Sign in
Sign in
Recover your password.
A password will be e-mailed to you.
ପାକିସ୍ତାନରେ ତ୍ରିରଙ୍ଗା ଉଡ଼ାଇ ଯୁବକ ଗିରଫ
ଲାହୋର: ପାକିସ୍ତାନ ଏବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି। ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡି ଭଳି ତିନୋଟି ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି। ନିକଟରେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ ଗିରଫ ହୋଇଛି । ସୁରକ୍ଷାକର୍ମୀମାନେ!-->…
ଦିଲ୍ଲୀ ଶିଖ୍ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ଫେବୃଆରୀ ୧୨ ତାରଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଆଜି ଦଣ୍ଡାଦେଶ ହୋଇଛି।୧୯୮୪ ଶିଖ!-->…
ବଦଳି ପରେ ବି ଓଡ଼ଗାଁ ଛାଡ଼ିବାକୁ ନାରାଜ ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ)…
ନୟାଗଡ :ନୟାଗଡ଼:ରାଜ୍ୟ ସରକାର ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ନୟାଗଡ଼ ଜିଲ୍ଲାର ୩ ଜଣ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି କରାଯାଇଛି । କିନ୍ତୁ!-->…
କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗଞ୍ଜାମଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ…
ଛତ୍ରପୁର, : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠି ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳିବାନ୍ଧିଛନ୍ତି ବିଜେଡି କାଉସିଲର l ଏନେଇ ସୋମବାର ଏନଏସି ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଙ୍କ ସହ ୧୪ ବିଜେଡି କାଉସିଲର ଛତ୍ରପୁର ଆସି ଗଞ୍ଜାମ!-->!-->!-->…
ଗଞ୍ଜାମରେ ୧ ଲକ୍ଷ ୭୦ ହଜାର ୧୯୩ ଜଣ ଚାଷୀଙ୍କ ଖାତାକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୯ ତମ…
ଛତ୍ରପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୯ ତମ କିସ୍ତି ପ୍ରଦାନ କରିଛନ୍ତି । ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ଦୁଇ ହଜାର ଟଙ୍କା ଯାଇଛି । ଏହି ଯୋଜନାରେ ଚାଷୀମାନେ ବର୍ଷକୁ ଛଅ ହଜାର ଟଙ୍କା!-->!-->!-->…
ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ…
ନବରଙ୍ଗପୁର ତା୨୪.୦୨.୨୦୨୫: ନନ୍ଦାହାଣ୍ଡି ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ!-->…
ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଏକ ଚୋରୀ ଘଟଣାରେ ବାଲିଗୁଡା ପୁଲିସ ସୋମବାର ଦୁଇ ପେଶାଦାର ଅପରାଧୀ ଙ୍କ ସମେତ କିଛି ଚୋରୀ ସାମଗ୍ରୀ ଜବତ କରିଥିବା ବିଷୟ କୁ ନେଇ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଘଟଣାରୁ ପ୍ରକାଶ ଯେ, ଚଳିତ!-->…
ଆସିକା ଜନସ୍ୱାସ୍ଥ୍ୟ ବିଭାଗ ର ମର୍ଜିରେ ଜଳ ଯୋଗାଣ, ଲୋକେ ହନ୍ତସନ୍ତ…..!
ଗତ ଛ'ମାସ ହେଲା ପାନୀୟ ଜଳ ସମସ୍ୟା ରେ ସୁଧାର ଆସୁନାହିଁ……
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର ଦୁଇ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ହେଉଛି। ଗତ ଛ'ମାସ ହେଲା ଜନ ସ୍ୱାସ୍ଥ୍ୟ ବିଭାଗ ର ମର୍ଜୀ ରେ ସହାରକୁ ଜଳ ଯୋଗାଣ ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର!-->!-->!-->…
ସୀମାନ୍ତରେ ମାଓବାଦୀଙ୍କ ବୋତଲ ବୋମାକୁ ନିଷ୍କ୍ରିୟ କଲେ ଯବାନ…
ମାଲକାନଗିରି, ୨୪।୨ ମାଲକାନଗିରି ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜ ଯାଇଥିବା ବିୟର୍ ବୋତଲ ବୋମାକୁ ଠାବ କରି ନିଷ୍କ୍ରିୟ କଲେ ଯବାନ। ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପିଡିଆ ସ୍ଥିତ କୋବ୍ରା ବାଟାଲିଆନର ଜବାନ ମାନେ କେରିପୁ ଅଞ୍ଚଳରେ!-->…
ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସାଧାରଣ ପରିଷଦ ବୈଠକ : ସି ଏଚ ବାବା ଯୁଗନ୍ଧର ନିର୍ବାଚନ ଅଧିକାରୀ ନିଯୁକ୍ତ
ନବରଙ୍ଗପୁର, ନବରଙ୍ଗପୁର ଆଇନଜୀବୀ ସଂଘର ସଭାପତି ନରସିଂହ ତ୍ରିପାଠୀଙ୍କ ଅଧକ୍ଷତାରେ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂଘର ଆଗାମୀ ନିର୍ବାଚନ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ମାର୍ଚ୍ଚ ୨୯!-->!-->!-->…