ବିଜେପି ପ୍ରତି ମହାରାଷ୍ଟ୍ର କଂଗ୍ରେସ ମୁଖିଆଙ୍କ ‘କୁକୁର’ ବୟାନକୁ ନେଇ ତେଜିଲା ବିବାଦ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ମହାରାଷ୍ଟ୍ର କଂଗ୍ରେସ ମୁଖିଆ ନାନା ପାଟୋଲେ ବିଜେପି ପ୍ରତି ଅତ୍ୟନ୍ତ ବିବାଦୀୟ ଶବ୍ଦ ପ୍ରୟୋଗ କରିଛନ୍ତି। ଅକୋଲାରେ ଆୟୋଜିତ ରାଲିରେ ପାଟୋଲେ କହିଛନ୍ତି, “ମୁଁ ଆପଣଙ୍କୁ ଗୋଟିଏ…

ବିଜେଡି ନେତାଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା

ରାୟଗଡା : ବିଜେଡି ନେତା ଏନ୍‌.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା(NBW)। ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ୧୪ ବର୍ଷ ୧୧ ମାସ ପରେ ରାୟଗଡ଼ା ଏସ୍‌ଡିଜେଏମ୍‌ କର୍ଟ ଜାରି କରିଛନ୍ତି ଗିରଫ ପରୱାନା। ପୂର୍ବତନ ରାଜ୍ୟସଭା ସାଂସଦ…

ଗରିବ ମହିଳାଙ୍କ ଘର ତାଲା ଭାଙ୍ଗି ଜିନିଷ ନଷ୍ଟ କରିବା ଘଟଣା : ତଦନ୍ତ ନାଲି ଫିତା ତଳେ ଦବିଲାଣି…!!

ବାଃ ବାଃ ରେ ଘରୋଇ ବିଭାଗ ଯୁବତୀ କୁ ନ୍ୟାୟ ବଦଳ ରେ ଦବଙ୍ଗ ପୋଲିସ ବାବୁଙ୍କୁ ଦେଉଛି ପୁରସ୍କାର .!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ର ବାବୁଙ୍କୁ ମିଳିବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦକ୍ଷ ପୋଲିସ ର ମାନ ପତ୍ର। ସୂଚନା ଥାଉକି ଗତ ୧ ତାରିଖ ଦିନ ଆସିକା ଥାନା ଅନ୍ତର୍ଗତ ମାଗୁରା…

ଜିଲ୍ଲା ପାଇଁ ଗୌରବ : ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ସଦର ଥାନା IIC ଶ୍ରୀ ରିଗାନ କିଣ୍ଡୋ

ମାଲକାନଗିରି କେନ୍ଦ୍ରୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇବେ ମାଲକାନଗିରି ସଦର ଥାନା IIC ଶ୍ରୀ ରିଗାନ କିଣ୍ଡୋ, ୨୩ / ୨୪ ବର୍ଷରେ ତାଙ୍କର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ରୟ ସ୍ତରରେ ମନୋନୀତ ହୋଇଛନ୍ତି। ଓଡିଶାରୁ ତିନି ଜଣ ମନୋନୀତ ହୋଇଥିବା ବେଳେ ଶ୍ରୀ ରିଗାନ୍ କିଣ୍ଡୋ ଅନ୍ୟତମ।…

ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ନିମନ୍ତେ ଖବର ଦାତା ସମ୍ମିଳନୀ

ମାଲକାନଗିରି : ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ମାଲକାନଗିରି ରେ ଡିସେମ୍ବର ୨୯ ଓ ୩୦ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷ ରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଲୟେର ଆସୋସିଏସନ ସଭାପତି ନୃସିଂହ ଚରଣ…

ବିଦ୍ୟୁତ ଆଘାତରେ କାଠ ମିସ୍ତ୍ରୀ ମୃତ

ହିଞ୍ଜିଳିକାଟୁ ୧୧/୧୧ : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଦିଗାପଡା ଶାସନ ଗ୍ରାମରେ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସ୍ୱର୍ଗତ ତ୍ରିନାଥ ମହାରଣାଙ୍କ ସାନ ପୂଅ ସନ୍ତୋଷ ମହାରଣା ୩୪ ‌।ମୃତକ ଜଣକ କାଠ ମିସ୍ତ୍ରୀ ବୋଲି ଜଣାପଡିଛି । ସୋମବାର ସକାଳେ କାଠ କାମ…

ଏକଲ ଅଭିଯାନ ପକ୍ଷରୁ ଦିନିକିଆ କ୍ରୀଡ଼ା ପ୍ରତିଯୋଗିତା

ବାଲିଗୁଡା : ଏକଲ ଅଭିଯାନ ଫୁଲବାଣୀ ଅଞ୍ଚଳ ପକ୍ଷରୁ ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା' ପାଟ୍ଟଖଣ୍ଡାଙ୍କ ମନ୍ଦିରରୁ ମଶାଲ ପ୍ରଜ୍ଜଳନ କରି ପଡିଆ ରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ରାଜ କିଶୋର ସାହୁଙ୍କ ହସ୍ତରେ…

ଆମ୍ବ ଟାକୁଆ ଜାଉର ପୁନରାବୃତ୍ତି : ଚାରିମାସ ହେବ ମିଳିନି ଚାଉଳ, ଖୁର୍ସା, କରଡ଼ି ଓ ମକାରେ ବିତୁଛି ଆଦିବାସୀଙ୍କ ଜୀବନ

ବାଲିଗୁଡା : ଚାଉଳ ମିଳିବା ରେ ବିଳମ୍ବ ଯୋଗୁଁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା, କରଡ଼ି, ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ। ଏଭଳି ଏକ ଘଟଣା ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ କୁକି ଉଗ୍ରବାଦୀ ନିହତ

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ମଣିପୁରର ଜିରିବାମ ଜିଲ୍ଲାରେ…

ହ୍ରାସ ହେବ ରାତିର ତାପମାତ୍ରା, ୧୫ ପରେ ରାଜ୍ୟରେ ଅନୁଭବ ହେବ ଶୀତ

ଭୁବନେଶ୍ୱର : ହ୍ରାସ ହେବ ରାତିର ତାପମାତ୍ରା, ରାଜ୍ୟରେ ପଡିବ ଶୀତ । ୪ ଦିନ ପରେ ଅର୍ଥାତ ୧୫ ତାରିଖ ପରେ ରାଜ୍ୟରେ ଅନୁଭବ ହେବ ଶୀତ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ପଡିବ ବୋଲି ପୂର୍ବାନୁମାନ କରିଛି…