Sign in
Sign in
Recover your password.
A password will be e-mailed to you.
ସ୍କୁଲ ର ୫୦ ବର୍ଷ ଫୁର୍ତ୍ତି ଅବସରରେ ବାର୍ଷିକଉତ୍ସବ ଓ ଆଲୁମିନି କାର୍ଯ୍ୟକ୍ରମ ପାଳିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ ଦାନିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତୀ ଅବସରରେ ଆମ ସଂସ୍କୃତି ଓ ଆମ ଖେଳନା ଅନ୍ତର୍ଗତ ବାର୍ଷିକ ଉତ୍ସବ ଓ ଆଲୁମିନି ଅଭିନନ୍ଦନ କାର୍ଯ୍ୟକ୍ରମ ପାଳିତ କରାଯାଇଛି l ଏହି ସଭାରେ ସଭାପତି ଭାବରେ!-->…
ଆସନ୍ତାକାଲି ୧୪ ନୂଆ ପୁଲିସ ଷ୍ଟେସନ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବ୍ୟାପୀ ୧୪ଟି ନବନିର୍ମିତ ପୁଲିସ ଷ୍ଟେସନର ଉଦ୍ଘାଟନ କରିବାକୁ ଯାଉଛନ୍ତି। ଉଦ୍ଘାଟନ ଉତ୍ସବ ଆସନ୍ତାକାଲି, ଶୁକ୍ରବାର ୭ ମାର୍ଚ୍ଚ ୨୦୨୫, ପୂର୍ବହ୍ନ ୧୧:୩୦ ସମୟରେ ଏକ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହେବ।ଏହି ପଦକ୍ଷେପ ରାଜ୍ୟ!-->…
ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଏବଂ ଜିଲ୍ଲା ଦକ୍ଷତା କମିଟି ର ବୈଠକ…
ନବରଙ୍ଗପୁର ତା ୬.୩.୨୦୨୫: ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଏବଂ ଜିଲ୍ଲା ଦକ୍ଷତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ!-->…
ମୋହନ ସରକାରଙ୍କ ବିରୋଧ ରେ ଛି ଛି ନାରାବାଜି : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ର ପ୍ରତିବାଦ…
ଛତ୍ରପୁର,: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ କରାଯିବ ନେଇ ଦେଖା ଦେଇଛି ବିକ୍ଷୋଭ । ଏ ନେଇ ଗୁରୁବାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ବିଜୁ ବାବୁଙ୍କ ପ୍ରତି ଅପମାନ ଅଭିଯୋଗରେ ଛତ୍ରପୁର ସ୍ଥିତ!-->…
ନୟାଗଡ଼ ମ୍ୟୁନିସପାଲିଟି ରେ ବିକାଶ ପାଇଁ ଥିବା ୧୬ କୋଟି ଟଙ୍କା ଫେରିଯିବ…!
ନୟାଗଡ଼: ଅହି ନକୁଳ ସମ୍ପର୍କ ଭଳି ନୟାଗଡ଼ ମ୍ୟୁନିସପାଲିଟି ରେ ନଗରପାଳ, ଉପାଧ୍ୟକ୍ଷ, କାଉନସିଲର, ବିଭିନ୍ନ କର୍ମଚାରୀ, ବିଧାୟକ ମଧ୍ୟରେ ବୁଝାମଣା ର ଅଭାବ ଯୋଗୁଁ ନୟାଗଡ଼ ମ୍ୟୁନିସପାଲିଟି ବିକାଶ ପାଇଁ ଆସିଥିବା ପାଖାପାଖି ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଫେରିଯିବ ବୋଲି କିଛି କାଉନସିଲର!-->…
ବି ନୁଆଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ….
ହିଞ୍ଜିଳିକାଟୁ ୬!୩ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବି ନୁଆଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ!-->…
କୁନ୍ଦେଇ ଫାଣ୍ଡି ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ…
ଉମରକୋଟ / ରାଇଘର ( ୬/୩/୨(୨୦୨୫)ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଲାଗି ରହି ଥିବା ଖୁଡୁକୁ ପଞ୍ଚାୟତର , ଗାୟତାବେଡ଼ା ଗ୍ରାମରେ କୁନ୍ଦେଇ ଫାଣ୍ଡି ପୋଲିସ୍ ତରଫରୁ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି।କୁନ୍ଦେଇ ପୋଲିସ ଫାଣ୍ଡି ଦିନେ ମାଉ ପ୍ରବନ!-->!-->!-->…
ନୂତନ ଆଇନ ସଚେତନତା ଶିବିର…
ହିଞ୍ଜିଳିକାଟୁ, ତା ୬।୩(): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପକ୍ଷରୁ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପରିସରରେ ଗୁରୁବାର ନୂତନ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ!-->…
ପରୀକ୍ଷା ଦେବାକୁ ଯିବା ସମୟରେ ଦୁର୍ଘଟଣା ରେ ପରୀକ୍ଷାର୍ଥୀ ଙ୍କ ମୃତ୍ୟୁ…
ମାଲକାନଗିରି : ଶେଷ ପରୀକ୍ଷା ହେଲା ଜୀବନର ଶେଷ ଦିନ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ନିକଟ ପଦ୍ମଗିରି ଅଞ୍ଚଳରେ । ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯିବା ବେଳେ ସଡକ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ। ଦଶମ ଶ୍ରେଣୀ ପରୀକ୍ଷା ର ଶେଷ ଦିନ ଥିବାରୁ ପଦ୍ମଗିରି ଠାରୁ ସେରପାଲି!-->…
ହିଞ୍ଜିଳି : ମୋଟର ସାଇକେଲ ଦୂର୍ଘଟଣାରେ ୨ ଗୁରୁତର…
ହିଞ୍ଜିଳିକାଟୁ, ୫।୩: ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ନିକଟରେ ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଉଭୟ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ବ୍ରହ୍ମପୁର ସଦର ଥାନା ଖଜୁରିଆ ଗ୍ରାମର ଅରୁଣ କୁମାର ଦଳବେହେରା (୪୧) ଓ ଚଢେଇମରା ଗ୍ରାମର ଇ. ଅଜିତ!-->…