Sign in
Sign in
Recover your password.
A password will be e-mailed to you.
ବାଲି ମାଫିଆ ସହ ବନ୍ଧୁତା କରି ତୋର ଅଧେ ମୋର ଅଧେରେ ପୁଣି ବେପାର ଚାଲିଲା….!
ଅଡ଼ିଅ ଭାଇରଲ ପରେ ନେତା ବାଲି ମାଫିଆ କୋଳା କୋଳି……!
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଭି ଖୁସି କଭି ଗମ ଭଳି ଚୋରା ବାଲି ବ୍ୟବସାୟ ଚାଲିଛି। କିଛି ମାସ ପୂର୍ବେ ଆସିକା ବିଧାୟକ ଙ୍କ ଏକ ଅଡ଼ିଅ ଭାଇରଲ ହୋଇଥିଲା ଜଣେ ବାଲି ମାଫିଆଙ୍କ ସହ ମାସିକ!-->!-->!-->…
ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୭ରେ ଧାନ କିଣାର ଶୁଭାରମ୍ଭ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୭ ତାରିଖ ରୁ ଧାନକିଣା ଶୁଭାରମ୍ଭ ହେବ । ଏହି ଧାନ କିଣା ପ୍ରକ୍ରିୟାରେ ୧୬ ଜଣ ମିଲର ସାମିଲ ହେବେ ବୋଲି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଛି । ଡିସେମ୍ବର ୨୪ ତାରିଖରେ ଏହି ମିଲର ଙ୍କ ସହ ଏଗ୍ରିମେଣ୍ଟ ହେବ ବୋଲି ଜଣା ପଡିଛି ।ଚଳିତ ବର୍ଷ!-->…
ଆଇଆଇଟି ପକ୍ଷରୁ କନ୍ଧମାଳର ଯୁବକଙ୍କୁ ପିଏଚଡି ପ୍ରଦାନ
ଫୁଲବାଣୀ : ଝାଡ଼ଖଣ୍ଡ ର ଧ୍ୟାନବାଦ ଠାରେ ଆଇ ଆଇ ଟି, ଆଇ ଏସ ଏମ ପକ୍ଷରୁ ୪୪ ତମ କନଭୋକେ ସନ ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଳକର ଲଙ୍କାଗଡ ଗ୍ରାମାଞ୍ଚଳର ଯୁବକ ଡଃ ନୀରସିନ୍ଧୁ ଦେଶୀ ନାୟକ ଙ୍କୁ ନୀତି ଆୟୋଗର ସଭ୍ଯ ଡଃ ବିଜୟ କୁମାର ସାରସ୍ୱତଙ୍କ ଦ୍ଵାରା ପି!-->…
ହୋମଗାର୍ଡ ସଂଘ ଦଶାହ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଲେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସମ୍ପାଦକ ସପନ କୁମାର ମିଶ୍ରଙ୍କ ମାଁ ବିଳାସିନୀ ମିଶ୍ରଙ୍କର ମୃତ୍ୟୁବରଣ ହୋଇଥିଲା l ଆଜି ନିଜସ୍ୱ ଗ୍ରାମରେ ମୃତ ବିଳାସିନୀ ମିଶ୍ରଙ୍କ ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତାଙ୍କ ଦଶାହ କାର୍ଯ୍ୟରେ!-->…
ପେନାଲଟିକରେ ଜିତିଲା ଫୁଟବଲ କ୍ଲବ ଫୁଲବାଣୀ…
କେ, ନୂଆଗାଁ : k. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଠାରେ ଚାଲିଥିବା ସାରଙ୍ଗଡିଆନ ଫୂଟବଲ ଚାଲେଞ୍ଜ କପ ର ଆଜି ଦ୍ଵିତୀୟ ଦିନ ରେ ସୁରଜ ଫୂଟବଲ କ୍ଲବ ଫୁଲବାଣୀ ଏବଂ ବୁଢ଼ୀ ସମଳାଇ ଫୂଟବଲ କ୍ଲବ ସୋନପୁର ମଧ୍ୟରେ ଖେଳା ଯାଇଥିଲା ଏବଂପେନାଲଟିକ ଗୋଲରେ ଫୁଲବାଣୀ ଫୂଟବଲ କ୍ଲବ ବିଜୟୀ ହୋଇଥିଲା l!-->…
ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା: ଡେମୋଗ୍ରାଫିର ଭିଡିଓ ପ୍ରଦର୍ଶନ
ପାଟଣାଗଡ଼ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ସ୍ଥାନୀୟ ଏଡିଜେ କୋର୍ଟରେ ସୋମବାର ବରିଷ୍ଠ ପୁଲିସ ଅଧିକାରୀ ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବଲାଙ୍ଗୀର ଜେଲ୍ରେ ରଖାଯାଇଛିl ପୂର୍ବରୁ ୫୯ ଜଣ!-->…
ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ
ମୁମ୍ବାଇ: ମନ୍ଥନ ଓ ଅଙ୍କୁର ଭଳି ଚମତ୍କାର କଳାତ୍ମକ ସିନେମା ପାଇଁ ଜଣାଶୁଣା ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲଙ୍କ ପରଲୋକ ହୋଇଯାଇଛି। ସନ୍ଧ୍ୟା ୬ଟା ୩୯ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମଧ୍ୟ ବିଭିନ୍ନ!-->…
ଭିଡମୁକ୍ତ ହେବ କଟକ, ରାସ୍ତାରେ ଲାଗିବନି ଗହଳି
କଟକ: ଭିଡମୁକ୍ତ ହେବ କଟକ। ରାସ୍ତାରେ ଲାଗିବନି ଗହଳି। ସେନେଇ ଆଜି କଟକ ନୁଆବଜାର ଗୋଶାଳାସ୍ଥିତ ୫୦୦ ମିଟର ଲମ୍ବର ରେଳ ଓଭର ବ୍ରିଜର ଲୋକାର୍ପଣ କରିଲେ ରାଜ୍ୟ ସରକାରଙ୍କ ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ!-->…
ପୁଲିସ୍ ପଞ୍ଝାରେ ‘ଲୁଟେରୀ ଦୁଲହନ’: ୩ ବିବାହ, ୧.୨୫ କୋଟି ଠକେଇ
ନୂଆଦିଲ୍ଲୀ : ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ପୁଲିସ୍ ପଞ୍ଝାରେ ଜଣେ ଏମିତି ମହିଳା ପଡ଼ିଛନ୍ତି ଯିଏ ଲୁଟେରୀ ଦୁଲହନ ବା ଲୁଟେରୀ କନ୍ୟା ଭାବେ ପରିଚିତ। ମହିଳା ଜଣକ ଧନୀ ଲୋକଙ୍କୁ ଟାର୍ଗେଟ କରି ପ୍ରଥମେ ସେମାନଙ୍କ ନିକଟର ହେଉଥିଲା ଓ ଏହାପରେ କୌଶଳକ୍ରମେ!-->…
ସୀମାପାର ଆତଙ୍କବାଦକୁ ଭାରତ ଓ କୁଏତର ନିନ୍ଦା
ନୂଆଦିଲ୍ଲୀ : ଆତଙ୍କବାଦର ମୂଳୋତ୍ପାଟନ ପାଇଁ ହାତ ମିଳାଇଲେ ଭାରତ ଓ କୁଏତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଏତ ଗସ୍ତ ଅବସରରେ ଉଭୟ ଦେଶ, ସୀମାପାର୍ ସମେତ ସବୁପ୍ରକାର ଆତଙ୍କବାଦଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଏଥିସହ ଆତଙ୍କୀଙ୍କ ଭୂସ୍ୱର୍ଗ ଓ ଟେରର୍ ଫଣ୍ଡିଂ ନେଟୱର୍କ!-->…