ଆଇନଜୀବୀଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା କଲା ମାନବ ଅଧିକାର ସୁରକ୍ଷା ମଞ୍ଚ…

ଓକିଲ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରାଯାଉ : ଅବନୀ ଗୟା ବ୍ରହ୍ମପୁର, ତା. ୧୩. ୧୧. ୨୦୨୪ ରିଖ ପାରଳାଖେମୁଣ୍ଡି ଓକିଲ ସଂଘ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କୁ ଏସିଡ ଆକ୍ରମଣ ର ଦୃଢ଼ ନିନ୍ଦା କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଆଜକୁ ଘଟଣାର ତିନିଦିନ ବିତିଯାଇଥିଲେ ବି…

ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ଶେଷାନନ୍ଦ ମିଶ୍ରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା…

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ପେଣ୍ଡ୍ରାଣୀ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଯଥା ଅର୍ଥ ନିତି ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଗତ କାଲି ୧୨/୧୧/୨୦୨୪ ରିଖ ଅନୁଷ୍ଠିତ ହୋଇ ଯାଇଅଛି।ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ରବୀନ୍ଦ୍ର କୁମାର ମିଶ୍ର…

ଆସିକା ରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ହେଲା ବନ୍ଦ : ଖେଳାଳି ଆସି ହେଲେ ହଟହଟା ବାଢିଲେ ଅସନ୍ତୋଷ ….!

ବାବୁ ଓ ନେତା ମାନଙ୍କ ଦ୍ୱାରା ଆଦାୟ ହେବା ଚାନ୍ଦା ଫେରସ୍ତ ହେବ କେବେ……? ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବାର ଥିଲା ଆସନ୍ତା ୧୪ ତାରିଖ ଠାରୁ। ନିସର୍ତ୍ତ ରେ କବାଡ଼ି ପାଇଁ ଚାନ୍ଦା ଆଦାୟ ହେଉଥିବା ନେଇ ଗତ ୨୮ ତାରିଖ ରେ…

ଅଧାପନ୍ତରିଆ ରାସ୍ତା ଓ ସେତୁ ପାଇଁ ପୁଣି ଖଟିଆରେ ବୁହାହେଲେ ରୋଗୀ…

ମାଲକାନଗିରି : ସ୍ବାଧୀନତାର ଦିର୍ଘ ୭୭ ବର୍ଷ ହେବାପରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳ ଗ୍ରାମ ସ୍ୱାସ୍ଥ୍ୟ, ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା ହୋଇପାରି ନଥିବା ବେଳେ ଏହି ଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଗ୍ରାମକୁ ରାସ୍ତା ଏବଂ ସେତୁ ନିର୍ମାଣ…

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର : ରାଧାକୃଷ୍ଣ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍…

ହିଞ୍ଜିଳିକାଟୁ ୧୩!୧୧ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଭକ୍ତଙ୍କ ମନରୁ ନଲିଭୁଣୁ ପୁଣି ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳରେ ଥିବା ରାଧାକୃଷ୍ଣ ପରିବା ପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୁଣ୍ଡି ଭାଙ୍ଗି ଲୁଟ…

ଦୁର୍ଦ୍ଦିନରେ ଦରଜୀ ପରିବାର : ନିରବ ଦ୍ରଷ୍ଟା ଲୋକ ପ୍ରତିନିଧି ଓ ଖାଦ୍ୟ ଯୋଗାଣ ଅଧିକାରୀ…

ଉମରକୋଟ /ଝରିଗାଁ : ଆଧୁନିକ ଯୁଗରେ ରେଡିମେଡ ପୋଷାକପତ୍ର ସହର ଠାରୁ ପୁରପଲ୍ଲୀ ସବୁଠି ପହଞ୍ଚି ସାରିଲାଣି। ଲୋକଙ୍କ ପାଖେ ସମୟ ନାହିଁ କପଡ଼ା କିଣି ଦରଜୀ କୁ ଦେଇ ବସ୍ତ୍ର ପରିଧାନ କରିବାକୁ। ବଡ଼ ବଡ଼ ମଲ,ଆକର୍ଷଣୀୟ ବିଳାସମୟ ଦୋକାନ ଠାରୁ ଆରମ୍ଭକରି ରାସ୍ତାକଡ ଫୁଟପାଥ ରେ ରେଡିମେଡ୍ ପୋଷାକ…

ଶହେ ଏକରରୁ ଅଧିକ ଜମି ଜବରଦଖଲ ମାମଲାରେ ଏନଜିଟି ଛାଟ

ମାଲକାନଗିରି : ଶହେ ଏକର ରୁ ଉର୍ଦ୍ଧ୍ବ ଜଙ୍ଗଲ ଜମି କୁ ବେଆଇନ କବ୍ଜା କରି ମୋଟୁ ର ମାସୁମ ଖାନ ଓ ତା ପରିବାର ସଦସ୍ୟ ଇସଲାମ ନଗର ନିର୍ମାଣ କରିଥିଲେ । ଯାହା ବିଷୟରେ ଖବର ପ୍ରସାରଣ ପରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ…

ଏମକେସିଜି ବଡ଼ ମେଡ଼ିକାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ : ମହିଳାଙ୍କ ମୃତ୍ୟୁ…

ବ୍ରହ୍ମପୁର : ଏମକେସିଜି ମେଡ଼ିକାଲ ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ଅବହେଳା ରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ।, ଭୁଲ ଚିକିତ୍ସା, ରକ୍ତ ବଦଳକୁ ନେଇ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାରବର୍ଗ। ରମ୍ଭା ଅଞ୍ଚଳର ସୁନେଲି ନାୟକ ଗର୍ଭ…

ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସେବା ଆରମ୍ଭ କଲା ଟିପିଏସ୍ଓଡିଏଲ୍

ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଅନୁଭୂତି ଯୋଗାଇ ଦେବା ଲକ୍ଷ୍ୟରେ କାର୍ଯ୍ୟକ୍ଷମ ବ୍ରହ୍ମପୁର, : ଗ୍ରାହକ ସେବାକୁ ସୁଦୃଢ଼ ଓ ବିଜୁଳି ବିଚ୍ଛିନ୍ନ ସମ୍ପର୍କିତ ଅଭିଯୋଗ ଦାଖଲ ପ୍ରକ୍ରିୟାକୁ ସହଜ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍…

ଜିଲ୍ଲା ଅଦାଲତଙ୍କ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାନ୍ୟବର ଉଚ୍ଚ ନ୍ୟାୟଳୟ ଓଡିଶା କଟକଙ୍କ ଆଦେଶକ୍ରମେ ତଥା ଜିଲ୍ଲା ଅଦାଲତଙ୍କ ଆନୁକୁଲ୍ୟରେ ଏଵଂ ଜିଲ୍ଲା ଓ ଦୌରା ଜଜ୍ ଡ. ପ୍ରଶନ୍ନ କୁମାର ପଣ୍ଡା କଂ ପୌରହିତ୍ୟରେ ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲା ସ୍ତରିୟ ଚିତ୍ରାକଂନ ପ୍ରତିଯୋଗିତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଅଧିକାଂଶ…