Sign in
Sign in
Recover your password.
A password will be e-mailed to you.
ୟୁଥ ମାସ ସେବା ସଂଘ ପକ୍ଷରୁ ମାଗଣା ଦନ୍ତ ଚିକିତ୍ସା ଶିବିର
ଛତ୍ରପୁର,: ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ଏବଂ କେୟାର ୩୨ ଏ FCମଲ୍ଟି ସ୍ପେସିଆଲ ଡେଣ୍ଟାଲ କ୍ଲିନିକ ମିଳିତ ଆନୁକୂଲ୍ୟ ରେ ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ତିରୁପତିରାଓପେଟା ସାହି ସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର!-->…
ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ କୃଷିରେ ନବସୃଜନକୁ ପ୍ରୋତ୍ସାହନ କରିବା ପାଇଁ କୃଷିସମ୍ମିଳନୀ ଆୟୋଜିତ
- ଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ସ୍ଥାନୀୟ କୃଷକ ସାମିଲ
ଭୁବନେଶ୍ୱର/ବ୍ରହ୍ମପୁର : ୧୨ ଫେବ୍ରୁଆରି ୨୦୨୫: ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସଏଫ) ଦ୍ୱାରା ଆୟୋଜିତ ଦୁଇଦିନିଆ ସାମୁହିକ ଯୋଗଦାନ କାର୍ଯ୍ୟକ୍ରମ ଅରୁଣିମା-୨୦୨୫ର ଶେଷ ଦିବସରେ କୃଷକ ଓ ବୈଜ୍ଞାନିକମାନେ ଏକାଠି!-->!-->!-->…
ଭାରତ-ବାଂଲାଦେଶ ସୀମାରେ ଅସମ୍ପୂର୍ଣ୍ଣ ଫେନସିଂ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ କହିଛନ୍ତି ଯେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୀମାର ପରିସର ୪୦୯୬.୭ କିଲୋମିଟର ଥିବାବେଳେ ଏପର୍ଯ୍ୟନ୍ତ ୮୬୪.୫ କିଲୋମିଟର ପରିସରରେ ତାର ବାଡ଼ ଲଗାଯାଇପାରିନାହିଁ | ଏଥିମଧ୍ୟରୁ ୧୭୪.୧୫ କିଲୋମିଟର ଅଞ୍ଚଳ ଖାଲରେ ପରିପୂର୍ଣ୍ଣ | ତୃଣମୂଳ କଂଗ୍ରେସ!-->…
ଦୁଷ୍କର୍ମ ମାମଲାରେ ପିଡ଼ିତାଙ୍କୁ ମିଳିଲା ନ୍ୟାୟ : ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ମାନ୍ୟବର ପୋସ୍କୋ…
ବ୍ରହ୍ମପୁର : ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ୨୦୨୩ ଅକ୍ଟୋବର ୧୦ ତାରିଖରେ ଏନେଇ ଭଞ୍ଜନଗର ଥାନାରେ ଜିଆର କେସ୍ ନଂ ୧୮୯/୨୩ରେ ମାମଲା ରୁଜୁ ହୋଇଥିଲା । ୭ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ସ୍ୱତନ୍ତ୍ର ପୋସ୍କୋ ବିଚାରପତି ପ୍ରଣତି ପଟ୍ଟନାୟକ ମାମଲାର ଶୁଣାଣି!-->…
ଭାରତରୁ ପିନାକ ରକେଟ ଲଂଚର କିଣିବ ଫ୍ରାନ୍ସ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ବିଭିନ୍ନ ବିଶ୍ୱସ୍ତରୀୟ ଫୋରମରେ ସେମାନଙ୍କର!-->…
ଗାଁ ରେ ସଶକ୍ତ ହେବ କ୍ରୀଡା : ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ହେବ ବ୍ଲକସ୍ତରୀୟ ଷ୍ଟାଡିୟମ, ଜାଗା ଚିହ୍ନଟ ପାଇଁ…
ଛତ୍ରପୁର : ରାଜ୍ୟରେ ସମସ୍ତ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବାନେଇ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏନେଇ ଆଜି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ କ୍ରୀଡା ସଚ୍ଚିବ ଭିସି ମାଧ୍ୟମରେ ଯୋଡିହୋଇ ଗଞ୍ଜାମ ଜିଲାରେ ଥିବା ୨୨ଟି ବ୍ଲକ ପାଇଁ ୨୨ ଟି ଜାଗା!-->…
କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ରାଏବଗା କ୍ଲଷ୍ଟର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ FLN ଶିକ୍ଷକ ଶିକ୍ଷୟିତ୍ରୀ!-->…
ଆଖି ବୁଜିଲେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ: ୮୫ ବର୍ଷ ବୟସରେ ଦେହାନ୍ତ
ଲକ୍ଷ୍ନୌ: ଆଉ ନାହାନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ । ୮୫ ବର୍ଷ ବୟସରେ ପୂଜକ ସତୈନ୍ଦ୍ର ଦାସଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତୈନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ!-->…
ମସ୍କ ଜଣେ ଅସୁରକ୍ଷିତ ବ୍ୟକ୍ତି: ସାମ୍ ଅଲ୍ଟମନ
ନୂଆଦିଲ୍ଲୀ: ଓପନ୍ ଏଆଇର ପ୍ରତିଷ୍ଠାତା ସାମ୍ ଅଲ୍ଟମନ ଓ ଟେସ୍ଲାର ସିଇଓ ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ। ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରେ ଲାଗିଛି।ଅଲ୍ଟମ୍ୟାନ୍ ତାଙ୍କର ସଦ୍ୟତମ ମନ୍ତବ୍ୟରେ ମସ୍କଙ୍କୁ ଅସୁରକ୍ଷିତ ବ୍ୟକ୍ତି ବୋଲି!-->…
ଟେକ୍ନୋଲୋଜି ମଣିଷର ସ୍ଥାନ ନେଇପାରିବ କି? ଫ୍ରାନ୍ସରେ ସବୁଠୁ ଅଧିକ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଲେ…
ନୂଆଦିଲ୍ଲୀ: ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ବେଶୀ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ତାହା ହେଉଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ଚାକିରିର ସ୍ଥାନ ନେଇପାରିବ କି?ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ,!-->…