Sign in
Sign in
Recover your password.
A password will be e-mailed to you.
ଧାନ ମଣ୍ଡିକୁ ନେଇ ବିବାଦ ଧାରଣାରେ ଭଲିବଲ ଖେଳାଳୀ…
ହିଞ୍ଜିଳିକାଟୁ,: ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗାଁ ରେ ଆରଏମସି ମାକେର୍ଟ ୟାର୍ଡରେ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ସେଠାରେ ଭଲି ବଲ ଖେଳୁଥିବା ଖେଳାଳୀ ମାନେ ଉକ୍ତ ସ୍ଥାନରେ ମଣ୍ଡି ଖୋଲିବାକୁ ବିରୋଧ କରି ସୋମବାର ସଂଧ୍ୟାରେ!-->…
ସୁଶାସନ ସପ୍ତାହ ପାଳନ ଅବସରରେ କର୍ମଶାଳା ଅନୁଷ୍ଠିତ…
ସୁନ୍ଦରଗଡ଼ : ଜିଲ୍ଲାରେ ସୁଶାସନ ସପ୍ତାହ ପାଳନ ଅବସରରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ବଡ଼ଗାଁ ବ୍ଲକରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କର୍ମଶାଳା ରେ ଜିଲ୍ଲାପାଳ ମନୋଜ ମହାଜନ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ଉନ୍ନୟନ!-->…
ବଡ଼ଗାଁ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବଡ଼ଗାଁ ବ୍ଲକ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ ଏବଂ ସମସ୍ତ ଅଭିଯୋଗ ଗୁଡ଼ିକ ସମାଧାନ!-->…
ସଡକ ଦୁର୍ଘଟଣା ରେ ଚାଲିଗଲା ବାଇକ ଚାଳକର ଜୀବନ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ଜୟଡେଗା ପଞ୍ଚାୟତ ଅନ୍ତର୍ଗତ ପୂର୍ଣାପାଣି ଗ୍ରାମର ରାଫେଲ କିରୋଙ୍କ ପୁଅ ଶୁନୀଳ କିରୋ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିବା ଜଣା ପଡିଛି । ଗାଡି ନମ୍ବର OD 14 V 7882 ରେ ଦୁର୍ଘଟଣା ଘଟିଥିଲା । ଗତ କାଲି ତା ୨୨/୧୨/୨୪ ରିଖ ଦିନ!-->…
ଜାଲ ଦସ୍ତଖତ କରି ଆକ୍ସିସ ବ୍ୟାଙ୍କରୁ ସୁନାରୁଣ ନାମରେ ଟଙ୍କା ହଡପ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ
ମାଲକାନଗିରି,୨୩।୧୨ : ମାଲକାନଗିରି ଜିଲ୍ଲା ଆକ୍ସିସ ବ୍ୟାଙ୍କରେ ସୁନା ରୁଣ ନାମରେ ଠକେଇ ଅଭିଯୋଗରେ ଆଜି ଆଉଜଣେ ଅଭିଯୁକ୍ତକୁ ଭୁବନେଶ୍ଵରରୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ। ସୂଚନା ଅନୁଯାୟୀ ପୂର୍ବରୁ ଆକ୍ସିସ ବ୍ୟାଙ୍କରେ ସୁନା ରୁଣ ନାମରେ ମହା ଠକେଇ!-->!-->!-->…
ପୋଖରୀରେ ବୁଡି ବୃଦ୍ଧ ମୃତ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସମରଝୋଳ ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ଗୋପି ସେଠି (୮୧)। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ରୁ ବୃଦ୍ଧଙ୍କୁ!-->…
ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସୋମବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ!-->…
ପଡିଆରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତରୁ ଆସିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ!-->…
ଡିଏଲଏସ ଫୁଲବାଣୀ ଦ୍ଵାରା ପିରିକୁଡି ପଞ୍ଚାୟତରେ ସଚେତନତା ଶିବିର
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିରିକୁଡି ପଞ୍ଚାୟତ ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟ ରେ ଏକ ଆଇନ ସଚେତନତା ଶିବିରର!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ୧୬ ଏମଭିଏ ଟ୍ରାନ୍ସଫର୍ମର ସ୍ଥାପନ ସହ ଭିତ୍ତିଭୂମିରେ ସୁଦୃଢୀକରଣ
୭ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ଅତ୍ୟାଧୁନିକ "ଏନଆଇଏଫପିଏସ" ପ୍ରଯୁକ୍ତିବିଦ୍ୟାର ଉପଯୋଗ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରର ନିମଖଣ୍ଡି ସ୍ଥିତ ପ୍ରାଇମେରୀ ସବ ଷ୍ଟେସନରେ ପ୍ରଥମ ଥର!-->!-->!-->…