Sign in
Sign in
Recover your password.
A password will be e-mailed to you.
ବିପଦ ସଂକତ ତଳେ ସୁବର୍ଣ୍ଣରେଖା, ଏବେ ବି ବିପଦରେ ବାଲେଶ୍ବରବାସୀ
ଜଳେଶ୍ବର: କମିଲା ସୁବର୍ଣ୍ଣରେଖା ଜଳସ୍ତର । ହେଲେ କମିନି ବାଲେଶ୍ବର ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ବିତ୍ପାତ । ଏବେ ବି ଅନେକ ଅଞ୍ଚଳରେ ଜଳ ଭରି ରହିଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ । କିଛି ସ୍ଥାନରେ ଜଳର ପରିମାଣ କମିଥିଲେ ମଧ୍ୟ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ!-->…
ମାଓବାଦୀ ଯୋଜନା କୁ ପଣ୍ଡ କଲେ ଯବାନ…
ମାଲକାନଗିରି : ଗୋପନୀୟ ତଥ୍ୟ କୁ ଆଧାର କରି 142 ବାଟାଲିୟନ ବିଏସ୍ଏଫର ଯବାନମାନେ ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲ ନିକଟ ଗୋମ୍ପାକୋଣ୍ଡା କେନାଲ ନିକଟରେ ଏକ ସ୍ୱତନ୍ତ୍ର ମିଶନ୍ ଆରମ୍ଭ କରିଥିଲେ। ଉକ୍ତ ସ୍ଥାନରେ ଅନୁସନ୍ଧାନ ବେଳେ ଜବାନଙ୍କୁ ପ୍ଲାଷ୍ଟିକରେ ଆବୃତ ଏକ ବିସ୍ଫୋରକ (IED) ଉଦ୍ଧାର!-->…
ପ୍ରଶାସନିକ କ୍ଷେତ୍ରରେ ଭାଷାର ବ୍ୟବହାରକୁ ନେଇ ଅବହେଳା ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର ହେବ…
ବ୍ରହ୍ମପୁର /ଭୁବନେଶ୍ୱର /୧୯ /0୯ -ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଦୀର୍ଘ ଦିନର ଆନ୍ଦୋଳନ ଫଳରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ଗଠିତ ହୋଇଥିଲା | ଭାଷା ଭିତ୍ତିରେ ସୃଷ୍ଟି ରାଜ୍ୟର ଶାସନ ସେଇ ଭାଷାରେ ହେବାପାଇଁ 1948 ରୁ 1954 ତା ପରବର୍ତୀ ସମୟରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ!-->…
ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଛି…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ୧୫/୦୯/୨୦୨୪ ରିଖ ଦିନ ଆମ ଓଡ଼ିଶା ସମ୍ବାଦ ତରଫରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତି ଜୋଗିତା!-->!-->!-->…
ଆସିକା ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଇ ଟାଇଫଏଡ ଜ୍ୱର ବାଣ୍ଟୁଛି…..!
ବ୍ରହ୍ମପୁର: ଆସିକା ସହର ସମେତ ଏହାର ଆଖ ପାଖ ଅଞ୍ଚଳ ରେ ଘରେ ଘରେ ଟାଇଫଏଡ ଜ୍ୱରରେ ଶତାଧିକ ଲୋକେ ଆକାନ୍ତ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହର କୁ ଯୋଗାଣ ହେଉଥିବା ଜଳ ଗୋଳିଆ ଓ ଆବର୍ଜନା ଆସୁଥିବା ରୀତିମତ ଅଭିଯୋଗ ହେଉଛି। ଦୀର୍ଘ ଦିନ ହେଲା ସୁବର୍ଣ୍ଣପେଟା, ବଜାରସାହି, ନିରଞ୍ଜନ!-->…
ରାୟଗଡା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁରୁ ବ୍ଲକରେ ମାଓବାଦୀମାନଙ୍କର କିଛିଦିନ ନିରବତା ପରେ ବର୍ତମାନ ପୁଣି…
ଚନ୍ଦ୍ରପୁରୁ ବ୍ଲକ ଲୋକଙ୍କୁ ଡରାଉଛି ହନୁମନ୍ତପୁରୁର ମାଓପପୋଷ୍ଟର।
ରାୟଗଡ଼ା : ତା : ୨୦/୦୯/୨୪ରାୟଗଡା ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଚନ୍ଦ୍ରପୁରୁ ବ୍ଲକରେ ମାଉଵାଦୀମାନଙ୍କର କିଛିଦିନ ନିରବତା ପରେ ଏଵେ ସକ୍ରୀୟ ହୋଇଊଠିଛନ୍ତି। ଆଜି ସକାଳୁ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ବ୍ଳକ!-->!-->!-->!-->!-->…
ଭାଷା ଓ ଅସ୍ମିତା ର ସ୍ୱର ଗଞ୍ଜାମ ଭାଷା ସମ୍ମିଳନୀ ଆୟୋଜନ ଐତିହାସିକ ସ୍ମରଣୀୟ ହୋଇ ରହିବ…
ବ୍ରହ୍ମପୁର : ଐତିହାସିକ ସ୍ମାରକୀ ର ସ୍ୱାକ୍ଷର ବହନ କରୁଥିବା ଉତ୍କଳ ଆଶ୍ରମ ପରିସର ରେ "ଗଞ୍ଜାମ ଭାଷା ସମ୍ମିଳନୀ" ଭାଷା ଆନ୍ଦୋଳନ ବ୍ରହ୍ମପୁର, ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆଜି ସନ୍ଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି। ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ!-->!-->!-->…
ମହାତ୍ମାଗାନ୍ଧୀ ନରେଗା ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ମହାତ୍ମାଗାନ୍ଧୀ ନରେଗା ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏହି ଜନଶୁଣାଣୀ ଶିବିର ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ପରମାନନ୍ଦ ପୃଷ୍ଟି!-->…
ସ୍ଵାସ୍ଥ୍ୟ ଶିବିରରେ ନିଃକ୍ଷୟ ମିତ୍ର କାର୍ଯକ୍ରମ ଅନୁଷ୍ଠିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚମାଖଣ୍ଡି ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ପକ୍ଷରୁ ଚମାଖଣ୍ଡି କଲ୍ୟାଣୀ ମଣ୍ଡପ ଠାରେ ସ୍ବାସ୍ଥ୍ୟ ଶିବିରରେ ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ଚଳ ଚଞ୍ଚଳ କରାଇବା ଦିଗରେ ନିଃକ୍ଷୟ ମିତ୍ର ପୁଷ୍ଟିକର ଖାଦ୍ୟ!-->…
ଛତ୍ରପୁର ବିଦ୍ୟୁତ୍ ବିଭାଗୀୟ ବିଶ୍ୱକର୍ମା ପୂଜା ପରିଦର୍ଶନରେ ବିଧାୟକ
ଛତ୍ରପୁର : ଛତ୍ରପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟର ପୂଜା ମଣ୍ଡପରେ ଆୟୋଜିତ ବିଶ୍ୱକର୍ମା ପୂଜାର ୪ର୍ଥ ଦିବସର ସନ୍ଧ୍ୟାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଠାକୁରଙ୍କ କୃପା ଲାଭ କରିଥିଲେ । ବିଧାୟକ ତାଙ୍କରି ସହଯୋଗୀଙ୍କ ସହ ଗୁରୁବାର ସଂଧ୍ୟାରେ ଆସି ଆୟୋଜକ ପୂଜା!-->…