ହୋଷ୍ଟେଲ ଛାତ୍ରୀ ମାଆ ହେବା ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ୱିତ…

ମାଲକାନଗିରି: ମାଲକାନଗିରି ଶିକ୍ଷା ବିଭାଗ କଳଙ୍କିତ ସମୟ ଦେଇ ଏବେ ଗତି କରୁଛି ତଥାପି ପ୍ରଶାସନ ର ଚେତା ପଶୁନି l ତଳେ ଦିନେ ୨ ଛାତ୍ରୀ ଙ୍କ ଆତ୍ମହତ୍ୟା ରୁ ପରଦା ହଟିନି l ଯାହାକି ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ବର୍ତ୍ତମାନ ପୁଣି ଏପରି ଘଟଣା କେବଳ ଜିଲ୍ଲା ନୁହଁ ସମଗ୍ର ରାଜ୍ୟରେ…

ଜାଗର ପାଇଁ ସଜେଇ ହୋଇଛି ବାବା ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ

ମହା ଶିବରାତ୍ରି ଅବସରରେ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ । ବାବା ଲୋକନାଥଙ୍କୁ ଦର୍ଶନ ଓ ଜଳାଭିଷେକ କରିବା ଲାଗି ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିଛି । ରାତ୍ର ୧୨ଟା ୩୦ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା,…

ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ:ଓଁ ନମଃ ଶିବାୟ ଧ୍ୱନି ରେ ପ୍ରକମ୍ପିତ , ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼…

ଛତ୍ରପୁର ,: ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଓ ଆଖ ପାଖ ଅଂଚଳ ର ବିଭିନ୍ନ ଶୈବ ପୀରେ ମହାଶିବରାତ୍ରି ଧୁମ୍‌ଧାମ୍‌ରେ ପାଳନ ହୋଇଛି । ଛତ୍ରପୁର ସ୍ଥିତ ଆଗ୍ରହରମ ସାହି ସ୍ଥିତ ଶ୍ରୀଶ୍ରୀ ଗୌରୀଶଙ୍କର ମନ୍ଦିର,ପୁତି ଗୋପାଳପୁର ସ୍ଥିତ ବିଶ୍ୱେଶ୍ଵର ମନ୍ଦିର, ନିୟୁପୋଲିସ ଲାଇନ…

ମହାଶିବରାତ୍ରି ଅବସର ରେ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ…

ଛତ୍ରପୁର,: ପବିତ୍ର ମହାଶିବରାତ୍ରି ଲାଗି ଗଞ୍ଜାମ ଜିଲ୍ଲାର ସଦର ମହାକୁମା ଛତ୍ରପୁର ସହର ଚଳ ଚଞ୍ଚଳ ହୋଇପଡିଛି l ଏହି ଅବସରରେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରାହିତରେ ପୋଷ୍ଟ…

ଜନସ୍ବାସ୍ଥ୍ୟ ବିଭାଗ ପାଲଟିଛି ଭୂତକୋଠି, ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ଦେଖା ମିଳୁନି…

ହିଞ୍ଜିଳିକାଟୁ ୨୬!୨ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ ରହିଛି । ଚତୁରତାର ସହ ବିଭାଗ କାର୍ଯ୍ୟ କରୁଛି । ଏହି କାର୍ଯ୍ୟାଳୟ ରେ ନା ଅଛି ନାମ ଫଳକ ନା କାର୍ଯ୍ୟାଳୟ ବୋଲି କେଉଁଠି ଲେଖା ଯାଇଛି ।ଏଲ ଈଡି ଥିଲା ତାହା ବର୍ତ୍ତମାନ ବନ୍ଦ ରହିଛି…

ଆସିକା ରାଜସ୍ୱ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଟ୍ରାଫିକ ସମସ୍ୟା ବଢୁଛି……!

ସାଧାରଣ ଜନତା ଓ ସ୍କୁଲ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ….. ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ମଧ୍ୟରେ ଥିବା ଖମେଶ୍ୱରୀ ପାଟଣା, ବିନାୟକ ବଜାର, ଲକ୍ଷ୍ମୀ ବଜାର ରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜବର ଦଖଲ ସାଙ୍ଗକୁ ରାସ୍ତା କଡ଼ରେ ଉଠାଦୋକାନୀ ଓ ଦୁଇ…

ସରକାରୀ ଅବହେଳା ଯୋଗୁଁ ଭତ୍ତାରୁ ବଞ୍ଚିତ ମାନସିକ ବିକୃତି ଯୁବତୀ..

" ପ୍ରଶାସନର ବୈମାତ୍ରୀକ ମନୋଭାବ ଯୋଗୁଁ ଜନ ଅସନ୍ତୋଷ "ଉମରକୋଟ/ ଝରିଗାଁ (୨୬/୦୨/୨୦୨୫):- ଜଣେ ମାନସିକ ବିକୃତି ଯୁବତୀର ଆଧାର କାର୍ଡ ହୋଇ ପାରୁନଥିବା ଯୋଗୁଁ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଦୃଶ୍ୟମାନ ।ଭତ୍ତା ବାବଦକୁ ବ୍ଳକର କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଚରମ ଅବହେଳା…

ସୁଟଆଉଟରେ ନେଦରଲ୍ୟାଣ୍ଡକୁ ପରାସ୍ତ କଲା ଭାରତ

ଭୁବନେଶ୍ୱର: ମଙ୍ଗଳବାର ଦିନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇଏଚ୍ ହକି ପ୍ରୋ ଲିଗ୍ (ମହିଳା) ଖେଳରେ ୨-୨ ଗୋଲରେ ଏକ ରୋମାଞ୍ଚକର ଡ୍ର ପରେ, ଭାରତ ନେଦରଲ୍ୟାଣ୍ଡକୁ ସୁଟଆଉଟରେ ୨-୧ ଗୋଲରେ ପରାସ୍ତ କରି ବୋନସ୍ ପଏଣ୍ଟ ହାସଲ କରିଛି। ଦୁଇ ଗୋଲ ପଛରେ ରହିବା ସତ୍ତ୍ୱେ, ଭାରତ…

ସମ୍ଭଲରେ ୪୬ ବର୍ଷ ପରେ ଖୋଲିଲା ଶିବ ମନ୍ଦିର, ଶିବରାତ୍ରିରେ କରାଯିବ ରୁଦ୍ରାଭିଷେକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ଭଲରେ ୪୬ ବର୍ଷ ଧରି ବନ୍ଦ ଥିବା ଶିବ ମନ୍ଦିର ଖୋଲାଯାଇଛି। ହିନ୍ଦୁ ସଂଗଠନର ଲୋକମାନେ ମନ୍ଦିରରେ ଜଳାଭିଷେକ କରିଛନ୍ତି । ଏହି ଶିବ ମନ୍ଦିରରେ ଦୀର୍ଘ ୪୬ ବର୍ଷ ଧରି ଜଳାଭିଷେକ କରାଯାଇନଥିଲା। ମନ୍ଦିର ବନ୍ଦ ଥିବାରୁ ଲୋକମାନେ ପୂଜା ମଧ୍ୟ କରିପାରୁନଥିଲେ।…

ୟୁନୁସଙ୍କୁ ହଟାଇବ ବାଂଲାଦେଶର ସେନା ?

ଢାକା : ବାଂଲାଦେଶରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ହେବାର ଆଶଙ୍କା ରହିଛି କି ? ସେନାମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ନିଜ ବୟାନ ମାଧ୍ୟମରେ ଏପରି କିଛି ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ପ୍ରତି ସମ୍ଭାବ୍ୟ ବିପଦ ମୁଁ ଦେଖିପାରୁଛି। ମୋର ଅନ୍ୟ…