ଡ ପାଣି ଓ କୋଲଡ଼ଡ୍ରିଙ୍କ ପ୍ରସ୍ତୁତକାରୀ ବ୍ୟବସାୟୀ : ଚଢ଼ାଉ କେବେ ?
ବାଲିଗୁଡା : ଓଡିଶାର ସର୍ବବୃହତ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡା ଉପଖଣ୍ଡ ଗତ ୨ ଦଶନ୍ଧି ଧରି ଉଭୟ ରାଜନୈତିକ ଓ ଉନ୍ନୟନ କ୍ଷେତ୍ରରେ ଚର୍ଚ୍ଚାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି। ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଭୌଗୋଳିକ କଳେବର ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ବି!-->…
ଦୁଇବର୍ଷ ପୂର୍ବରୁ ଅବଧି ସରିଲାଣି, ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ : ଲୋକସେବାରେ ଲାଗିବ କେବେ ?
ବାଲିଗୁଡା,ତା, ୦୫/୦୪-: ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖରାଦିନରେ ପଇବା ପାଣି ସମସ୍ୟା ଜଟିଳ ହେବାକୁ ଲାଗିଲାଣି । ଖରା ବଢି ଚାଲିଥିବା ବେଳେ ପାଣି ମୁନ୍ଦାଏଁ ପାଇଁ ଡହକ ବିକଳ ହେଉଛନ୍ତି ଗାଁ ଲୋକେ ଓ ଚୁଆଁ ଏବଂ ନାଳ ଉପରେ ଭରସା କରୁଛନ୍ତି!-->…
କ. ନୂଆଗାଁ : ଅଷ୍ଟଶମ୍ଭୁ ମହାମିଳନ ୮ରେ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପଞ୍ଚୁଦଣ୍ଡ ପରିଚାଳନା କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮ ତାରିଖ ମଙ୍ଗଳବାର ଦିନ ଅଷ୍ଟଶମ୍ଭୁ ମହା ମିଳନ କାର୍ଯ୍ୟକ୍ରମ ହେବା ପାଇଁ କମିଟି ତରଫରୁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ!-->…
ଯୁବ ଲେଖକ ସମ୍ମିଳନୀ ଓ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନଚକ୍ର ନେଇ ପ୍ରସ୍ତୁତି ବୈଠକ
ମାଲକାନଗିରି : ଓଡ଼ିଆ ପକ୍ଷ ପାଳନ ନେଇ ଆସନ୍ତା ୧୧ ଏପ୍ରିଲରେ ଜିଲ୍ଲାରେ ଯୁବ ଲେଖକ ସମ୍ମିଳନୀ ଓ ୧୨ ଏପ୍ରିଲରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନଚକ୍ର ଆୟୋଜନ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେ଼ମୀର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁବ ଲେଖକ/ଲେଖିକାଙ୍କ ମଧ୍ୟରେ ଗଳ୍ପ,!-->…
ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ ହୋଇଛନ୍ତି
ଭୁବନେଶ୍ୱର,୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମ୍ପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହାରି ମଧ୍ୟରେ ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଇ ତାରା ବାହିନୀପତି!-->…
ଗୋମାଂସ ଜବତ, ଦୁଇ ଗିରଫ…
ବାଲିଗୁଡା,ତା, ୦୫/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ଥାନା ଅର୍ନ୍ତଗତ ସିତାପଡି ଠାରେ ଗୋମାଂସ କଟାଯାଉଥିବା ଖବର ବାଲିଗୁଡା ବଜରଙ୍ଗଦଳ ପାଇବା ପରେ!-->…
ପରିବାରର ପ୍ରତିଟି ସଦସ୍ୟଙ୍କୁ ମିଳିବ ଗୋଟିଏ ଲେଖାଏ ଆୟୁଷ୍ମାନ କାର୍ଡ: ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର,୫।୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦!-->…
ପ୍ରତିଷ୍ଠା ଦିବସରୁ ଆମ୍ବେଦକର ଜୟନ୍ତୀ ଯାଏଁ ବିଜେପିର ଜନସଂପର୍କ କାର୍ଯ୍ୟକ୍ରମ
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ଠାରୁ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ। ରାମନବମୀ ଥିବାରୁ ଏଥର ପ୍ରତିଷ୍ଠା ଦିବସ ଦୁଇ ଦିନ ଯାଏଁ ଜାରି ରହିବ। ଏଥି ସହିତ ଆସନ୍ତାକାଲି (ରବିବାର) ଠାରୁ ଆମ୍ବେଦକର ଜୟନ୍ତୀ (ଅପ୍ରେଲ ୧୪) ଯାଏଁ!-->…