Sign in
Sign in
Recover your password.
A password will be e-mailed to you.
ମୁଁ ବିଜେଡିରେ ଅଛି, ରହିବି – ସନାତନ ମହାକୁଡ଼
ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ ଅଛି, ରହିବି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି, ରହିବି। ସେ ପୁଣି କହିଛନ୍ତି, ଜିଲାର ବିକାଶ ପାଇଁ!-->…
୧୫ ପ୍ଲଟ୍, କାଜୁ ପ୍ରୋସେସିଂ ୟୁନିଟ୍ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି
କୋରାପୁଟ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବର୍ତ୍ତମାନ!-->…
ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ବର: ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଥିଲା ବଜେଟ ଅଧିବେଶନର ପ୍ରଥମ ଦିନ। ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର!-->…
ପୁଲିସର ଅପରେସନ ‘କାଗାର’କୁ ବିରୋଧ କରି ରାୟଗଡ଼ା ଜିଲ୍ଲାରେ ନକ୍ସଲ ପୋଷ୍ଟର
ରାୟଗଡ଼ା: ‘ଅପରେସନ କାଗାର’କୁ ବିରୋଧ କରି ଓଡ଼ିଶା ଓ ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବାକୁ ସିପିଆଇ ମାଓବାଦୀଙ୍କ ତରଫରୁ ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ସକଟା ଗ୍ରାମ ଛକ ଓ କଲ୍ୟାଣସିଂପୁର ବ୍ଲକ ନାରୀଙ୍ଗତୋଳା ଗ୍ରାମରେ ପୋଷ୍ଟର ଓ ବ୍ୟାନର ଆଜି ଲଗାଯାଇଛି। "ଅପରେସନ!-->…
ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି
ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ‘ସରକାର ନୂଆ ଶିକ୍ଷାନୀତିକୁ ଓଡ଼ିଶାରେ ଲାଗୁ କରିଛନ୍ତି। ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ ରଖି ଏହା କହିଛନ୍ତି।‘ଜୟ ଜଗନ୍ନାଥ’ କହି ଅଭିଭାଷଣ ଆରମ୍ଭ କରି!-->…
ବିଦ୍ୟାଳୟ ହଷ୍ଟେଲ, ଘର ଆଗ ଗଛରେ ଝୁଲିପଡ଼ିଲେ ୨ଜଣ ବିଦ୍ୟାଳୟର ଛାତ୍ରୀ
ସୁନ୍ଦରଗଡ଼/ଜଳେଶ୍ବର: କଅଁଳ ବୟସରେ ମାନସିକ ଅବସାଦ। ପାରିପାରିକ ଅଭାବ ଅସୁବିଧା ହେଉ ବା ପାଠ ପଢ଼ା ଚାପ ହେଉ ଏହାକୁ ମୁକାବିଲା କରିନପାରି ୫ଦିନ ଭିତରେ ୪ଜଣ ସ୍କୁଲ ଛାତ୍ରୀ ଜୀବନ ହାରିଛନ୍ତି। ଗତ ୫ ତାରିଖ ଦିନ ମାଲକାନଗିରି ଜିଲ୍ଲାର କାଳିମେଳାରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି!-->…
ଆସିକା : ଅଧିକାଂଶ ବାବୁଙ୍କ ସରକାରୀ ଗାଡ଼ି ଘରୋଇ କାର୍ଯ୍ୟରେ ନିୟୋଜିତ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ରେ ଥିବା ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅଫିସର ମାନେ ବାହାରେ ରହୁଛନ୍ତି। ଶନିବାର ରବିବାର ହେଲେ ବାବୁ ମାନେ ମଉଜ ମଜଲିସ କରିବାକୁ ସରକାରୀ ଗାଡ଼ିକୁ ସାଙ୍ଗରେ ଧରି ଯିବା ସମ୍ପର୍କ ରେ ରୀତିମତ ଅଭିଯୋଗ ହୋଇ ଆସୁଛି। ସରକାରୀ ଗାଡ଼ିକୁ!-->…
ସ୍ତ୍ରୀ କୁ ପିଟିପିଟି ହତ୍ୟା କଲା ସ୍ୱାମୀ…
ନୟାଗଡ଼: ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ବଡ଼ଗୋରଡ଼ା ଗ୍ରାମର ତ୍ରିନାଥ ପରିଡାଙ୍କ ପୁଅ ତୋଫାନ ପରିଡ଼ା ନିଜ ସ୍ତ୍ରୀ ରଞ୍ଜିତା ଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ହତ୍ୟା କରି ତୋଫାନ ପରିଡ଼ା ଫେରାର ଅଛନ୍ତି। ସୂଚନା ଅନୁଯାୟୀ ସ୍ୱାମୀ ତୋଫାନ ଏବଂ ସ୍ତ୍ରୀ ରଞ୍ଜିତା ଙ୍କ ମଧ୍ୟରେ ସବୁବେଳେ!-->…
ଆସିକା ବହୁମୁଖୀ ଉପଯୋଗୀ କୋଠା ନିର୍ମାଣ ହେଵ କେବେ…?
ଅସମାଜିକ ଯୁବକଙ୍କ ଆଡ୍ଡା ପାଲଟିଛି ଉକ୍ତ ସ୍ଥାନ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର କେନ୍ଦ୍ର ସ୍ଥଳୀ ରେ ଥିବା ୧୫ ୱାର୍ଡ ରେ ଥିବା ୱେର ହାଉସ ଠାରେ ବହୁମୁଖୀ ଉପ ଯୋଗୀ କୋଠା ପାଇଁ ସ୍ଥାନ ଚହ୍ନଟ ହୋଇଥିଲା। ଉକ୍ତ କୋଠା ନିର୍ମାଣ ପାଇଁ ୨୦୨୩ ମସିହାରେ ୪ କୋଟିରୁ ଉର୍ଦ୍ଧ ଟଙ୍କା!-->…
ନୟାଗଡ଼ ସହରର ବିଭିନ୍ନ ହୋଟେଲ ଓ ଲଜ୍ ରେ ବଢ଼ି ଚାଲିଛି ଦେହ ବେପାର..!
ନୟାଗଡ଼: ନୟାଗଡ଼ ସହର ଓ ଆଖପାଖ ଅଞ୍ଚଳରେ କିଛି ହୋଟେଲ ଓ ଲଜ୍ ରେ ଦେହ ବେପାର ଚାଲୁଛି ଦେହ ବେପାର । ନୟାଗଡ଼ ସହରରେ ଥିବା ବିଭିନ୍ନ ହୋଟେଲ ମଧ୍ୟରୁ ନିର୍ଦ୍ଦିଷ୍ଟ ୩-୪ ଟି ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ବେଳେ ନୟାଗଡ଼ - ଖଣ୍ଡପଡ଼ା ରାସ୍ତାରେ ଜନୈକ ବ୍ୟକ୍ତିଙ୍କ ଘରେ ମଧ୍ୟ ଦେହ ବ୍ୟବସାୟ!-->…