୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ : କହିଲେ ଯୁବପିଢିଙ୍କ ମାଧ୍ୟମରେ ହୁଏ ଦେଶର ବିକାଶ

ନୂଆଦିଲ୍ଲୀ : ୭୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ମିଳିଲା ନିଯୁକ୍ତି ପତ୍ର। ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ମେଳା ନିଯୁକ୍ତି…

ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର। ନୋଏଡ଼ାର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଦିଲ୍ଲୀର RML ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପ୍ରତାପ।ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ…

ଆପ୍‌ ବିରୋଧରେ ବିଜେପି ଜାରି କଲା ‘ଚାର୍ଜଶିଟ୍‌’

ନୂଆଦିଲ୍ଲୀ : ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଆଜି ବିରୋଧୀ ବିଜେପି ପକ୍ଷରୁ କ୍ଷମତାସୀନ ଆପ୍‌ ବିରୋଧରେ ଅଭିଯୋଗପତ୍ର ବା ଚାର୍ଜଶିଟ ଜାରି କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର, ଦିଲ୍ଲୀ ବିଜେପି…

UPSC ଠକେଇ ମାମଲା : ଗିରଫ ହେବେ କି ପୂଜା ଖେଡକର ?

ନୂଆଦିଲ୍ଲୀ : ପୂର୍ବତନ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିଛି। ୟୁପିଏସସି ଠକେଇ ମାମଲାରେ ଫସି ଆଇଏଏସ୍‌ ହେବାରୁ ବଞ୍ଚିତ ହୋଇଥିବା ପୂଜାଙ୍କ ଆଗୁଆ ଜାମିନ ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସେହିପରି ତାଙ୍କୁ ପୂର୍ବରୁ ଗିରଫଦାରୀରୁ ମିଳିଥିବା…

ଛାଡପତ୍ର ପାଇଁ କୋର୍ଟକୁ ଗଲେ ଅଶଦଙ୍କ ପତ୍ନୀ

ନୂଆଦିଲ୍ଲୀ : ସିରିଆରୁ ପଳାୟନ କରିଥିବା ରାଷ୍ଟ୍ରପତି ବଶର ଅଲ ଅଶଦଙ୍କ ପତ୍ନୀ ଅସମା ଅଲ ଅଶଦ ସ୍ୱାମୀଙ୍କଠାରୁ ଛାଡପତ୍ର ଦାବି କରିଛନ୍ତି l ଏଥିପାଇଁ ସେ ରୁଷର ଏକ କୋର୍ଟରେ ଆବେଦନ କରିଛନ୍ତି l ସିରିଆରେ ଗୃହ ଯୁଦ୍ଧ ପରେ ବିଦ୍ରୋହୀ ସଂଗଠନ କ୍ଷମତା ନିଜ ଦାଖଲକୁ ନେଇଛି l ଫଳରେ ରାଷ୍ଟ୍ରପତି…

ଏୟାର କଣ୍ଡିସନିଂ ଚେୟାର କାର୍, ଧୂଳିରୋଧୀ କୋଚ୍… ବୁଲେଟ ଟ୍ରେନରେ ମିଳିବ ବିଳାସପୂର୍ଣ୍ଣ ସୁବିଧା

ନୂଆଦିଲ୍ଲୀ : ଦେଶର ପ୍ରଥମ ବୁଲେଟ ଟ୍ରେନକୁ ନେଇ ପ୍ରସ୍ତୁତି ଚାଲିଛି । ଭାରତ ଓ ଜାପାନ ଦ୍ବାରା ମୁମ୍ବାଇ- ଅହମଦାବାଦ ହାଇ-ସ୍ପିଡ୍ ରେଳ କରିଡର ପାଇଁ ବୁଲେଟ ଟ୍ରେନ୍ ଡିଜାଇନକୁ ଶେଷ ରୂପ ଦିଆଯାଉଛି । ଏହି ଟ୍ରେନକୁ ଭାରତର ପରିସ୍ଥିତି ଅନୁକୂଳ ପାଇଁ ଅନେକ ପରିବର୍ତ୍ତନ କରାଯାଇଛି । ବୁଲେଟ…

ଟ୍ରମ୍ପଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ: ମିଳିଲା ଏହି ବଡ ପଦବୀ..

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍‌ରେ ଯୋଡି ହେଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ଏନେଇ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଟିମ୍‌ରେ ଏଆଇରେ ବରିଷ୍ଠ ନୀତି ପରାମର୍ଶଦାତା ଭାବେ ଦାୟିତ୍ୱ ନେବେ ଶ୍ରୀରାମ କ୍ରିଷ୍ଣନ୍‌।ଆମେରିକାର ନୂତନ ରାଷ୍ଟ୍ରପତି ଟ୍ରମ୍ପ…

ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ

ନୂଆଦିଲ୍ଲୀ : ବାଂଲାଦେଶର ଅନ୍ତରୀଣ ସରକାର ଭାରତକୁ କୂଟନୀତିକ ସ୍ତରରେ ଗୋଟିଏ ଚିଠି ଲେଖିଛନ୍ତି। ଏଥିରେ ବାଂଲାଦେଶ ସରକାର ଭାରତକୁ ଶେଖ ହସିନାଙ୍କୁ ତୁରନ୍ତ ଢାକା ପଠାଇବାକୁ କହିଛନ୍ତି। ୭୭ ବର୍ଷୀୟ ଶେଖ ହସିନା ବାଂଲାଦେଶରେ ଅଗଷ୍ଟ ମାସରେ ହୋଇଥିବା ଭୟଙ୍କର ବିକ୍ଷୋଭ ଦେଖି ଦେଶ ଛାଡ଼ି…

ହଟିଲା କଟକଣା: ଏଣିକି ଫେଲ୍‌ ହେଲେ ଫେଲ୍‌

ନୂଆଦିଲ୍ଲୀ : ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍‌ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ପାସ୍‌ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ପକ୍ଷରୁ ଫେଲ ଘୋଷଣା କରାଯାଇ…

ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ

ନୂଆଦିଲ୍ଲୀ : ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ନିଯୁକ୍ତ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।କମିଶନ ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ୬ ସଦସ୍ୟ ବିଶିଷ୍ଟ କମିଟି ଜଷ୍ଟିସ…