ସାନଭାଇର ଠେଙ୍ଗା ମାଡରେ ବଡ ଭାଇ ଗୁରୁତର, ଆକ୍ରମଣକାରୀ ଗିରଫ…

ହିଞ୍ଜିଳିକାଟୁ, ତା ୨୩।୧(): ଘରୋଇ କଳହକୁ କେନ୍ଦ୍ର କରି ସାନ ଭାଇ ଏକ ଠେଙ୍ଗାରେ ବଡ ଭାଇଙ୍କୁ ଆକ୍ରମଣ କରିଛନ୍ତି।‌ ଆକ୍ରମଣରେ ବଡ ଭାଇ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ସାରୁ ଗ୍ରାମର ସଞ୍ଜୟ ସେଠି (୪୩) । ଘଟଣା ନେଇ ଆହତ ଯୁବକ ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ…

ଯାନିବିଲି ପ୍ରକଳ୍ପ ଧର୍ମକୁ ଆଖିଠାର : ବ୍ରହ୍ମପୁର ବାସୀଙ୍କୁ ଚାହିଦା ମୁତାବିକ ମିଳିଲାନି ଜଳ ନା ମିଳିଲା…

ପୂର୍ବତନ ମନ୍ତ୍ରୀଙ୍କ କାରନାମା ହିଁ ଏଥିପାଇଁ ଦାୟୀ …..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରିଟିଶ ଶାସନ ଅମଳରୁ ଜାନିବିଲି ଆନିକଟ ଠାରୁ ଦକ୍ଷିଣପୁର ଜଳ ଭଣ୍ଡାର କୁ ଋଷିକୂଲ୍ୟା ମୁଖ୍ୟ କେନାଲ ଦେଇ ଜଳ ଯୋଗାଣ ହେଉଥିଲା। ଦୀର୍ଘ ବର୍ଷ ହେଲା ବ୍ରହ୍ମପୁର ବାସୀ ପାନୀୟ ଜଳ ପାଇଁ…

ସୋସିଆଲ ମିଡ଼ିଆର ଅପବ୍ୟବହାର :ଦେଢ଼ ବର୍ଷ ପରେ ଅଭିଯୁକ୍ତ ଗିରଫ…

ବାଲିଗୁଡା, ତା, ୨୨/୦୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ଏକ ମହିଳାର ଫଟୋକୁ ସୋସିଆଲ ମିଡିଆ ୱାଟ୍ସଅପ ଓ ଫେସବୁକରେ ପୋଷ୍ଟ କରି ହଇରାଣ କରୁଥିବାରୁ ଜଣେ ଯୁବକକୁ କ. ନୂଆଗାଁ ପୋଲିସ ଶନିବାର ଜେଲ ହାଜତକୁ ପଠାଇଥିବା ଜଣାପଡ଼ିଛି। ଆଦିବାସୀ ବହୁଳ…

ଦିନିକିଆ ଗଞ୍ଜାମ ଗସ୍ତରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତୀ କୃଷ୍ଣ ଚନ୍ଦ୍ର ପାତ୍ର, ଛତ୍ରପୁର ଠାରେ କଲେ…

ବ୍ରହ୍ମପୁର : ଗଞ୍ଜାମ ଜିଲାରେ ଜୋରଦାର ଚାଲିଛି ଧାନ କିଣା ପ୍ରକ୍ରିୟା । ଏବେ ସୁଦ୍ଧା ରେକର୍ଡ ସଂଖ୍ୟାକ ଧାନ ସଂଗ୍ରହ ହୋଇଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଆଜି ଗଞ୍ଜାମ ଗସ୍ତରେ ଆସିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଛତ୍ରପୁର ସ୍ଥିତ ସର୍କିଟ ହାଉସରେ…

କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛି…

ବ୍ରହ୍ମପୁର : ନେପାଳର ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ବିତାଡିତ କରିଥିବା କର୍ତ୍ତୃପକ୍ଷ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏଆଇଡିଏସଓ ପକ୍ଷରୁ କମାପଲ୍ଲୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ…

ବାଇକ ରୁ ପଡି ଯୁବକ ଗୁରୁତର…

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା ଅଧିନସ୍ତ ବାକି ପୋଲ ଉପରେ ଗୋଟିଏ ସ୍କୁଟିରୁ ଗଜାଧର ବଡାଇକ ୩୦ ବର୍ଷ ନିଜର ଭାରସାମ୍ୟ ହରାଇ ଥିବାରୁ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ ! ପାଦଚାରି ଲୋକଙ୍କ କହିବା ଅନୁଯାଇ ଏହି ସ୍କୁଟି ଚାଲାକ ବେପରୁଆ ଦ୍ରୁତ ଗତିରୁ…

ବିଦ୍ୟାଳୟର ବାର୍ଷିକ ଉତ୍ସବ ସହ ସଫାସୁତୁରା ଗାଁ ଦାଣ୍ଡ…

ଚିକିଟୀ-- ଏହି ବ୍ଲକ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟ ରେ ନିରାଡ଼ମ୍ବରଭାବେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସିମାଞ୍ଚଳ ପଣ୍ଡା , ସି ଆର ସି ସି ଧର୍ମରାଜୁ ବେହେରା ୱାର୍ଡ ସଭ୍ୟ କହ୍ନେଇ ବେହେରା ଉପସ୍ଥିତ…

କେନ୍ଦୁଝରରେ ପ୍ରଜାପିତା ବ୍ରହ୍ମକୁମାରୀ କାର୍ଯ୍ୟାଳୟକୁ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ 

କେନ୍ଦୁଝର: ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟ ‘ସୁଖ ଶାନ୍ତି ସରୋବର’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁନ୍ଦର, ଅଧ୍ୟାତ୍ମିକ ପୃଥିଵୀର ପରିକଳ୍ପନାକୁ ବାସ୍ତବିକତାର ରୂପ ଦେବାପାଇଁ…

ଭୁଶୁଡ଼ିଲା ନିର୍ମାଣାଧୀନ ସୁଡ଼ଙ୍ଗର ଛାତ, ଭଗ୍ନାବଶେଷ ତଳେ ଫସି ରହିଛନ୍ତି ୬ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ: ତେଲେଙ୍ଗାନାର ନାଗକୁରନୂ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଶନିବାର ଏଠାରେ ନିର୍ମାଣାଧୀନ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ୍ କେନାଲ (ଏସଏଲବିସି)ର ଏକ ଟେନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଯାହାର ଭଗ୍ନାବଶେଷ ତଳେ ଫସିଛନ୍ତି ୬ ଶ୍ରମିକ। ସୂଚନା ପାଇ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ…