Sign in
Sign in
Recover your password.
A password will be e-mailed to you.
କୋମଳମତି ଶିଶୁଙ୍କ ଭବିଷ୍ୟତକୁ ନେଇ ଖେଳୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ : ବିଦ୍ୟାଳୟକୁ ୧୧ ଟା ଯାଏଁ ଆସୁନାହାନ୍ତି…
ମାଲକାନଗିରି,୧୨।୨ ଶିକ୍ଷ ମଣିଷ ଜୀବନରେ ଆଲୋକ ଦେଖାଇବା ସହ ଜୀବନକୁ ସରସ ସୁନ୍ଦର କରି ଗଢ଼ିଥାଏ । ପରିବାର ଲୋକେ ନିଜ ଶିଶୁଙ୍କ ଭବିଷ୍ୟତ ପାଇଁ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ରାଜ୍ୟ ସରକାର ଶିକ୍ଷିତଙ୍କ ହାର ବଢାଇବା ପାଇଁ ଅନେକ ପଦକ୍ଷେପ ନେଇଥାନ୍ତି। ଅଧିକରୁ ଅଧିକ ପିଲାଏ!-->!-->!-->…
ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଭାବେ ଦାୟିତ୍ୱ ଗ୍ରହଣକଲେ ସୁଜିତ କୁମାର ପାଢୀ
ଛତ୍ରପୁର, : ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ସୁଜିତ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସୂଚାରୂ ରୂପେ ତୁଲାଇ ଆସୁଥିଲେ । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପାଢ଼ୀ!-->…
ମାଥିଲି ଉତ୍କଳ ମହିଳା ସମିତିଙ୍କ ୬ ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ମାଲକାନଗିରି୧୩/୦୨ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉତ୍କଳ ମହିଳା ସମିତି ଜିଲ୍ଲା ସାମ୍ପାଦିକା ଶ୍ରୀମତୀ ଦୟାମଣୀ ଗଲରୀ ଙ୍କ ନେତୃତ୍ୱରେ ଆଜି ଉତ୍କଳ ମହିଳା ସମିତିର ମହିଳା ମାନଙ୍କ ୬ ଗୋଟି ଦାବିକୁ ନେଇ ମାଥିଲି ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ!-->…
ଟିଟିଆଇର ଆଧୁନିକୀକରଣ କଲା ଓମ୍ବାଡସି, ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର
ବାରିପଦା: ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏଥିପାଇଁ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ଆଇଟିଆଇ ଏବଂ ପଲିଟେକନିକ୍ କଲେଜର ଆଧୁନିକୀକରଣ ଓ ଭିତ୍ତିଭୂମି ସଦୃଢ଼ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଓମ୍ବାଡସି!-->…
ଜଙ୍ଗଲ ନିଆଁ ନିବାରଣ ଓ ହାତୀ ସୁରକ୍ଷା ସଚେତନତା ଅଭିଯାନ !
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାରର ରାଉରକେଲା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ଓ ହାତୀ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ! ବିରମିତ୍ରପୁର ବନାଞ୍ଚଳ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ତାରି : ୧୩/୦୨/୨୫ ରିଖ ଗୁରୁବାର ଦିନ ରାଏବଗା ର ସାପ୍ତାହିକ!-->…
କେବେ ବଦଳିବ ଆସିକା ଏନ୍ଏସି ମିନିଷ୍ଟାଡିୟମର ଭାଗ୍ୟ ? ଅଫିସରଙ୍କ ଖେଳ ପିଲାଙ୍କୁ କାଳ କଚ୍ଛପଗତିରେ ଖେଳପଡ଼ିଆ…
ବ୍ରହ୍ମପୁର : ରାଜ୍ୟ ସରକାର ଙ୍କ କ୍ରୀଡା ପ୍ରତି ବେଶ ଯତ୍ନଶୀଳ ଓ ଆଗ୍ରଆଧିକର ଦେଉଥିବା ବେଳେ ଆସିକା ରେ ଅବହେଳାର ଶିକାରୀ ହେଉଥିବା ଦେଖିବାକୁ ମିଳିଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଉଦାସୀନତା ସାଜିଛି ଆସିକା ଏନ୍ଏସି ଅଧିନସ୍ଥ ମିନି ଷ୍ଟାଡିୟମର ଉନ୍ନତିରେ ବାଧକ। ଗତ ୨୨.୦୬.୨୦୨୩!-->…
ବିଷପାନ କରି ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଜଣେ ଯୁବକ କୀଟନାଶକ ଓାୖଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଶୁଭଙ୍କର ମଲ୍ଲିକ (୨୨) । ଶୁଭଙ୍କର ଗତ କିଛି ଦିନ ଧରି ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ଘୁରି ବୁଲୁଥିଲେ। ଗୁରୁବାର!-->…
ସାପ କାମୁଡ଼ାରେ ଶିଶୁକନ୍ୟା ମୃତ
ହିଞ୍ଜିଳିକାଟୁ : ଏକ ବିଷଧର ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ସଞ୍ଜୟ ବେହେରା ୬ ବର୍ଷର ଶିଶୁ କନ୍ୟା ଚିତ୍ରା ବେହେରା। ପ୍ରକାଶ ଯେ, ଗୁରୁବାର ସକାଳେ ଶାସନଆମ୍ବଗାଁ ସ୍କୁଲ ସାହିର ସଞ୍ଜୟଙ୍କ ଝିଅ ଘରର ଚାରିପଟେ!-->…
ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା, ଖାଦ୍ୟ ଓ ଭିତ୍ତିଭୂମୀ ସମ୍ପର୍କିତ ସମୀକ୍ଷା ବୈଠକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ରେ କେବଳ ଭିର୍ତ୍ତି ଭୂମି ନୁହେଁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟ ,ପୋଷାକ ଓ ସେମାନଙ୍କୁ କିଭଳି!-->…
ଅସ୍ତ୍ର ପରିତ୍ୟାଗ କଲେ ୧୯ ନକ୍ସଲ, ପୁଲିସ ଆଗରେ କଲେ ଆତ୍ମସମର୍ପଣ
ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରଦ୍ରୀ କୋଥାଗୁଡେମ୍ ଜିଲ୍ଲା ପୁଲିସ୍ ଏବଂ ୮୧ ଏବଂ ୧୪୧ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଦିବାସୀଙ୍କ ବିକାଶ ତଥା କଲ୍ୟାଣ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ତଥା ଅପରେସନ ଜୋରଦାର କରାଯାଉଥିବାରୁ ନକ୍ସଲ ଏବେ!-->…